Search for:
  • Home/
  • Month: January 2024

ହାଇସ୍କୁଲର ୫୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ।

ହାଇସ୍କୁଲର ୫୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ‘ୟୁନିଭର୍ସିଟି ହାଇସ୍କୁଲ’ ପାଳନ କରିଛି ୫୫ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା। ତିନିଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମରେ ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ତଥା ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ନବନୀତା ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ସହିତ ଖେଳକୁଦର ମଧ୍ୟ ଆବଶ୍ୟକତା ରହିଛି [...]

ବି ଏସ୍ କେ ୱାଇ କାର୍ଡ ଶ୍ରମଜୀବୀ ବାନାମ୍ବରଙ୍କୁ ଦେଲା ନୂଆ ଜୀବନ

ବି ଏସ୍ କେ ୱାଇ କାର୍ଡ ଶ୍ରମଜୀବୀ ବାନାମ୍ବରଙ୍କୁ ଦେଲା ନୂଆ ଜୀବନ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମେ ଚିରଋଣୀ – ଝିଅ ଝରଣା ଭୁବନେଶ୍ୱର,୯/୧ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ( ବି ଏସ୍ କେ ୱାଇ) ଲୋକଙ୍କ ମନରେ ଆଣିଛି ବଞ୍ଚିବାର ନୂଆ ଆଶା ଓ ଭରସା । ଏହି କାର୍ଡ ବଳରେ ରାଜ୍ୟର ଦୂରଦୂରାନ୍ତ ଶ୍ରମଜୀବୀ, ଆର୍ଥିକ ଦୁର୍ବଳ ବର୍ଗ ଏବଂ ନିସହାୟ ଲୋକ ଘରୋଇ ସୂପରସ୍ପେସିଆଲିଟି [...]

ମାଲକାନଗିରି ବିମାନ ବନ୍ଦର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

  ମାଲକାନଗିରି ବିମାନ ବନ୍ଦର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ରୂପାନ୍ତର ପଥେ ମାଲକାନଗିରି ଆକାଶପଥରେ ଯୋଡିହେଲା ମାଲକାନଗିରି ୨୩୩ ଏକର ପରିବ୍ୟାପ୍ତ ଅଞ୍ଚଳରେ ରନୱେ ନିର୍ମିତ, ୭୦ କୋଟି ଟଙ୍କା ଖର୍ଚ୍ଚ ମାଲକାନଗିରି ଜିଲ୍ଲାରେ ସପ୍ତଧାରା ନଦୀରେ ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଖର୍ଚ୍ଚ ହେବ ୪,୦୦୦ କୋଟି ଟଙ୍କା, ୯୨,୮୧୫ ଏକର ଚାଷ ଜମିରେ ଜଳସେଚନର ସୁବିଧା, ମାର୍ଚ୍ଚ ମାସରେ 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ [...]

ଗୁରୁ କେଳୁଚରଣ ମହାପାତ୍ରଙ୍କ ୯୮ତମ ଜନ୍ମ ବାର୍ଷିକରେ ଓଡ଼ିଶୀର ଅନନ୍ୟ ରୂପରେଖ “ଅର୍ନ୍ତଃଦୃଷ୍ଟି’

ଗୁରୁ କେଳୁଚରଣ ମହାପାତ୍ରଙ୍କ ୯୮ତମ ଜନ୍ମ ବାର୍ଷିକରେ ଓଡ଼ିଶୀର ଅନନ୍ୟ ରୂପରେଖ “ଅର୍ନ୍ତଃଦୃଷ୍ଟି’ ଭୁବନେଶ୍ୱର (୦୮.୦୧.୨୦୨୪):* ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ସୃଜନ ଅନୁଷ୍ଠାନ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ “ଅର୍ନ୍ତଃଦୃଷ୍ଟି’ – ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆଜି ରବୀନ୍ଦ୍ର ମଣ୍ଡପରେ ଉଦ୍‌ଘାଟିତ ହୋଇଯାଇଅଛି । ଓଡ଼ିଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ [...]

ହାଇଟେକ ହସପିଟାଲ ମାଲିକଙ୍କୁ ଗିରଫ କରାଯାଉ:ଛାତ୍ର କଂଗ୍ରେସ

ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ ହାଇଟେକ ହସପିଟାଲ ମାଲିକଙ୍କୁ ଗିରଫ କରାଯାଉ ଭୁବନେଶ୍ୱର ତା. ୮.୧- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏବଂ ପ୍ରଦେଶ ଯୁବକ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ମିଳିତ ନେତୃତ୍ୱରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । ହାଇଟେକ ହସପିଟାଲରେ ଚିକିତ୍ସିତ ରୋଗୀଙ୍କୁ [...]

ଶିଶିର ସରସ ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଷ୍ଟଲ

ଶିଶିର ସରସ ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଷ୍ଟଲ ପ୍ରଚାରିତ ହେଉଛି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଭୁବନେଶ୍ୱର-ତା.୦୮.୦୧.୨୦୨୪- ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ‘ଶିଶିର ସରସ-୨୦୨୪’ ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି । ଏଥିରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟକ୍ରମର ପ୍ରଚାର କରାଯାଉଛି । ଏକ ସ୍ୱତନ୍ତ୍ର ଏଲଇଡ଼ି [...]

