Search for:
  • Home/
  • Month: January 2024

ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ।

ମହାନ ବିପ୍ଲବୀ ଚନ୍ଦନ ହଜୁରୀ ଓ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଭୁବନେଶ୍ୱର-ତା.୨୦.୦୧.୨୦୨୪- ମହାନ ବିପ୍ଲବୀ ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ କଳ୍ପନା ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଚାଖି ଖୁଣ୍ଟିଆ ସ୍ମୃତି ସମିତି, ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଏହି [...]

ଭକ୍ତକବି ମଧୁସୁଦନ ରାଓଙ୍କୁ ସଂସ୍କୃତି ବିଭାଗର ଶ୍ରଦ୍ଧାଞ୍ଜଳି ଅର୍ପଣ

ଭକ୍ତକବି ମଧୁସୁଦନ ରାଓଙ୍କୁ ସଂସ୍କୃତି ବିଭାଗର ଶ୍ରଦ୍ଧାଞ୍ଜଳି ଅର୍ପଣ ଭୁବନେଶ୍ଵର ତା ୧୯.୦୧.୨୦୨୪- ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପୂଜ୍ୟପୁଜା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଭକ୍ତକବି ମଧୁସୁଦନ ରାଓଙ୍କ ୧୭୧ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ଭୁବନେଶ୍ଵରସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟ ସନ୍ନିକଟ ପ୍ରତିମୁର୍ତ୍ତିସ୍ଥଳୀରେ ଆଜି ପ୍ରତ୍ୟୁଷରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରବିର ମହାନ୍ତି, [...]

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି ସମୀକ୍ଷା କଲେ ୫-‘ଟି’ ଅଧ୍ୟକ୍ଷ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି ସମୀକ୍ଷା କଲେ ୫-‘ଟି’ ଅଧ୍ୟକ୍ଷ ପ୍ରତିବର୍ଷ ମାତୃଭାଷା ଦିବସ ସହ ଓଡିଆ ଭାଷା ସପ୍ତାହ ପାଳନ କରାଯିବ. ଶହେ ବର୍ଷ ପୁରାତନ ବିଦ୍ୟାଳୟଗୁଡ଼ିକୁ ଐତିହ୍ୟ ବିଦ୍ୟାଳୟ ମାନ୍ୟତା ମିଳିବ .. ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାପକ ଭାବେ ସାମିଲ କରାଯିବ ଭୁବନେଶ୍ୱର,୧୯/୦୧/୨୦୨୪  ଗତ ଡିସେମ୍ବର 19 ତାରିଖରେ ଅନୁଷ୍ଠିତ       ତୃତୀୟ ଐତିହ୍ୟ କ୍ଯାବିନେଟ ନିଷ୍ପତ୍ତି ଅନୁଯାୟୀ 2024ଫେବ୍ରୁଆରି 3 ତାରିଖ ରୁ [...]

World Record Holder Vimal Daga Brings Groundbreaking ‘Engineers Tech Rath Yatra’ to Odisha”

National Institute of Standards and Technology (NIST), Berhampur, Odisha Bhubaneswar:World Record Holder Vimal Daga Brings Groundbreaking ‘Engineers Tech Rath Yatra’ to Odisha” Initiated by Vimal Daga, a distinguished Tech Maestro and world record holder, the nationwide movement known as ‘Engineers Tech Rath Yatras Odyssey’ has arrived in Odisha. Renowned for [...]

ରାଷ୍ଟ୍ର ଦମନ ଓ ପୋଲିସ୍ ଆତଙ୍କରାଜ ବିରୋଧରେ ରାଜଧାନୀ ରେ “ଢ଼ିଙ୍କିଆ ଚାରିଦେଶ ସଂହତି ଦିବସ

ରାଷ୍ଟ୍ର ଦମନ ଓ ପୋଲିସ୍ ଆତଙ୍କରାଜ ବିରୋଧରେ ରାଜଧାନୀ ରେ “ଢ଼ିଙ୍କିଆ ଚାରିଦେଶ ସଂହତି ଦିବସ ଭୁବନେଶ୍ଵର, ତା ୧୮/୧/୨୪ : ଗତ ଜାନୁଆରୀ ୧୪, ୨୦୨୨ରେ ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆରେ ସ୍ଥାନୀୟ ଜନସାଧାରଣ ନିଜର ଜୀବନ- ଜିବିକା ତଥା ଭିଟାମାଟି ର ସୁରକ୍ଷା ପାଇଁ ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ନିଜ ନିଜର ପାନ ବରଜକୁ ଯାଉଥିବା ସମୟରେ ଓଡ଼ିଶା ପୋଲିସ୍ ଯେପରି ନିର୍ମମ [...]

