Search for:
  • Home/
  • Month: January 2024

କିଟରେ ୪୦ତମ ସର୍ବଭାରତୀୟ ରୋଜ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ ଉଦ୍‍ଘାଟିତ

କିଟରେ ୪୦ତମ ସର୍ବଭାରତୀୟ ରୋଜ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ ଉଦ୍‍ଘାଟିତ ଭୁବନେଶ୍ୱର, ୬ ।୧: ୪୦ତମ ସର୍ବଭାରତୀୟ ରୋଜ୍ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ ଶୁକ୍ରବାର କିଟରେ ଉଦ୍‍ଘାଟିତ ହୋଇଯାଇଛି। ଉଦ୍‍ଘାଟନୀ ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଲାପ ହେଉଛି ସୁନ୍ଦର ଓ ଭଲ ପାଇବାର ପ୍ରତୀକ ବୋଲି କହିଥିଲେ। ଭଗବାନଙ୍କ ଦ୍ୱାରା ସୃଷ୍ଟ କିଟ୍‍ ଓ କିସ୍‍କୁ ମର୍ତ୍ତ୍ୟର ନନ୍ଦନକାନନ କହିଲେ ଅତ୍ୟୁକ୍ତି [...]

ମୃଦୁଳା ଗର୍ଗ ପାଇବେ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’

୭ରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକା ହାଟ’ ମୃଦୁଳା ଗର୍ଗ ପାଇବେ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’ ଭୁବନେଶ୍ୱର, ୬।୧: କାଦମ୍ବିନୀ ସାହିତ୍ୟ ଏକାଡ଼େମୀ ପକ୍ଷରୁ ବାର୍ଷିକ ସାହିତ୍ୟ ମହାକୁମ୍ଭ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକା ହାଟ’ ଜାନୁଆରୀ ୭ ତାରିଖରେ ଅନୁଷ୍ଠିତ ହେବ। କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ନିଆରା ସାହିତ୍ୟ ମହୋତ୍ସବରେ ମର୍ଯ୍ୟାଦାଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’, ‘କାଦମ୍ବିନୀ ସାହିତ୍ୟ [...]

ସୁରଜିତ ୧ କୋଟି ଟଙ୍କା ଏବଂ ଦୁଇଟି ଦାମୀ କାର ନେଇ ସାମ୍ୱାଦିକ ଗିରଫ

ୱେବ୍ ସାମ୍ୱାଦିକ ଗିରଫ ଭୁବନେଶ୍ୱରରେ ଜଣେ ବିଲଡର୍ସଙ୍କୁ ୧ କୋଟି ଟଙ୍କା ଏବଂ ବିଳାସପୁର୍ଣ୍ଣ କାର୍ ଠକେଇ ଅଭିଯୋଗରେ ୱେବ ଖବରଦାତାଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ଇଓଡବ୍ଲୁ। କଳିଙ୍ଗ କେସରୀ ରଥ ବ୍ୟକ୍ତି ଖବରଦାତା ସୁରଜିତ ଧଳଙ୍କ ନାମରେ ଅଭିଯୋଗ କରିଛନ୍ତି। ସରକାରୀ ଅନୁମତି ପ୍ରଦାନ ବାହାନା କରି ସୁରଜିତ ରଥଙ୍କଠାରୁ ଟଙ୍କା ମାଗିଥିଲେ। ପରେ ରଥଙ୍କଠାରୁ ସୁରଜିତ ୧ କୋଟି ଟଙ୍କା ଏବଂ [...]

