ଓଡ଼ିଶା ଗସ୍ତରେ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ :
ଓଡ଼ିଶା ଗସ୍ତରେ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ : ● କଟକ ନିକଟସ୍ଥ ବିରିବାଟି ଅନ୍ତର୍ଗତ ପରମହଂସ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ *ମନ୍ କି ବାତ୍* କାର୍ଯ୍ୟକ୍ରମର ସିଧାପ୍ରସାରଣରେ ଯୋଗଦାନ କରିବେ ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି 27 ଜାନୁୟାରୀ 2024 (ଶନିବାର) ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚୁଛନ୍ତି ତାଙ୍କର [...]