Search for:
  • Home/
  • Month: October 2023

ସେଲ୍ପି ଲାଗି ଖଣିରେ ବୁଡି ଚାଲିଗଲା ଯୁବକଙ୍କ ପ୍ରାଣ

କାଳହେଲା ସେଲ୍ଫି ନିଶା; ସେଲ୍ପି ଲାଗି ଖଣିରେ ବୁଡି ଚାଲିଗଲା ଯୁବକଙ୍କ ପ୍ରାଣ ଭୁବନେଶ୍ୱର:ଖୋର୍ଦ୍ଧା,୬ା୧୦: ସଦରଥାନା ଅନ୍ତର୍ଗତ ତାପଙ୍ଗ ଟାଙ୍ଗେଣୀ-୧ ପାହାଡ ଖଣି ରେ କାଳହେଲା ସେଲ୍ଫିନେବା । ସେଲ୍ଫି ନେଉଥିବା ଯୁବତୀକୁ ପାଣିରୁ ବଂଚାଇବାକୁ ଯାଇ ଯୁବକ ଜଣକ ଖଣିରେ ବୁଡି ମୃତୁ୍ୟବରଣ କରିଛନ୍ତି । ମୃତକ ହେଲେ କଟକ ସିଡିଏ ସେକ୍ଟର-୧୩ ଅଂଚଳର ଆଶୁତୋଷ ବେହେରା (୨୧) । ଆଶୁୂତୋଷ ବନ୍ଧୁମାନଙ୍କ ସହ ଏଠାକୁ ଆସି ସେଲ୍ଫି [...]

ମୋଦୀ ସରକାର ଛାନିଆ କାହିଁକି : କଂଗ୍ରେସ

ମୋଦୀ ସରକାର ଛାନିଆ କାହିଁକି : କଂଗ୍ରେସ ଭୁବନେଶ୍ୱର, ତା. ୦୬/୧୦ : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା ବିଜେପି ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ରାବଣ ରୂପେ ଚିତ୍ରିତ କରାଯାଇ ଯେଉଁ ପୋଷ୍ଟର ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଇଛି ତାହାର ଦୃଢ଼ ନିନ୍ଦା କରିବା ସହ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କର [...]

ମୋଦୀ ସରକାର ଛାନିଆ କାହିଁକି : କଂଗ୍ରେସ

ମୋଦୀ ସରକାର ଛାନିଆ କାହିଁକି : କଂଗ୍ରେସ ଭୁବନେଶ୍ୱର, ତା. ୦୬/୧୦ : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା ବିଜେପି ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ରାବଣ ରୂପେ ଚିତ୍ରିତ କରାଯାଇ ଯେଉଁ ପୋଷ୍ଟର ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଇଛି ତାହାର ଦୃଢ଼ ନିନ୍ଦା କରିବା ସହ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କର [...]

ଏକାମ୍ର ନିର୍ବାଚନ ମଣ୍ଡଳୀର ବରମୁଣ୍ଡା ଅଞ୍ଚଳରେ “ମୋ ମାଟି ମୋ ଦେଶ” ଅମୃତ କଳସ ଯାତ୍ରା।

ଏକାମ୍ର ନିର୍ବାଚନ ମଣ୍ଡଳୀର ବରମୁଣ୍ଡା ଅଞ୍ଚଳରେ “ମୋ ମାଟି ମୋ ଦେଶ” ଅମୃତ କଳସ ଯାତ୍ରା। ଭୁବନେଶ୍ୱର,ତା.୬/୧୦: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ବରମୁଣ୍ଡା ଗ୍ରାମ ରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନର ରେ ଯୋଗୋଦେଇଥିଲେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ତଥା [...]

କଟକ ବଡ଼ ଡାକ୍ତରଖାନା ICUରେ ବାଜିବ ଭଜନ !

କଟକ ବଡ଼ ଡାକ୍ତରଖାନା ICUରେ ବାଜିବ ଭଜନ ! ‘ଭୁବନେଶ୍ୱର:ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ରୋଗୀ ସୁସ୍ଥ ହେବାରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା। ଏହା ଉପରେ ତର୍ଜମା କରାଯିବା ପରେ ପ୍ରତ୍ୟକ ବିଭାଗରେ ଥିବା ଆଇସିୟୁରେ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ୍‌ ବଜାଇବା ପାଇଁ ନିଷ୍ପତ୍ତି ହୋଇଛି।’ କଟକ ବଡ଼ ମେଡ଼ିକାଲ୍‌ରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ୍‌ ଥେରାପି। ତାହା ପୁଣି ଆଇସିୟୁରେ। ମେଡିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ଓ ଆଇସିୟୁ ୱାର୍ଡରେ ଚିକିତ୍ସିତ [...]

