Search for:
  • Home/
  • Month: May 2024

ଧାନର ସର୍ବନିମ୍ନ ମୂଲ୍ୟକୁ ୨୯୩୦ ଟଙ୍କା କରିବାକୁ ଓଡ଼ିଶାର ଦାବିକୁ ଅଗ୍ରାହ୍ୟ

ଓଡ଼ିଶାର ନାର୍ଯ୍ୟ ଦାବିକୁ କେନ୍ଦ୍ରର ଲଗାତାର ଅବହେଳା: ବିଜେଡ଼ି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାର ଦାବିକୁ କେନ୍ଦ୍ରର ଲଗାତାର ଅଣଦେଖା ଧାନର ସର୍ବନିମ୍ନ ମୂଲ୍ୟକୁ ୨୯୩୦ ଟଙ୍କା କରିବାକୁ ଓଡ଼ିଶାର ଦାବିକୁ ଅଗ୍ରାହ୍ୟ ୧୦ ବର୍ଷରେ କେନ୍ଦ୍ର ବଢ଼ାଇଲା ନାହିଁ କୋଲ ରୟାଲ୍ଟି ମହାନଦୀ ପ୍ରସଙ୍ଗରେ ଛତିଶଗଡ଼କୁ ସାହାଯ୍ୟ କଲା କେନ୍ଦ୍ରରେ ଥିବା ବିଜେପି ସରକାର ଭୁବନେଶ୍ୱର, ୩୦/୦୫/୨୦୨୪: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି [...]

NIFT Graduation Show 2024

NIFT Graduation Show 2024 Bhubaneswar:National Institute of Fashion Technology (NIFT) Bhubaneswar Presents: The Graduation Show 2024 The National Institute of Fashion Technology (NIFT) Bhubaneswar organized its Graduation Show for the year 2024 on 30th May. This prestigious fashion extravaganza marked the culmination of years of hard work and dedication by [...]

ମୃତକଙ୍କ ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବା ସାଙ୍ଗେ ସାଙ୍ଗେ ଗୁରୁତ୍ୱର ଥିବା ଭକ୍ତ ମାନଙ୍କୁ ଉଚ୍ଚ ସ୍ତରୀୟ ଚିକିତ୍ସା ଯୋଗେଇ ଦେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଦାବି।

ଭୁବନେଶ୍ୱର:ଗତ କାଲି ଅର୍ଥାତ ୨୯/୦୫/୨୦୨୪ ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ନୀତି ଚାଲିଥିବା ବେଳେ ହଟାତ ବାଣ ବିସ୍ଫୋରଣ ହୋଇଥିଲା ଯାହା ଫଳରେ ୪୦ ରୁ ଉର୍ଦ୍ଧ ଉକ୍ତ ଭକ୍ତ ଏହି ବିସ୍ଫୋରଣରେ ଗୁରୁତ୍ୱର ହୋଇଥିବା ବେଳେ ୩ ଜଣ ମୃତ୍ୟୁ ବରଣ କରିବା ଭଳି ସମ୍ବେଦନଶୀଳ ମାନ୍ୟବର କମିଶନ ହସ୍ତକ୍ଷେପ କରି ଉଚ୍ଚ ସ୍ତରୀୟ ତଦନ୍ତ କରି ଏହି ବାଣ [...]

ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିଜେପି ପକ୍ଷରୁ ଧାରଣା।

ନିର୍ବାଚନ ସମୟରେ ନନ୍ଦୀ ଘୋଷ ଟିଭି ନିର୍ବାଚନ ଆଚରଣ ବିଧି ଉଲଘଂନ କରି ଏଗଜିଟ ପୋଲ ପ୍ରସାରଣ ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିଜେପି ପକ୍ଷରୁ ଧାରଣା। ଭୁବନେଶ୍ୱର,ତା.୩୦/୦୫:ଓଡ଼ିଶାରେ ନିର୍ବାଚନ ଆଚରଣ ବିଧି ଲାଗୁ ସତ୍ୱେ ଓଡ଼ିଶାରେ ଏକ ଚ୍ୟାନେଲ ନନ୍ଦୀ ଘୋଷ ଟିଭି ନିର୍ବାଚନ ଆଚରଣ ବିଧି ଉଲଘଂନ କରି ଓଡ଼ିଶା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକ ଏଗଜିଟ ପୋଲ୍ ପ୍ରକାଶ କରିଥିଲା [...]

ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

  ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା ଭୁବନେଶ୍ଵର,30 May 2024 ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର Sum Ultimate Hospital କୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପୁରୀର ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଥିଲେ। ସେମାନଙ୍କର ଚିକିତ୍ସା ବ୍ୟବସ୍ଥାରେ [...]

ପୁରୀ ନରେନ୍ଦ୍ର ପୋଖରୀରେ ବାଣ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦବେଗ ପ୍ରକାଶ ଉଦ୍ଧାର କାର୍ଯ୍ୟ

  ଚନ୍ଦନ ଯାତ୍ରା ସମୟ ରେ ପୁରୀ ନରେନ୍ଦ୍ର ପୋଖରୀରେ ବାଣ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦବେଗ ପ୍ରକାଶ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି ତୁରନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ଭୁବନେଶ୍ୱର 29/5/24 ଚନ୍ଦନ ଯାତ୍ରା ସମୟ ରେ ନରେନ୍ଦ୍ର ପୁଷ୍କରିଣୀ ଦେବୀଘାଟ ରେ ଘଟିଥିବା ଦୁର୍ଭାଗ୍ୟ ଜନକ ବାଣ ଦୁର୍ଘଟଣା ରେ ବହୁ ଲୋକ ଆହତ ହେବା ଖବର ପାଇ [...]

