Search for:
  • Home/
  • Month: May 2024

PECUC observed World No Tobacco Day

PECUC observed World No Tobacco Day Bhubaneswar 31/05: Tobacco use is a leading cause of 14 types of cancer and other severe health impacts, claiming 8 million lives globally each year. Young people are particularly vulnerable to tobacco’s harmful effects due to peer pressure. In a recent webinar titled “Protecting [...]

ସାଉଥ ଏସିଆନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ

ସାଉଥ ଏସିଆନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭୁବନେଶ୍ୱର ତା ୩୧.୫.୨୪ ସାମାଜିକ ଅନୁଷ୍ଠାନ ସାଉଥ ଏସିଆନ ଇନ୍ଷ୍ଟିଟ୍ୟୁଟ ଅଫ ହେଲଥ ପ୍ରମୋସନ ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖର ପୁର ସ୍ଥିତ ପଣ୍ଡା ପାର୍କ ବସ୍ତି ଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ସହିତ ପଥ ପ୍ରାନ୍ତ ସଚେତନତା ଧର୍ମୀ ନାଟକ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର‌୍ୟ୍ୟକ୍ରମ ରେ ଡାକ୍ତର ଦାଶରଥି ଦାସ, ଡାକ୍ତର ପ୍ରଣବ ମହାପାତ୍ର [...]

ସ୍ୱେଚ୍ଛାସେବୀ ସେବାକେନ୍ଦ୍ର ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ସ୍ୱେଚ୍ଛାସେବୀ ସେବାକେନ୍ଦ୍ର ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ଭୁବନେଶ୍ୱର, ୩୧.୫ : ତମାଖୁ ସେବନ, କର୍କଟ ରୋଗର କାରଣ । ଓଡ଼ିଆରେ ଗୋଟିଏ ଢଗ ଅଛି, ପାନ ବିିଡ଼ି ନୁହେଁ ଛୋଟିଆ ନିଶା, ଜଣା ପଡ଼େନାହିଁ ଟାଣେ ପଇସା । ତେଣୁ ତମାଖୁ ଛାଡ଼, ଭବିଷ୍ୟତ ଗଢ । ଛୋଟ ପିଲାଙ୍କ ହାତରେ ତମାଖୁ ମଗାନ୍ତୁ ନାହିଁ । ଶରୀର ସୁସ୍ଥ ରଖିବା ପାଇଁ ତମାଖୁ ବର୍ଜନ [...]

କୁଆଡ଼େ ଗଲେ ବିଜେଡି ନେତା ଖଗେଶ୍ୱର ? ୧୬ ଘଣ୍ଟା ଧରି ମିଳୁନି ପତ୍ତା…

କୁଆଡ଼େ ଗଲେ ବିଜେଡି ନେତା ଖଗେଶ୍ୱର ? ୧୬ ଘଣ୍ଟା ଧରି ମିଳୁନି ପତ୍ତା… ଭୁବନେଶ୍ୱର:ବିଜେଡି ନେତା ଖଗେଶ୍ବର ଲେଙ୍କା କୁଆଡ଼େ ଗଲେ ? କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବିଜେଡି ନେତା ଖଗେଶ୍ବର ଲେଙ୍କାଙ୍କ ୧୬ ଘଣ୍ଟା ଧରି ମିଳୁନି ପତ୍ତା। ତାଙ୍କ ପୋଖରିଆପଡ଼ା ଘର ବାହାରେ ଆୟକର ବିଭାଗ, ପୋଲିସ, ନିର୍ବାଚନ ପର୍ଯ୍ୟବେକ୍ଷକ, ଫ୍ଲାଇଂ ସ୍କ୍ବାଡ୍ ଓ ଷ୍ଟାଟିଷ୍ଟିକ୍ସ ସର୍ଭେଲାନ୍ସ ଟିମ୍ ଜଗି ରହିଛି। ତାସହ ବିଭିନ୍ନ ସ୍ଥାନରେ [...]

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ *ଅଭ୍ୟାସଗତ ବୁଥ୍ ଜବରଦଖଲକାରି ବିଜେଡି ଗୁଣ୍ଡାମାନଙ୍କୁ ଗୃହବନ୍ଦୀ କରାଯାଉ: ଦିଲୀପ ମଲ୍ଲିକ* ଭୁବନେଶ୍ୱର, ତା.୩୦/୦୫: ଚଳିତ ନିର୍ବାଚନ ପାରି ହେବା ପାଇଁ ବିଜେଡି ସରକାରୀ କଳ, ବଳ ଓ କୌଶଳ, ସରକାରୀ କର୍ମଚାରୀ, ମିଶନଶକ୍ତିଙ୍କୁ ଲଗାଇବା ସହ ଟଙ୍କା ବାଂଟିଲେ । ଶେଷରେ ପ୍ରାୟୋଜିତ ପ୍ରେସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକାର ଦେବାକୁ ପଡିଲା । ତାପରେ ମଧ୍ୟ ଓଡ଼ିଶାର ଲୋକେ [...]