ଚିଲିକା ରେ ଚାଲିଛି ପକ୍ଷୀ ଗଣନା; ନିୟୋଜିତ ହୋଇଛନ୍ତି ୨୧ ଗୋଟି ଦଳ

ଚିଲିକା ରେ ଚାଲିଛି ପକ୍ଷୀ ଗଣନା; ନିୟୋଜିତ ହୋଇଛନ୍ତି ୨୧ ଗୋଟି ଦଳ ଖୋର୍ଦ୍ଧା/ବାଲୁଗାଁ : ଏସିଆର ବୃହତ୍ତମ ଲବଣ ହ୍ରଦ ମରାଳ ମାଳିନୀ ନିଳାମ୍ବୁ ପକ୍ଷୀ ତୀର୍ଥ ଚିଲିକା ରେ ଅନୁକୂଳ ପରିବେଶ ଯୋଗୁଁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ବୁଧବାର ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚନ୍ଦ୍ରାପୁଟ ସ୍ଥିତ ସିଡିଏ ଗବେଷଣା କେନ୍ଦ୍ର ପରିସରରେ ପକ୍ଷୀ ଗଣନାକାରୀ [...]

କୁହୁଡି ହେଲା କାଳ ।

ଜାତୀୟ ରାଜପଥରେ ଦୁର୍ଘଟଣା: ନାବାଳକ, ୮ଆଶାକର୍ମୀ ସମେତ ୧୦ଗୁରୁତର ଖୋର୍ଦ୍ଧା/କାଳୁପଡାଘାଟ:କୁହୁଡି ହେଲା କାଳ । ୧୬ନମ୍ବର ଜାତୀୟ ରାଜପଥ ହରିକୁଣ୍ଡବରଡ଼ି ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହି ବୋଲେରୋ ଓଲଟି ୮ଜଣ ଆଶା କର୍ମୀଙ୍କ ସହ ଜଣେ ନାବାଳିକା ଓ ବୋଲେରୋ ଚାଳକ ଗୁରୁତର ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଚିଲିକା ଅଗ୍ନିଶମ ବାହିନୀ ର କର୍ମଚାରୀମାନେ ଗୁରୁତରଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର [...]

ବସ୍‌‌ ଚାପାରେ ଛାତ୍ର ମୃତ୍ୟୁ ଘଟଣା

ବସ୍‌‌ ଚାପାରେ ଛାତ୍ର ମୃତ୍ୟୁ ଘଟଣା ଯାତ୍ରୀଙ୍କୁ ସୁରକ୍ଷା ଦେଲା ପୁଲିସ, ଜିଲ୍ଲା ପ୍ରଶାସନ ୫ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ୯ ଯାତ୍ରୀ ଆହତ, ୨ ଚିକିତ୍ସାଧୀନ ସମ୍ବଲପୁର, : ସମ୍ବଲପୁର ଟାଉନଥାନା ଅନ୍ତର୍ଗତ ମୁଦିପଡ଼ା ଓ ଲକ୍ଷ୍ମୀଟକିଜ ଛକ ଏକ ଟୁରିଷ୍ଟ ବସ ଚାପାରେ ଛାତ୍ର ଦିଶାନଙ୍କ ମୃତ୍ୟୁ ଘଟଣାକୁ ନେଇ ଚାପାଉତ୍ତେଜନା ଲାଗିଥିଲା। ପ୍ରଥମେ ସ୍ଥାନୀୟ ଲୋକମାନେ ବସରେ ଥିବା ଯାତ୍ରୀ ମାନଙ୍କୁ ମାଡପିଟ କରିଥିଲେ। [...]

ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ସମେତ ୮ଟି ସ୍ଥାନରେ ଜିଏସଟି ଚଢ଼ାଉ

ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ସମେତ ୮ଟି ସ୍ଥାନରେ ଜିଏସଟି ଚଢ଼ାଉ ଭୁବନେଶ୍ୱର:ବାରିପଦା, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ବାଣିଜ୍ୟକର ବିଭାଗ ପକ୍ଷରୁ ବାରିପଦା ସହରର ଜନୈକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ଜିଏସଟି ଚଢ଼ାଉ। ସହରରର ଜଣାଶୁଣା ଲୁଗା ବ୍ୟବସାୟୀ ଅମ୍ବିକା ଶାଢ଼ୀ ହାଉସର ମାଲିକଙ୍କ ଘର ସମେତ ୮ ଗୋଟି ସ୍ଥାନରେ ଏକସଙ୍ଗେ ଜିଏସଟି ଚଢ଼ାଉ ଜାରି ରହିଛି ବୋଲି ମୟୂରଭଞ୍ଜ ଜିଲ୍ଲା ଜିଏସଟି ଡେପୁଟି କମିଶନର କୁଳମଣି [...]