ନିର୍ବାଚନ କମିଶନଙ୍କ ନାଁ ନେଇ ଅଫିସରଙ୍କ ପଛରେ ପଡିଛି ବିଜେପି

ନିର୍ବାଚନରେ ନିଶ୍ଚିତ ପରାଜୟ ଦେଖି ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି: ବିଜେଡି ନିର୍ବାଚନ କମିଶନଙ୍କ ନାଁ ନେଇ ଅଫିସରଙ୍କ ପଛରେ ପଡିଛି ବିଜେପି ନିର୍ବାଚନରେ ସିଧାସଳଖ ଲଢିବାକୁ ବିଜେଡି ନେତାଙ୍କ ଆହ୍ୱାନ ଓଡିଶା ପାଇଁ ଜୀବନକୁ ବାଜି ଲଗାଇଥିବା ଅଫିସରଙ୍କୁ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ ଗଣମାଧ୍ୟମ ପ୍ରତି ବି ବିଜେପି ନେତାଙ୍କ ସମ୍ମାନ ନାହିଁ ନିର୍ବାଚନୀ ସଭାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧର୍ମେନ୍ଦ୍ରଙ୍କ ତାତ୍ସଲ୍ୟ ଭୁବନେଶ୍ୱର, ୨୯/୦୫/୨୦୨୪: ତୃତୀୟ ପର୍ଯ୍ୟାୟ ମତଦାନ [...]

ଓଡିଶା ପ୍ରଗତିର ପ୍ରତିବନ୍ଧକ ସାଜିଛି ବିଜେପି ଶାସିତ କେନ୍ଦ୍ର ସରକାର: ବିଜେଡି

ଓଡିଶା ପ୍ରଗତିର ପ୍ରତିବନ୍ଧକ ସାଜିଛି ବିଜେପି ଶାସିତ କେନ୍ଦ୍ର ସରକାର: ବିଜେଡି ରେଳ ସାନ୍ଦ୍ରତା କ୍ଷେତ୍ରରେ ପୂର୍ବଭାରତ ରାଜ୍ୟମାନଙ୍କ ଭିତରେ ଓଡିଶା ସର୍ବନିମ୍ନ ଓଡିଶାର ୭ଟି ଜିଲ୍ଲା ଏବେ ବି ରେଳ ଶୂନ୍ୟ ରାଜ୍ୟର ପାଞ୍ଚଟି ଜନଜାତି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲକୁ କେନ୍ଦ୍ରର ନା ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରକଳ୍ପ ଏବେ ବି ଦିବାସ୍ବପ୍ନ ଭୁବନେଶ୍ୱର, ୨୯/୦୫/୨୦୨୪: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ [...]

୭୭ ତମ ଉବଦ୍ଭଦ୍ଭରଗ୍ଦ ଫିଲ୍ମ ଫେଷ୍ଟିଭାଲ।

୭୭ ତମ ଉବଦ୍ଭଦ୍ଭରଗ୍ଦ ଫିଲ୍ମ ଫେଷ୍ଟିଭାଲ ର ଓଦ୍ଭୟସବ ଚବଙ୍ଖସକ୍ଷକ୍ଷସକ୍ଟଦ୍ଭ ରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ “ନନ୍ଦ ମାଷ୍ଟରଙ୍କ ଚାଟଶାଳୀ” ଭୁବନେଶ୍ୱର:୭୭ ତମ ଉବଦ୍ଭଦ୍ଭରଗ୍ଦ ୠସକ୍ଷଜ୍ଞ ଲରଗ୍ଦଗ୍ଧସଙ୍ଖବକ୍ଷ ରେ ଡଚଇ ମବଦ୍ଭଦ୍ଭରଗ୍ଦ ୨୦୦୯ ବିଜେତା ପ୍ରଣବ କୁମାର ଆଏଚ୍ ଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର “ନନ୍ଦ ମାଷ୍ଟରଙ୍କ ଚାଟଶାଳୀ” ର ଟ୍ରେଲର ଓଦ୍ଭୟସବ ଚବଙ୍ଖସକ୍ଷକ୍ଷସକ୍ଟଦ୍ଭ ବା ‘ଭାରତ ପର୍ବ ‘ ଦ୍ଵାରା ପ୍ରଦର୍ଶିତ ହେବାପାଇଁ ମନୋନୀତ ହୋଇଛି। ଓଦ୍ଭୟସବ [...]

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ *ଅଚଳ ଓ ବଳକା ଅବ୍ୟବହୃତ ଇଭିଏମ୍‌ଗୁଡ଼ିକର ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷାବାହିନୀ ନିୟୋଜିତ କରାଯାଉ: ସମୀର ମହାନ୍ତି* ଭୁବନେଶ୍ୱର, ତା.୨୯/୦୫: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । ନିର୍ବାଚନ ପରେ ଇଭିଏମ୍ ଓ ଭିଭିପାଟ ମେଶିନ ଗୁଡ଼ିକୁ ଷ୍ଟଙ୍ଗ ରୁମ୍‌ରେ ରଖାଯାଇଛି । ଏବେ ବିଭିନ୍ନ ଜିଲ୍ଲାରୁ ଆମକୁ ସୂଚନା ମିଳିଛି ଯେ, ଯେଉଁ ଇଭିଏମ୍ ଗୁଡ଼ିକ ନିର୍ବାଚନ [...]