ମିଶନ ଓଡିଶା ଦୁର୍ନୀତି ବିରୋଧୀ ସାମୁଖ୍ୟ ର ଧାରଣା

ପ୍ରାଇଭେଟ ହସ୍ପିଟାଲ ଦୁର୍ଘଟଣା ଗୁରୁତର ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ସ୍ୱତନ୍ତ୍ର ନିର୍ଦେଶ, ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ମିଶନ ଓଡିଶା ଦୁର୍ନୀତି ବିରୋଧୀ ସାମୁଖ୍ୟ ର ଧାରଣା ଭୁବନେଶ୍ୱର ତା 6 ରିଖ l ରାଜ୍ୟରେ ପ୍ରାଇଭେଟ ହସ୍ପିଟାଲର ଦୁର୍ଘଟଣାରେ ଗୁରୁତର ରୋଗୀଙ୍କୁ ଫେରାଇଦେବାର ଘଟଣା ଦିନକୁ ଦିନ ବଢିଚାଲିଛି l ନିକଟରେ ଉତ୍କଳ ହସ୍ପିଟାଲ ନିକଟରେ ଦୁର୍ଘଟଣାରେ ଗୁରୁତରକୁ ଚିକିତ୍ସା ନକରି ଫେରାଇ ଦେବାରୁ ମୃତ୍ୟୁ ଘଟଣାରେ [...]

ଗଣତାନ୍ତ୍ରିକ ସ୍ୱର ଓ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ଏବଂ ଗିରଫଦାରି ବିରୋଧ ରେ 7 ଅକ୍ଟୋବର ରାଜ୍ୟଵ୍ୟାପୀ ପ୍ରତିବାଦ

ଗଣ ମାଧ୍ୟମ, ସାମ୍ବାଦିକ ମାନଙ୍କର ଅଭିବ୍ୟକ୍ତି ର ସ୍ୱାଧୀନତା, ବିରୋଧୀ ରାଜନେତା ମାନଙ୍କର ଗଣତାନ୍ତ୍ରିକ ସ୍ୱର ଓ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ଏବଂ ଗିରଫଦାରି ବିରୋଧ ରେ 7 ଅକ୍ଟୋବର ରାଜ୍ୟଵ୍ୟାପୀ ପ୍ରତିବାଦ ଭୁବନେଶ୍ୱର: ଆର ଏସ ଏସ ପରିଚାଳିତ ନରେନ୍ଦ୍ର ମୋଦି ସରକାର ଫାସିଷ୍ଟ କାଇଦା ରେ ଦେଶର ଗଣତନ୍ତ୍ର, ଗଣ ମାଧ୍ୟମ, ଗଣ ସାମ୍ବାଦିକ ଏବଂ ଭିନ୍ନମତ ପୋଷଣ କରୁଥିବା ବିରୋଧୀ ରାଜନେତା ମାନଙ୍କ ଉପରେ [...]

୨୦ରୁ ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ।

୨୦ ରୁ ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ। ଭୁବନେଶ୍ୱର ୬/୧୦.୨୩: ନେଟୱର୍କ ଇଭେଣ୍ଟ ଆଣ୍ଡ ପ୍ରମୋସନ ଏବଂ କ୍ରିଷ୍ଟାଲ କ୍ରାଉନର ମିଳିତ ସହଯୋଗରେ ଏକ ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ -୨୦୨୩ ଚଳିତ ବର୍ଷ ଅକ୍ଟୋବର ୨୦ରୁ ଆୟୋଜିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ କ୍ରିଷ୍ଟାଲ କ୍ରାଉନଠାରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ କ୍ରିଷ୍ଟାଲ କ୍ରାଉନର ନିର୍ଦ୍ଦେଶକ ସୂର୍ଯ୍ୟ ପରିଡାଙ୍କ ସମେତ ଜିଏମ ପ୍ରକାଶ ମଙ୍ଗରାଜ [...]

ଦାଣ୍ଡିଆ ଧମାଲ, ଓଡିଶାର ସବୁଠାରୁ ବଡ ଦାଣ୍ଡିଆ ଲାଇଭ୍ “ଲେଟସ୍ ନାଚୋ”

ଦାଣ୍ଡିଆ ଧମାଲ, ଓଡିଶାର ସବୁଠାରୁ ବଡ ଦାଣ୍ଡିଆ ଲାଇଭ୍ “ଲେଟସ୍ ନାଚୋ” *ୱାଣ୍ଡର ୱାର୍ଲ୍‌ଡ଼ ୱାଟର ପାର୍କରେ ଅକ୍ଟୋବର ୨୦ ରୁ ଦାଣ୍ଡିଆ ଧମାଲ୍ -୫ ଦିନ ବ୍ୟାପି ଚାଲିବ -ଯୋଗଦେବେ ଅଭିନେତା, ଅଭିନେତ୍ରୀ – ଦାଣ୍ଡିଆ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ଉଠାଇବେ ଦର୍ଶକ ଭୁବନେଶ୍ୱର : ଓଡିଶାର ସର୍ବବୃହତ୍ ଓ୍ବାଟର ପାର୍କ ଓାଣ୍ଡର ୱାର୍ଲ୍ଡ ୱାଟର ପାର୍କ ଏବଂ ରିସର୍ଟ, ମଲାଟିପାଟପୁର, ପୁରୀ ଠାରେ ପାଞ୍ଚ ଦିନ [...]