ବିଜେଡି ହିଂସାକାଣ୍ଡ କରୁଛି: ମନମୋହନ ସାମଲ

ପରାଜୟ ଭୟରେ ବିଜେଡି ହିଂସାକାଣ୍ଡ କରୁଛି: ମନମୋହନ ସାମଲ  ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ଗୁଣ୍ଡା ଓ ବାହାରୁ ଭଡାରେ ଆସିଥିବା ପେଶାଦାର ଅପରାଧୀମାନେ ବିଜେପିର ଯୁବ କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି  ହିଂସାକାଣ୍ଡ ଭିଆଇଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ  ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଏସବୁ ଅଂଚଳରେ କେନ୍ଦ୍ରୀୟ ସୁରକ୍ଷା ବଳୟ ମୁତୟନ କରାଯାଉ  ରାଜ୍ୟ ମୁଖ୍ୟ [...]

ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ଚିନ୍ତାଜନକ: ସମୀର ମହାନ୍ତି

ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ଚିନ୍ତାଜନକ: ସମୀର ମହାନ୍ତି ଭୁବନେଶ୍ୱର, ତା.୩୧/୦୫: ଗତ ୨ ଦିନ ହେଲା ରାଜ୍ୟରେ ଦୁଇଟି ଅଭାବନୀୟ ଘଟଣା ଘଟିଛି । ପୁରୀରେ ବାଣ ବିସ୍ଫୋରଣଜନିତ ମୃତ୍ୟୁ ଓ ପଶ୍ଚିମଓଡ଼ିଶାରେ ଅଂଶୁଘାତଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ଉଭୟ ଘଟଣାରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କିଭଳି ଅବ୍ୟବସ୍ଥିତ ରହିଛି ତାହା ଜଣାପଡୁଛି ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତିି । ପ୍ରେସ ବିବୃତିରେ ଶ୍ରୀ [...]

୧ ନମ୍ବର ମୁଖ୍ୟମନ୍ତ୍ରୀ, କିନ୍ତୁ ବାଣ୍ଟୁଛନ୍ତି ଟଙ୍କା – ଧର୍ମେନ୍ଦ୍ର ପ୍ରଧାନ

ରେମୁଣାରେ ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟା ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଦାବି ୧ ନମ୍ବର ମୁଖ୍ୟମନ୍ତ୍ରୀ, କିନ୍ତୁ ବାଣ୍ଟୁଛନ୍ତି ଟଙ୍କା – ଧର୍ମେନ୍ଦ୍ର ପ୍ରଧାନ • ବିଜେଡିର ଅର୍ଥ ଓ ବାହୁବଳ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ ଏବଂ ଓଡ଼ିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ କଲେ ଅନୁରୋଧ • ଅବାଧ ଓ ନିରପେକ୍ଷ ନିର୍ବାଚନକୁ ବିଜେଡିର ଉପହାସ • ଭୋଟରଙ୍କୁ ଆକୃଷ୍ଟ [...]

ଏହି ପର୍ଯ୍ୟlୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବା

ଭୁବନେଶ୍ୱର:ଆସନ୍ତା କାଲି ଓଡିଶାରେ ଚତୁର୍ଥ ପର୍ଯ୍ୟlୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟlୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବା ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ ଭୁବନେଶ୍ଵରସ୍ଥିତ ପୋଲିସ ସେବା ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ଏହି [...]

ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ନେତାମାନଙ୍କ ସ୍ୱାଗତ ଓ ଆଲୋଚନା

ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ନେତାମାନଙ୍କ ସ୍ୱାଗତ ଓ ଆଲୋଚନା ଭୁବନେଶ୍ୱର- ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କର ଓଡ଼ିଶା ଗସ୍ତ ଅବସରରେ ଆଜି ଭୁବନେଶ୍ୱର ବିମାନବନ୍ଦର ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ତରୁଣ ମିଶ୍ର, ମିହିର ଆଚାର୍ଯ୍ୟ, ପ୍ରଦୀପ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି ଓ ପ୍ରଭାତ ପ୍ରତାପ ସିଂ ପ୍ରମୁଖ ଶ୍ରୀଯୁକ୍ତ [...]