Search for:
  • Home/
  • Month: January 2024

ମହାପ୍ରଭୁଙ୍କ ଦର୍ଶନ କଲେ, ପରିକ୍ରମା ପ୍ରକଳ୍ପର ଅନୁଭୂତି ପୁଣି ଥରେ ନେଲେ ମୁଖ୍ୟମନ୍ତ୍ରୀ

  ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ମହାପ୍ରଭୁଙ୍କ ଦର୍ଶନ କଲେ, ପରିକ୍ରମା ପ୍ରକଳ୍ପର ଅନୁଭୂତି ପୁଣି ଥରେ ନେଲେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ନିକଟରେ ଓଡ଼ିଶା ବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଭବ୍ୟତା ଓ ଆଧ୍ୟାତ୍ମିକତା ପୂର୍ଣ୍ଣ ପରିବେଶକୁ ଦେଖି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କଲେ ଭୁବନେଶ୍ଵର ୨୩ ଜାନୁଆରୀ ୨୦୨୪ ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ [...]

ଘରେ_ଘରେ_ଶଙ୍ଖ

ଘରେ_ଘରେ_ଶଙ୍ଖ ଭୁବନେଶ୍ୱର:ଜାନୁଆରୀ ୨୩ ଠାରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଜୁ ଜନତା ଦଳର ପରିବାର ସମ୍ପର୍କ ଅଭିଯାନ #ଘରେ_ଘରେ_ଶଙ୍ଖ କାର୍ଯ୍ୟକ୍ରମର ଆଜି ମାଲକାନଗିରି ସଦର ମହକୁମା ଠାରେ ୧୯ ଟି ୱାର୍ଡ଼ ରୁ ସକ୍ରିୟ ଦଳିୟ ମା ମାନଙ୍କୁ ନେଇ ଶୁଭ ଆରମ୍ଭ ହେବା ସହ ୱାର୍ଡ଼ ନଂ ୧୧ ଠାରେ ମା ମାନଙ୍କ ସହ ଘରେ ଘରେ ପରିବାର ସମ୍ପର୍କ ଅଭିଯାନ କରାଗଲା ଓ #ଘରେ_ଘରେ_ଶଙ୍ଖ [...]

ଏପ୍ରିଲ ୧୬ରେ ହେବନି ଲୋକସଭା ନିର୍ବାଚନ, ସିଇସିଙ୍କ ସୂଚନା

ଏପ୍ରିଲ ୧୬ରେ ହେବନି ଲୋକସଭା ନିର୍ବାଚନ, ସିଇସିଙ୍କ ସୂଚନା ଭୁବନେଶ୍ୱର:ପାଖେଇ ଆସୁଛି ଦିନ। କେବେ ବାଜିବ ନିର୍ବାଚନୀ ବିଗୁଲ୍? ୨୪ ଲୋକସଭା ନିର୍ବାଚନ କେବେ ହେବ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ହେବ ବୋଲି ସୋସିଆଲ ମିଡିଆରେ ଏ କଥା ବେଶ ଭାଇରାଲ ହେଉଥିଲା। ଯାହାକୁ ଖଣ୍ଡନ କରିଛନ୍ତି ମୁଖ୍ୟ ନିର୍ବାଚନ କମଶନ। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ୨୦୨୪ ଲୋକସଭା ନିର୍ବାଚନ [...]

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ_

_୨ ଓଡିଆ ପୁଅ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ_ *ଇଂରେଜମାନଙ୍କ କବଳରୁ ଭାରତକୁ ସ୍ୱାଧୀନ କରାଇବାରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଚିରସ୍ମରଣୀୟ : ମନମୋହନ ସାମଲ*  ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ତ୍ୟାଗ, ବଳିଦାନ, ବୀରତ୍ୱ, ନେତୃତ୍ୱ ଓ ପରାକ୍ରମ ଆଗାମୀ ଯୁବପିଢୀଙ୍କ ପାଇଁ ପ୍ରେରଣାର [...]

ଫୁଲବାଣୀ ବିଧାୟକ ପ୍ରାର୍ଥୀ ଦେବନାରାୟଣ ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଫୁଲବାଣୀ ବିଧାୟକ ପ୍ରାର୍ଥୀ ଦେବନାରାୟଣ ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ ଭୁବନେଶ୍ୱର, ତା.୨୩/୦୧: ଭାରତୀୟ ଜନତା ପାର୍ଟୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଫୁଲାବାଣୀ ବିଧାୟକ ପ୍ରାର୍ଥୀ ଶ୍ରୀ ଦେବାନାରାୟଣ ପ୍ରଧାନ (ବାବୁ ଭାଇ)ଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କ [...]