ଉତ୍କଳ ବିଶ୍ବବିଦ୍ୟାଳୟରେ  ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’

ଉତ୍କଳ ବିଶ୍ବବିଦ୍ୟାଳୟରେ  ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ଜାତୀୟ ଆଲୋଚନାଚକ୍ର ଆମ ଓଡ଼ିଶା ଐତିହ୍ୟରେ ସମୃଦ୍ଧ: ଏହାର ସୁରକ୍ଷା ଓ ସଂରକ୍ଷଣ ଜରୁରୀ ଭୁବନେଶ୍ବର: ଆମ ଓଡ଼ିଶା ଐତିହ୍ୟରେ ସମୃଦ୍ଧ। ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ସଂସ୍କୃତି ଓ ପରମ୍ପରା ସମାହାର ଓଡ଼ିଶା।   ଓଡ଼ିଶା ସମୃଦ୍ଧ ସାଂସ୍କୃତି ଐତିହ୍ୟକୁ ବିଶ୍ବ ଦରବାରେ ପହଞ୍ଚାଇବା ପାଇଁ ସାମୁହିକ ଉଦ୍ୟମ ଲୋଡ଼ା। ସଂସ୍କୃତି, ଐତିହ୍ୟ ଓ [...]

ଲୋକକଳା ସବୁଠାରୁ ପ୍ରଭାବୀ ମାଧ୍ୟମ .ଶ୍ରୀ ପାଣ୍ଡିଆନ୍

  ଲୋକକଳା ହେଉଛି ଗୋଟିଏ ଜାତିର ଅସ୍ମତା-ଭି.କେ. ପାଣ୍ଡିଆନ ସଚେତନତା ସ୍ରୁଷ୍ଟି ଦିଗରେ ଲୋକକଳା ସବୁଠାରୁ ପ୍ରଭାବୀ ମାଧ୍ୟମ .ଶ୍ରୀ ପାଣ୍ଡିଆନ୍ ଭୁବନେଶ୍ୱର ୦୫/୦୧/୨୦୨୪ ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ । ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-‘ଟି’ ତଥା ‘ ଆମ ଓଡିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀ [...]

ମହିଳାଙ୍କ ଠାରୁ ଛଡ଼ାଇନେଲେ ୪ ଲକ୍ଷ ଟଙ୍କା।

  ଭୁବନେଶ୍ୱର:ଡକାୟତଙ୍କ ଆତଙ୍କରାଜ। ବ୍ୟାଙ୍କ୍‌ ସାମ୍‌ନାରୁ ମହିଳାଙ୍କ ଠାରୁ ଛଡ଼ାଇନେଲେ ୪ ଲକ୍ଷ ଟଙ୍କା। ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବାଲିଚନ୍ଦ୍ରପୁର ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ। ଗୁରୁବାର ଦିନ ୩ଟା ବେଳେ ୪ ଦୁର୍ବୃତ୍ତ ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ମହିଳାଙ୍କ ଠାରୁ ଛଡ଼ାଇନେଇଛନ୍ତି ଏହି ଟଙ୍କା। ଜୟ ବଜରଙ୍ଗ ବଲି ସ୍ବୟଂ ସହାୟକ ଗୋଷ୍ଠୀର ଦୁଇ ମହିଳା ଗ୍ରୁପ ଲୋନ୍‌ ବାବଦକୁ ବାଲିଚନ୍ଦ୍ରପୁର ଷ୍ଟେଟ [...]

ରାସ୍ତା ମଝିରେ ଫରେଷ୍ଟ ଗାର୍ଡକୁ ମାଡି ବସିଲା ଭିଜିଲାନ୍ସ।

ଭୁବନେଶ୍ୱର:ରାସ୍ତା ମଝିରେ ଫରେଷ୍ଟ ଗାର୍ଡକୁ ମାଡି ବସିଲା ଭିଜିଲାନ୍ସ। ତାଙ୍କଠାରୁ ଦେଢ ଲକ୍ଷରୁ ଅଧିକ ଟଙ୍କା ଜବତ କରି ଉଚରା ଉଚରା କରୁଛି। ହେଲେ ସନ୍ତୋଷ ଜନକ ଉତ୍ତର ପାଇନଥିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କ ଅଫିସ୍ ଓ ଘରେ ଚଢ଼ଉ କରିଛି। ଆଜି ଏପରି ଖବର ନବରଙ୍ଗପୁରରୁ ଆସିଛି। ନନ୍ଦାହାଣ୍ଡି ବ୍ଲକ୍‌ ଜଗନ୍ନାଥପୁର ବିଟର ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରି ଆଜି ଏକ ଲକ୍ଷ ୫୩ ହଜାର ଟଙ୍କା [...]

