Search for:
  • Home/
  • Month: October 2023

କେନ୍ଦ୍ରାପଡା ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା।

କେନ୍ଦ୍ରାପଡା ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା। ପାର୍ଲିଆମେଣ୍ଟ ଭବନ ରେ ସାଂସଦ ଶ୍ରୀ ସୁବାସ ସିଂହ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଭୁବନେଶ୍ୱର:ଆଜି ଓଡିଶା ବାସୀ ଓ କେନ୍ଦ୍ରାପଡା ବାସୀଙ୍କ ପାଇଁ ଏକ ବଡ଼ ଗୌରବ ର ଦିନ ବୋଲି ପୂର୍ବତନ ସାଂସଦ ଶ୍ରୀ ସୁବାସ ସିଂହ ପ୍ରକାଶ କରିଛନ୍ତି । କେନ୍ଦ୍ରାପଡା ର ରସାବଳୀ [...]

ଭାରତର ଲେଖା ନିୟନ୍ତ୍ରକ ତଥା ମହଲେଖା ପରୀକ୍ଷକ (ସିଏଜି ) ରିପୋର୍ଟ ଆଜି ଓଡିଶା ବିଧାନସଭାରେ ଉପସ୍ଥାପିତ ହୋଇଯାଇଅଛି

ଭୁବନେଶ୍ୱର:ଭାରତର ଲେଖା ନିୟନ୍ତ୍ରକ ତଥା ମହଲେଖା ପରୀକ୍ଷକ (ସିଏଜି ) ରିପୋର୍ଟ ଆଜି ଓଡିଶା ବିଧାନସଭାରେ ଉପସ୍ଥାପିତ ହୋଇଯାଇଅଛି l ସ୍ଥାନୀୟ ପ୍ରଧାନ ମହାଲେଖାକାର ଅଡିଟ -1) ଆନୁକୂଲ୍ୟରେ ସିଏଜି ରିପୋର୍ଟ ସମ୍ବନ୍ଧୀୟ ଏକ ଖବରଦାତା ସମ୍ମିଳନୀ ଏ. ଜି ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ହୋଇଯାଇଅଛି ଲେହି ଖବରଦାତା ସମ୍ମିଳନୀରେ ପ୍ରଧାନ ମହାଲେଖାକାର ରାଜ କୁମାର, ମହାଲେଖାକାର ବିଶ୍ୱନାଥ ସିଂହ ଯାଦୋନ, ବରିଷ୍ଠ ଉପ ମହାଲେଖାକାର ଦୀପକ ରଘୁ, [...]

ଅଙ୍ଗନୱାଡ଼ି କର୍ମଚାରୀଙ୍କ ବିଶାଳ ଗଣଧାରଣା, ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷାରେ ଭିଜିଲେ

ଅଙ୍ଗନୱାଡ଼ି କର୍ମ·ରୀଙ୍କ ବିଶାଳ ଗଣଧାରଣା, ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷାରେ ଭିଜିଲେ ସରକାର ସ୍ୱୀକାର କଲେ ଦାବି ଯଥାର୍ଥ, ଖୁବ୍‌ ଶୀଘ୍ର ଭତ୍ତା ବୃଦ୍ଧି ଘୋଷଣା ଭୁବନେଶ୍ୱର, ୩.୧୦ : ଅଙ୍ଗନୱାଡ଼ି କର୍ମ·ରୀ ସଂଘ ସଂଯୁକ୍ତ ମୋର୍ଚ୍ଚା ଆହ୍ୱାନରେ ୨୦ ହଜାରରୁ ଅଧିକ ଅଙ୍ଗନୱାଡ଼ି କର୍ମୀ, ମିନି କର୍ମୀ ଓ ସହାୟିକାମାନେ ଭତ୍ତା ବୃଦ୍ଧି, ଏସ୍‌ଏନ୍‌ପିର ଦର ସଂଶୋଧନ, ୱାର୍କର ମାନ୍ୟତା, ଅବସର ବୟସସୀମା ୬୫ ବର୍ଷ, ଅବସର ବେଳେ ସର୍ବନିମ୍ନ [...]