କାଶୀପୁରରେ ପୋଲିସର ଆତଙ୍କରାଜ ବନ୍ଦ କରି କମ୍ପାନୀ କର୍ମଚାରୀ ଆହତ

କାଶୀପୁରରେ ପୋଲିସର ଆତଙ୍କରାଜ ବନ୍ଦ କରି କମ୍ପାନୀ କର୍ମଚାରୀ ଆହତ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ମାନବାଧିକାର ଓ ସାମାଜିକ କର୍ମକର୍ତ୍ତାମାନଙ୍କ ନିବେଦନ ଭୁବନେଶ୍ୱର, ତା:୧୮/୦୧/୨୦୨୪ – ରାୟଗଡା ଜିଲ୍ଲାର କାଶୀପୁର ଅଂଚଳରେ ପୋଲିସର ଆତଙ୍କରାଜ ବନ୍ଦ କରି ମୈତ୍ରୀ କମ୍ପାନୀ କର୍ମଚାରୀ ଆହତ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ମାନବାଧିକାର ଓ ସାମାଜିକ କର୍ମକର୍ତ୍ତାମାନେ ଏକ ପ୍ରେସ୍ ବିବୃତି ଜରିଆରେ ନିବେଦନ କରିଛନ୍ତି। ଏ ସଂପର୍କିତ ଗଣମାଧ୍ୟମ ବିବରଣୀକୁ [...]

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଆରମ୍ଭ

  ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଆରମ୍ଭ 5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ଆରମ୍ଭ ହେଲା ଏହି ସେବା ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ଚାଲିବ ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରୁ ବସ୍‌ସେବା ଆରମ୍ଭ ହେଲା ଜିଲ୍ଲା ସଦରମହକୁମାରୁ ଭୁବନେଶ୍ଵର ଦେଇ ମହାପ୍ରଭୁଙ୍କ ଧାମ ପୁରୀକୁ ଯିବ ବସ୍‌ ଲକ୍ଷ୍ମୀ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ୍‌ର ମୂଲ୍ୟ ୫ ଟଙ୍କା, ଶ୍ରୀଜଗନ୍ନାଥ [...]

ଉତ୍କଳ ବିଶ୍ବବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି କାର୍ଯ୍ୟକ୍ରମ

ଉତ୍କଳ ବିଶ୍ବବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି କାର୍ଯ୍ୟକ୍ରମ ଭୁବନେଶ୍ବର: ଓଡ଼ିଶାର ଯୁବପିଢ଼ିମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ‘ନୂଆ-ଓ’(ନୂତନ ଉନ୍ନତ ଅଭିଳାଶ ଓଡ଼ିଶା) ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଗୁରୁବାରଠାରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହୋଇଛି ‘ଓଡ଼ିଆ ସାହିତ୍ୟ ଓ ସଂସ୍କୃତି କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା’। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ମାର୍ଗଦର୍ଶନ ଏବଂ ପିଜି କାଉନସିଲ [...]

ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀଙ୍କୁ ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀଙ୍କୁ ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଭୁବନେଶ୍ବର,୧୮/୧ : ବରିଷ୍ଠ ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ନର୍ବାଚିତ ପରେ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି। ଏନେଇ ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ଶ୍ରୀ ଦ୍ୱିବେଦୀଙ୍କୁ ଭୁବନେଶ୍ବର କୋର୍ଟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କୁ ଜଗନ୍ନାଥଙ୍କ ଫଟୋ, ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । [...]

ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ମୁକ୍ତେଶ୍ୱର ନୃତ୍ୟ

ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର (ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଦ୍ୱିତୀୟ ସଂଧ୍ୟା) ଭୁବନେଶ୍ୱର : ତା ୧୮.୦୧.୨୦୨୪* – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଭୁବନେଶ୍ୱରରେ ଅବସ୍ଥିତ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ [...]