ଓଡ଼ିଶା-ମୋ ପରିବାର ତତ୍ତ୍ଵାବଧାନରେ ଏବଂ ଏଲ.ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ମିଳିତ ସହଯୋଗରେ ଖୋର୍ଦ୍ଧା ଓ ଭୁବନେଶ୍ଵର ଆର୍.ଟି.ଓ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ଓଡ଼ିଶା-ମୋ ପରିବାର ତତ୍ତ୍ଵାବଧାନରେ ଏବଂ ଏଲ.ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ମିଳିତ ସହଯୋଗରେ ଖୋର୍ଦ୍ଧା ଓ ଭୁବନେଶ୍ଵର ଆର୍.ଟି.ଓ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର (୫୩ଜଣ ଟ୍ରକ ଡ୍ରାଇଭର ଚକ୍ଷୁ ପରୀକ୍ଷା କରାଇଲେ) ଭୁବନେଶ୍ୱର:ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ଆର.ଟି.ଓ-୧, ଆର.ଟି.ଓ-୨ ଏବଂ ଖୋର୍ଦ୍ଧାର ଆର.ଟି.ଓ ପକ୍ଷରୁ ଖୋର୍ଦ୍ଧାସ୍ଥିତ ତାପଙ୍ଗ ଅଞ୍ଚଳରେ [...]

ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଗାନ୍ଧୀ ଦର୍ଶନର ମୃତ୍ୟୁ ନାହିଁ:ଜଷ୍ଟିସ ୟୁ ୟୁ ଲଳିତ ଭୁବନେଶ୍ୱର, ୦୪/୧:ଗାନ୍ଧୀ ଦର୍ଶନ ଅଜର ଅମର। ଏହାର ମୃତ୍ୟୁ ନାହିଁ ବୋଲି ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ମତ ଦେଇଛନ୍ତି। ଏଠାରେ ଆୟୋଜିତ ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଶ୍ରଦ୍ଧାଞ୍ଜଳି ସମାରୋହରେ ଯୋଗଦେଇ ଜଷ୍ଟିସ ଲଳିତ ଏହା କହିଛନ୍ତି। ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଶ୍ରାଦ୍ଧବାର୍ଷିକୀ [...]

ସ୍ଵାଭିମାନ ଏବଂ CureBay କ୍ଲିନିକ୍ ପକ୍ଷ ରୁ ବିଶ୍ଵ ବ୍ରେଲ ଦିବସ

ଭୁବନେଶ୍ୱର:ସ୍ଵାଭିମାନ ଏବଂ CureBay କ୍ଲିନିକ୍ ପକ୍ଷ ରୁ ବିଶ୍ଵ ବ୍ରେଲ ଦିବସ ଭୁବନେଶ୍ବର ସ୍ଥିତ ଭାରତୀୟ ବିଦ୍ୟା ଭବନ ଠାରେ ପାଳନ କରାଯାଇଅଛି। ଚଳିତ ବର୍ଷ ମହାତ୍ମା ଲୁଇସ୍ ବ୍ରେଲ ଙ୍କର ୨୧୫ ତମ ଜୟନ୍ତୀ ପାଳନ କରିବା ସହିତ ତାଙ୍କର ଜୀବନୀ ସମ୍ପର୍କ ରେ ଆଲୋକପାତ କରାଯାଇଅଛି। ଏହି ଅବସର ରେ ଓଡ଼ିଶା ରୁ ଆସିଥିବା ବିଭିନ୍ନ ଜିଲ୍ଲା ର ୩୦ ଜଣ ଦୃଷ୍ଟିହୀନ ମେଧାବୀ ଛାତ୍ର ଛାତ୍ରୀ [...]