ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆସନ୍ତା ଫେବୃଆରୀ ୧୪ ରୁ ଓଡ଼ିଶାରେ ଆରମ୍ଭ ହେବ
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆସନ୍ତା ଫେବୃଆରୀ ୧୪ ରୁ ଓଡ଼ିଶାରେ ଆରମ୍ଭ ହେବ ଭୁବନେଶ୍ୱର ତା. ୧୧.୧- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନଗୋ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ପୁସ୍ତିକା ଓ ପ୍ରଚାରପତ୍ର ଉନ୍ମୋଚନ କରି କହିଥିଲେ ଯେ ଆସନ୍ତା ଜାନୁଆରୀ ୧୪ ତାରିଖରେ ରାହୁଲ ଗାନ୍ଧୀ ମଣିପୁରରୁ [...]