ଲକ୍ଷ୍ମୀପୁର ଖେରୀକୃଷକ ଗଣହତ୍ୟାର ପ୍ରତିବାଦ ରେ ଭୁବନେଶ୍ୱର ରେ କଳା ଦିବସ ପାଳନ

ଲକ୍ଷ୍ମୀପୁର ଖେରୀକୃଷକ ଗଣହତ୍ୟାର ପ୍ରତିବାଦ ରେ ଭୁବନେଶ୍ୱର ରେ କଳା ଦିବସ ପାଳନ ଭୁବନେଶ୍ୱର ତାରିଖ:3.10.2023 ସଂଯୁକ୍ତ କିଷାନ ମୋର୍ଚ୍ଚା,ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଏବଂ ସ୍ୱାଧୀନ ଫେଡେରେସନ ସମୁହ ସମୁହ ତରଫରୁ 2021 ଅକ୍ଟୋବର 3ତାରିଖ ରେ ଉତ୍ତର ପ୍ରଦେଶ ର ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ବିରୋଧ ରେ ଆହୁତ ଦେଶବ୍ୟାପୀ କଳାଦିବସ ପ୍ରବଳ ବର୍ଷା ସତ୍ୱେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ସଂଗଠିତ [...]

ରାଇରଙ୍ଗପୁର ଡିଏଫଓଙ୍କ ଅକାଳ ବିୟୋଗ

ରାଇରଙ୍ଗପୁର ଡିଏଫଓଙ୍କ ଅକାଳ ବିୟୋଗ ରାଇରଙ୍ଗପୁର,ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୟୂରଭଞ୍ଜ ଜିଲ୍ଲା, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ(ଡିଏଫଓ) ନଳନୀକାନ୍ତ ବେହେରା(୪୫)ଙ୍କ ପରଲୋକ ଘଟିଛି । କିଛି ଦିନ ଧରି ଅସୁସ୍ଥ ପାଇଁ ସେ ଚିକିତ୍ସାଧୀନ ଥିଲେ । ବିଗତ ୨ବର୍ଷ ଧରି ରାଇରଙ୍ଗପୁରର ବନଖଣ୍ଡ ଦାୟିତ୍ୱ ତୁଲାଉଥିଲେ । ଜଣେ ସଫଳ ଓ ଯୁବ ବନ ଅଧିକାରୀଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳରେ [...]

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଭାଗବତ ଜନ୍ମ ପାଳିତ

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଭାଗବତ ଜନ୍ମ ପାଳିତ ଭୁବନେଶ୍ୱର – ତା.୩.୦୯.୨୦୨୩-ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଭାଗବତ ଜନ୍ମ ପାଳିତ ହୋଇଛି । ଏହି ଅବସରରେ ଏକ ସ୍ଵତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ସଭାପତିତ୍ବ କରିଥିବା ବେଳେ ସ୍ୱତନ୍ତ୍ର [...]

ମୌସୁମୀଙ୍କ ବିରୁଦ୍ଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଲେଖିକା ବନସ୍ମିତା ପତି

ମୌସୁମୀଙ୍କ ବିରୁଦ୍ଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଲେଖିକା ବନସ୍ମିତା ପତି ବ୍ଲାକମେଲ କରି ଅଧିକ ଟଙ୍କା ନେବା ଏବଂ ସମ୍ମାନହାନି ବିରୁଦ୍ଧରେ ମାମଲା ଦାୟର କଲେ ଲେଖିକା   ଭୁବନେଶ୍ୱର:ବହୁ ଚର୍ଚ୍ଚିତ ଲେଖିକା ବନାମ ଅଭିନେତ୍ରୀ ବିବାଦର ବାହାରକୁ ଆସିଲା ସତ । ଅଭିନେତ୍ରୀ ମୌସୁମୀ ବ୍ଲାକମେଲ କରିଥିଲେ ଲେଖିକାଂକୁ । ଟଂକା ନ ଦେଲେ କରିଦେବେ ବଦନାମ ବୋଲି କହିଥିଲେ । ଟଂକା ନ ଦେଲେ ଭାଂଗିଦେବେ ପରିବାର [...]