200 ନିୟୁତ ଟନ୍ ପଣ୍ୟ ବୋଝେଇକୁ ମାତ୍ର 295 ଦିନରେ ଅତିକ୍ରମ କଲା ପୂର୍ବତଟ ରେଳପଥ

200 ନିୟୁତ ଟନ୍ ପଣ୍ୟ ବୋଝେଇକୁ ମାତ୍ର 295 ଦିନରେ ଅତିକ୍ରମ କଲା ପୂର୍ବତଟ ରେଳପଥ : √■ ପୂର୍ବ ରେକର୍ଡକୁ ଅତିକ୍ରମ କରି ସର୍ବୋଚ୍ଚ ପଣ୍ୟ ପରିବହନ କରିଛି ପୂର୍ବତଟ ରେଳପଥ | √■ 2019-20 ଆର୍ଥିକ ବର୍ଷରେ ଏହି ଧାରାକୁ ସ୍ପର୍ଶ କରିବାପାଇଁ 366 ଦିନ ଥିବାବେଳେ 2020-21 ରେ 360 ଦିନ; 2021-22 ରେ 320 ଦିନ ଏବଂ 2022-23 ଆର୍ଥିକ ବର୍ଷରେ 310 ଦିନ [...]

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍‌ର ଉପଯୋଗ, ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସଫଳ ପରୀକ୍ଷଣ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍‌ର ଉପଯୋଗ, ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସଫଳ ପରୀକ୍ଷଣ • ଅପହଞ୍ଚ ଇଲାକା, ପ୍ରାକୃତିକ ଦୁର୍ବିପାକ ସମୟରେ ସଠିକ୍‌ ସମୟରେ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ଯୋଗାଣରେ ନେବ ପ୍ରମୁଖ ଭୂମିକା • ଏକକାଳୀନ ୨-୫ କେଜି ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ବହନ କରିବାର କ୍ଷମତା • ମାତ୍ର ୩୫ ମିନିଟରେ ୬୦ କିଲୋମିଟର ଅତିକ୍ରମ କଲା ଭୁବନେଶ୍ୱର, ୨୩/୦୧/୨୦୨୪: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା [...]

ସୃଜନୀ ପକ୍ଷରୁ ପ୍ରଦୀପ ପ୍ରଜ୍ବଳନ ସହିତ କବିତା ଓ ଗଳ୍ପ ପ୍ରତିଯୋଗିତା

ଆଜିର ସୃଜନୀ ପକ୍ଷରୁ ପ୍ରଦୀପ ପ୍ରଜ୍ବଳନ ସହିତ କବିତା ଓ ଗଳ୍ପ ପ୍ରତିଯୋଗିତା ଭୁବନେଶ୍ୱର (୨୩.୦୧ ) :  ମହିଳା ଏବଂ ଶିଶୁ ବିକାଶ ପାଇଁ କାର୍ଯ୍ୟ କରୁଥିବା  ‘ଆଜିର ସୃଜନୀ’ ଅନୁଷ୍ଠାନ ପକ୍ଷରୁ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ବାର୍ଷିକ ଉତ୍ସବ ପାଇଁ ସ୍ଥାନୀୟ ୟୁନିଟ୍ ୨ ପାର୍କ ପରିସରରେ ଏକ ଗଳ୍ପ ପଠନ ତଥା କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ଏହି [...]

ସଫଳତା ୪୧ ମାସରେ ସଂଗ୍ରହ ହେଲା ୪ଲକ୍ଷ ୟୁନିଟ୍ ରକ୍ତ

ଓଡ଼ିଶା-ମୋ ପରିବାର, ଜୀବନବିନ୍ଦୁର ଉଲ୍ଲେଖନୀୟ ସଫଳତା ୪୧ ମାସରେ ସଂଗ୍ରହ ହେଲା ୪ଲକ୍ଷ ୟୁନିଟ୍ ରକ୍ତ (ଗତ ୨୦୨୩ରେ ସଂଗୃହୀତ ହୋଇଛି ୧ ଲକ୍ଷରୁ ଉର୍ଦ୍ଧ୍ଵ ୟୁନିଟ୍) ଓଡ଼ିଶା-ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୪୧ ମାସରେ ସଂଗ୍ରହ ହୋଇଛି ୪ଲକ୍ଷ ୟୁନିଟ୍ ରକ୍ତ । କେବଳ ଚଳିତ ବର୍ଷ ୧ଲକ୍ଷ ୟୁନିଟରୁ ଉର୍ଦ୍ଧ୍ଵ ରକ୍ତ ସଂଗୃହୀତ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ [...]

ଏଆଇଡିଏସଓ ପକ୍ଷରୁ ନେତାଜୀ ଜୟନ୍ତୀ ସମାରୋହ ଅନୁଷ୍ଠିତ

ଏଆଇଡିଏସଓ ପକ୍ଷରୁ ନେତାଜୀ ଜୟନ୍ତୀ ସମାରୋହ ଅନୁଷ୍ଠିତ ଭୁବନେଶ୍ୱର -୨୩/୧/୨୪- ଏଆଇଡିଏସଓ ଭୁବନେଶ୍ୱର ସିଟି କମିଟି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଗଭୀର ଆବେଗର ସହିତ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ୟୁନିଟ ୬ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ସଂଗଠନର ଭୁବନେଶ୍ୱର ସଭାପତି ନସିମ ସରକାରଙ୍କ ସଭାପତିତ୍ବରେ ଏକ ଜୟନ୍ତୀ ସମାରୋହ ସଭା ଅନୁଷ୍ଠିତ ହେଇଥିଲା। ଏଥିରେ ବିଜୁପଟ୍ଟନାୟକ କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼ଃ [...]