ବାରିପଦାରେ ବେଆଇନ ନିଶା ନିବାରଣ କେନ୍ଦ୍ରରେ ଚଢାଉ ନାମ ଓ ସ୍ଥାନ ବଦଳାଇ ଚାଲିଥିଲା ବେପାର
ବାରିପଦାରେ ବେଆଇନ ନିଶା ନିବାରଣ କେନ୍ଦ୍ରରେ ଚଢାଉ ନାମ ଓ ସ୍ଥାନ ବଦଳାଇ ଚାଲିଥିଲା ବେପାର ବାରିପଦା,୬।୧୦:ଗୁରୁବାର ଅପରାହ୍ନରେ ସ୍ଥାନୀୟ ବାରିପଦା ସହରରେ ୫ଟି ସ୍ଥାନରେ ବେଆଇନ ଭାବେ ଚାଲିଥିବା ନିଶାନିବାରଣ କେନ୍ଦ୍ର ଗୁଡିକରେ ମୟୂରଭଞ୍ଜ ପୁଲିସର ସ୍ବତନ୍ତ୍ର ଟିମ ଚଢାଉ କରିଛି । ରିପୋର୍ଟ ଲେଖାଯିବା ବେଳକୁ ଚଢାଉ ଜାରି ରହିଛି । ଅତିରିକ୍ତ ଏସପିଙ୍କ ନେତୃତ୍ୟରେ ଚାଲିଥିବା ଚଢାଉ ଟିମରେ ଜଣେ ମହିଳା ଡିଏସପି, ମହିଳା ଇନି୍ସପେକ୍ଟର [...]