ପୁରୁଣା ପେନସନ୍ ପାଇଁ ଦିଲ୍ଲୀରେ ସବୁ ରାଜ୍ୟର 5 ଲକ୍ଷ କର୍ମଚାରୀ ମାନଙ୍କ ମହାସମାବେଶ

ପୁରୁଣା ପେନସନ୍ ପାଇଁ ଦିଲ୍ଲୀରେ ସବୁ ରାଜ୍ୟର 5 ଲକ୍ଷ କର୍ମଚାରୀ ମାନଙ୍କ ମହାସମାବେଶ କେନ୍ଦ୍ର ସରକାର ପୁରୁଣା ପେନସନ୍ ଲାଗୁ ପାଇଁ ନେବେ କି ବୃହତ୍ ନିଷ୍ପତ୍ତି ଦିଲ୍ଲୀ : ଆଜି ଐତିହାସିକ ଦିଲ୍ଲୀର ରାମଳୀଳା ମଇଦାନରେ ନୂତନ ପେନସନ୍ ଭୁକ୍ତ କର୍ମଚାରୀ ମାନଙ୍କର ମହାସମାବେଶ ହୋଇଯାଇଛି। ଏଥିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ପାଞ୍ଚ ଲକ୍ଷ ଉର୍ଦ୍ଧ କର୍ମଚାରୀ ଯୋଗଦେବା ସହିତ ଓଡିଶାର [...]

ଅଲିମ୍ପିକ୍ସ୍ ଇନ୍ ରିଲ୍ ଲାଇଫ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଦୁଇ ଛାତ୍ରଛାତ୍ରୀଙ୍କ ଯୋଗଦାନ

ଅଲିମ୍ପିକ୍ସ୍ ଇନ୍ ରିଲ୍ ଲାଇଫ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଦୁଇ ଛାତ୍ରଛାତ୍ରୀଙ୍କ ଯୋଗଦାନ ରାଜ୍ୟର ‘ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ର ସଫଳ ପ୍ରଦର୍ଶନ ଭୁବନେଶ୍ୱର, ୨ା୧୦: ଓଡିଶାକୁ ଶିକ୍ଷକ୍ଷେତ୍ରରେ ମିଳିଛି ଆଉ ଏକ ସଫଳତା । ମୁମ୍ବାଇଠାରେ ‘ଅଭିନବ ବିନ୍ଦ୍ରା ଫାଉଣ୍ଡେସନ’, ‘ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌’ ଓ ‘ଅଲିମ୍ପିକ୍ ମ୍ୟୁଜିୟମ୍‌’ ପକ୍ଷରୁ ‘ଅଲିମ୍ପିକ୍ସ୍ ଇନ୍ ରିଲ୍ ଲାଇଫ୍‌’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଜଣେ ଛାତ୍ର ଓ [...]

ଲଗାଣ ଲଘୁଚାପ ବର୍ଷାରେ ଜିକେ ଭଟ୍ଟର ହସ୍ପିଟାଲ ଭିତରେ ୨ ଫୋଟର ପାଣି। ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି।

ଲଗାଣ ଲଘୁଚାପ ବର୍ଷାରେ ଜିକେ ଭଟ୍ଟର ହସ୍ପିଟାଲ ଭିତରେ ୨ ଫୋଟର ପାଣି। ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି। ଜଳେଶ୍ବର, ୩/୧୦ ଗତ ଦୁଇରୁ ତିନିଦିନ ଦିନ ଧରି ଲଗାଣ ଲଘୁଚାପ ବର୍ଷାରେ ଜନ ଜୀବନ ପ୍ରଭାବିତ ହେବା ସହିତ ଜଳେଶ୍ବର ଅଂଚଳରେ ବିଭିନ୍ନ ପଂଚାୟତ ସହିତ ମୁନ୍ସୀପାଲଟି ଅଂଚଳରେ ବିଭିନ୍ନ ସ୍ଥାନରେ ପାଣି ଜମା ହେବା ହେତୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି।ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ [...]