Search for:
  • Home/
  • Month: April 2024

ସରକାରୀ କର୍ମଚାରୀ ଦଳୀୟ ପ୍ରଚାର କାର୍ଯ୍ୟରୁ ନିବୃତ ରୁହନ୍ତୁ : ଦିଲୀପ ମଲ୍ଲିକ

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଲାଗି ଦାବି କଲା ବିଜେପି ପ୍ରତିନିଧିମଣ୍ଡଳୀ ସରକାରୀ କର୍ମଚାରୀ ଦଳୀୟ ପ୍ରଚାର କାର୍ଯ୍ୟରୁ ନିବୃତ ରୁହନ୍ତୁ : ଦିଲୀପ ମଲ୍ଲିକ  ଚୌଦ୍ୱାର ଆଇଆଇସି ବିଶ୍ୱରଞ୍ଜନ ସାହୁ ଏବଂ ମହିଳା ପୁଲିସ ଅଧିକାରୀ ସରସ୍ୱତୀ ସ୍ୱାଇଁ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଉ  ଆଠଗଡ ମେଡିକାଲର କିରାଣୀ ସନ୍ତୋଷ [...]

ଆରଟିଇ ମାଗଣା ସିଟ ଆଡ଼ମିସନକୁ ନେଇ ନିର୍ଦେଶକଙ୍କୁ ଅଟକ ରଖିଲେ ଶତାଧିକ ଅଭିଭାବକ

ଆରଟିଇ ମାଗଣା ସିଟ ଆଡ଼ମିସନକୁ ନେଇ ନିର୍ଦେଶକଙ୍କୁ ଅଟକ ରଖିଲେ ଶତାଧିକ ଅଭିଭାବକ ନ୍ୟାୟପାଇଁ ହାଇକୋର୍ଟରେ ପିଆଇଏଲ : ଅଭିଭାବକ ମହାସଂଘ ଭୁବନେଶ୍ୱର ତା 22 ରିଖ l ଆରଟିଇ ରେ 25% ସିଟରେ ମାଗଣା ପଢ଼ାଇବା ପାଇଁ ପାରଦର୍ଶୀ ପୋର୍ଟାଲରେ ସିଟ ଅଲଟମେଣ୍ଟ ପରେ ମଧ୍ୟ ପ୍ରାଇଭେଟ ସ୍କୁଲ ମାନେ ଆଡ଼ମିସନ ପାଇଁ ମନା କରି ଫେରାଇଦେଲେ l ଓଡିଶା ଅଭିଭାବକ ମହାସଂଘର ଅଭିଯୋଗ ପରେ ପ୍ରଥମେ ଭୁବନେଶ୍ୱର [...]

ଜଟଣୀରେ ସ୍ୱାଧୀନ ବିଧାୟକ ପ୍ରାଥୀ ସୁଜିତ ବଳବନ୍ତରାୟ ଙ୍କ ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର:ଜଟଣୀରେ ସ୍ୱାଧୀନ ବିଧାୟକ ପ୍ରାଥୀ ସୁଜିତ ବଳବନ୍ତରାୟ ଙ୍କ ଶକ୍ତି ପ୍ରଦର୍ଶନ. ନିଜର ହଜାର ହଜାର ସମର୍ଥକ ଙ୍କୁ ଧରି ବାଇକ ରାଲି କରିଛନ୍ତି ସୁଜିତ. ଜଟଣୀ ଅଞ୍ଚଳ ବୁଲିବା ସହ ପାତ୍ରପଡା, ସିଜୁଆ ଅଞ୍ଚଳରେ ବାଇକ ରାଲି କରିଛନ୍ତି. ଏହି ପରିପେକ୍ଷୀରେ ସୁଜିତ କହିଛନ୍ତି ଲୋକେ ଜଟଣୀରେ ଯୁବପିଢ଼ିକୁ ଅଧିକ ପସନ୍ଦ କରୁଛନ୍ତି.ନିର୍ବାଚନ ରେ ହାର ଜିତ ଅଛି. କିନ୍ତୁ ମୁଁ ଜୀବନର ଶେଷ ପଯ୍ୟନ୍ତ ଜଟଣୀ ବାସୀଙ୍କ [...]

ଲିଙ୍ଗରାଜ ମହୋତ୍ସବ ଷଷ୍ଟ ଦିବସରେ ସନ୍ଧ୍ୟା ଚିତାକର୍ଷକ ନୃତ୍ୟ

ଲିଙ୍ଗରାଜ ମହୋତ୍ସବ ଷଷ୍ଟ ଦିବସରେ ସନ୍ଧ୍ୟା ଚିତାକର୍ଷକ ନୃତ୍ୟ ଭୁବନେଶ୍ଵର,୨୧/୪(), ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ଉଦ୍‌ଯାପନ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଥମେ ଗୁରୁ ପ୍ରତିଭା ପଣ୍ଡା ଓ ସାଥୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟରେ ଶିବ ସ୍ତୁତି ଓ ଦୁର୍ଗା ସ୍ତୃତି ପରିବେଷଣ କରିଥିଲେ। ପରେ ହାଇଦ୍ରାବାଦ୍‌ରୁ ଆସିଥିବା ଡ଼ [...]

ଛଟପଟ ଦୁଇ ଦଳ ଫାଇଦା ନେବ କଂଗ୍ରେସ।

କଂଗ୍ରେସ ସ୍ଥିର, ବିଜେପି ଅସ୍ଥିର ଓ ବିଜେଡି ଦୁଇ ଭାଗ  ଭୁବନେଶ୍ୱର:ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବେଶ ଗୁରୁତ୍ୱ ରହିଛି । ଏହି ନିର୍ବାଚନ ମଣ୍ଡଳୀ ଅଣ-କଂଗ୍ରେସର ଗଡ ଭାବେ ପରିଚିତ । ହେଲେ ଚଳିତ ଥର ଏହି ଆସନରେ କଂଗ୍ରେସର ଭୋଟ ସ୍ଥିର ଥିବା ବେଳେ କ୍ରେଜ ବଢୁଥିବା ଲକ୍ଷ୍ୟ କରାଯାଉଛି । ବିଜେପି ତୃତୀୟ ସ୍ଥାନରେ ଅସ୍ଥିର ମନେହେଉଥିବା ବେଳେ ବିଜେଡି ସଂଗଠନ ଭାଗ [...]

ମୋଦି ସରକାରଙ୍କ 400 ପାର ନାରାକୁ ସଫଳ କରିବା ନିମିତ୍ତ ସଂକଳ୍ପ ନେବା ସହ ଦଳକୁ ତୃଣମୂଳ ସ୍ଥରରୁ ଯୋଡ଼ି ହେବା

ଭୁବନେଶ୍ୱର ତା. 21/04/2024ରିଖ ରବିବାର ଭୁବନେଶ୍ୱର – ସେଣ୍ଟ୍ରାଲ ନିର୍ବାଚନ ମଣ୍ଡଳୀ ୟୁନିଟ-3 ସ୍ଥିତ ସାମ୍ବାଦିତ ସମ୍ମିଳନୀ କକ୍ଷରେ ଭାରତୀୟ ଜନତା ପାର୍ଟି ର ଲିଗାଲ ସେଲ, ଭୁବନେଶ୍ୱର ଶାଖା ର ବୈଠକ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଏକାମ୍ର ପ୍ରାର୍ଥୀ ବାବୁ ସିଂହ, ଭୁବନେଶ୍ୱର ଉତ୍ତର ବିଧାୟକ [...]

ସୁଖ,ଶାନ୍ତି, ପ୍ରଗତି ଓ ସମୃଦ୍ଧିର ସୁବାର୍ତ୍ତା ଏହାହିଁ ପ୍ରାର୍ଥନାନ୍ତେ

ଭୁବନେଶ୍ୱର:ପବିତ୍ର ନବବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତି,ସଙ୍କଟ ମୋଚକ ମହାବୀର ହନୁମାନଙ୍କ ଜୟନ୍ତୀ, ଜାଗତିକ ସମ୍ବତ୍ସରର ଆଦ୍ୟ ଦିବସ, ମେରୁ ଉପବାସ, ପ୍ରଥମ ରାଶି ମେଷମାସର ଆଦ୍ୟ ଦିବସ ପ୍ରତିପଦା ତିଥି ଅବସରରେ ଆପଣମାନଙ୍କୁ ଶୁଭାଭିନନ୍ଦନ ସହିତ ଶୁଭକାମନା ଜଣାଉଛି । ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ଅସୀମ ଆଶୀର୍ବାଦରେ ଆପଣ ସପରିବାରବର୍ଗଙ୍କ ପାଇଁ ନୂଆ ବର୍ଷ ଆଣି ଆସୁ ସକଳ ସୁଖ,ଶାନ୍ତି, ପ୍ରଗତି ଓ ସମୃଦ୍ଧିର ସୁବାର୍ତ୍ତା [...]

ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ୍ ଘଟଣା, ଆସିଷ୍ଟାଣ୍ଟ ଶିକ୍ଷକଙ୍କୁ ଗିରଫ କଲା ସାଇବର ଥାନା ପୁଲିସ

ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ୍ ଘଟଣା, ଆସିଷ୍ଟାଣ୍ଟ ଶିକ୍ଷକଙ୍କୁ ଗିରଫ କଲା ସାଇବର ଥାନା ପୁଲିସ ଭୁବନେଶ୍ବର: ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣା । ଆସିଷ୍ଟାଣ୍ଟ ଶିକ୍ଷକଙ୍କୁ ଗିରଫ କଲା ସାଇବର ଥାନା ପୁଲିସ । ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କରଙ୍କୁ ଗିରଫ କଲା ସାଇବର ଥାନା ପୁଲିସ। ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବରେ ଭାଇରଲ କରିଥିଲେ ଜଗନ୍ନାଥ । ନିଜର ୟୁଟୁବ [...]

ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଭୁବନେଶ୍ୱର-ତା.୨୧.୦୪.୨୦୨୪- ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ସଂସଦ, [...]

ଏପ୍ରିଲ ୨୫ ତାରିଖରୁ ଖରା ଛୁଟି।

ଏପ୍ରିଲ ୨୫ ତାରିଖରୁ ଖରା ଛୁଟି, କାଲିଠୁ ୨୪ ତାରିଖ ଯାଏ ସକାଳୁଆ ସ୍କୁଲ ଭୁବନେଶ୍ବର : ଏପ୍ରିଲ ୨୫ରୁ ଖରା ଛୁଟି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବହାକୁ ଆଖିଆଗରେ ରଖି ରାଜ୍ୟସରକାର ଙ୍କ ନିଷ୍ପତି ଏପ୍ରିଲ ୨୪ ଯାଏଁ ସକାଳ ୬ [...]