Search for:
  • Home/
  • Month: October 2023

ଅକ୍ଟୋବର ୧୪ ମହାଳୟାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ଅକ୍ଟୋବର ୧୪ ମହାଳୟାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଭୁବନେଶ୍ୱର:ବାରିପଦା- ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଚଳିତ ପର୍ଯ୍ୟଟନ ଋତୁ ନଭେମ୍ବର ୧ ପରିବର୍ତ୍ତେ ଆସନ୍ତା ଅକ୍ଟୋବର ୧୪ ମହାଳୟାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟ ପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ [...]

ହାତକଥା ଦ୍ୱାରା ଫେଷ୍ଟିଭାଲ୍ ଫ୍ଲି – ଗୋଟେ ଛାତ ତଳେ ୧୭ ରୁ ଅଧିକ ବ୍ରାଣ୍ଡ

  ହାତକଥା ଦ୍ୱାରା ଫେଷ୍ଟିଭାଲ୍ ଫ୍ଲି – ଗୋଟେ ଛାତ ତଳେ ୧୭ ରୁ ଅଧିକ ବ୍ରାଣ୍ଡ ଭୁବନେଶ୍ୱର: ହାତକଥା “ଫେଷ୍ଟିଭ୍ ଫ୍ଲି” ହେଉଛି ଏକ ପ୍ରମୁଖ ଉତ୍ସବର ପ୍ରଦର୍ଶନୀ ଯାହା ବିଭିନ୍ନ ପ୍ରକାରର ବ୍ରାଣ୍ଡକୁ ଏକତ୍ର କରିଥାଏ । ଉପସ୍ଥିତ ବ୍ୟକ୍ତିଙ୍କ ପାଇଁ ଏକ ଅନନ୍ୟ ସପିଂ ଅଭିଜ୍ଞତା ପ୍ରଦାନ କରିଥାଏ ଏବଂ ସ୍ୱତନ୍ତ୍ର କାରବାର ଏବଂ ନେଟୱାର୍କିଙ୍ଗ୍ ସୁଯୋଗ ଦେଇଥାଏ। ଏହା ସମସ୍ତଙ୍କ ପାଇଁ ଉତ୍ସବର ଅନୁଭବ [...]

ସ୍ୱର ଓ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ଏବଂ ଗିରଫଦାରି ବିରୋଧ ରେ ଭୁବନେଶ୍ୱର ରେ ଗଣ ପ୍ରତିବାଦ

ଗଣତନ୍ତ୍ର, ଗଣ ମାଧ୍ୟମ, ଗଣ ସାମ୍ବାଦିକ ମାନଙ୍କର ଅଭିବ୍ୟକ୍ତି ର ସ୍ୱାଧୀନତା ଏବଂ ବିରୋଧୀ ରାଜନେତା ମାନଙ୍କର ଗଣତାନ୍ତ୍ରିକ ସ୍ୱର ଓ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ଏବଂ ଗିରଫଦାରି ବିରୋଧ ରେ ଭୁବନେଶ୍ୱର ରେ ଗଣ ପ୍ରତିବାଦ ଭୁବନେଶ୍ୱର:ନରେନ୍ଦ୍ର ମୋଦି ସରକାର ଦେଶର ଗଣତନ୍ତ୍ର, ଗଣ ମାଧ୍ୟମ, ଗଣ ସାମ୍ବାଦିକ ଏବଂ ଭିନ୍ନମତ ପୋଷଣ କରୁଥିବା ବିରୋଧୀ ରାଜନେତା ମାନଙ୍କ ଉପରେ ନଗ୍ନ ଆକ୍ରମଣ ଆରମ୍ଭ କରିଛନ୍ତି l [...]

ମାଲ୍‌କାନାଗିରିସ୍ଥିତ ଦଣ୍ଡକାରଣ୍ୟ ପଡ଼ିଆରେ କଂଗ୍ରେସ ମୂଳନିବାସୀ ଜନଜାଗରଣ ସମାବେଶ

ମାଲ୍‌କାନାଗିରିସ୍ଥିତ ଦଣ୍ଡକାରଣ୍ୟ ପଡ଼ିଆରେ କଂଗ୍ରେସ ମୂଳନିବାସୀ ଜନଜାଗରଣ ସମାବେଶ ଭୁବନେଶ୍ୱର, ତା. ୦୫.୧୦ : ଆଜି ପୂର୍ବାହ୍ନ ୧୦ ଘଂଟା ସମୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଜୟପୁର ସହର ପରିକ୍ରମ କରିଥିଲା । ଏହି ରାଲିରେ ଜୟପୁରର ଯୁବକ, ଛାତ୍ର, ମହିଳା, ବ୍ୟବସାୟୀ,ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ ଇତ୍ୟାଦି ଅଂଶଗ୍ରହଣ କରିଥିଲେ । ଏହାପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ [...]

ମୋଦୀ ସରକାରଙ୍କ ଘୃଣା ଓ ହିଂସା ରାଜନୀତି ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବିକ୍ଷୋଭ

ମୋଦୀ ସରକାରଙ୍କ ଘୃଣା ଓ ହିଂସା ରାଜନୀତି ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବିକ୍ଷୋଭ ଭୁବନେଶ୍ୱର, ତା. ୦୭.୧୦ : ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ଶ୍ରୀ ବିଶ୍ନଜିତ ଦାଶଙ୍କ ନେତୃତ୍ୱରେ ମୋଦୀ ସରକାରଙ୍କ ଘୃଣା ଓ ହିଂସା ରାଜନୀତି ପ୍ରତିବାଦରେ ବିକ୍ଷୋବ କରାଯାଇଥିଲା । ବିଜେପି ଓ ମୋଦୀ ସରକାରଙ୍କ ପକ୍ଷରୁ ଜନନାୟକ [...]

ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ

ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ ଭୁବନେଶ୍ବର : ସମବାୟ ବିଭାଗ ଅଧୀନସ୍ଥ ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଏହି ଲାଭାଂଶ ଚେକ୍‌ ଗ୍ରହଣ [...]

ଉତ୍ତର ନିର୍ବାଚନ ମଣ୍ଡଳୀର ୧୨ନମ୍ବର ୱାର୍ଡରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଉତ୍ତର ନିର୍ବାଚନ ମଣ୍ଡଳୀର ୧୨ନମ୍ବର ୱାର୍ଡରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଭୁବନେଶ୍ୱର,୫ା୧୦: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ  ଆଜି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ୱାର୍ଡର କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଦୂରଦର୍ଶନ କେନ୍ଦ୍ର ନିକଟରୁ ବାହାରି ସାମନ୍ତପୁରୀ ବସ୍ତିଠାରେ ଶେଷ ହୋଇଥିଲା । ସେଠାରେ ଯୁବନେତା ପ୍ରସନ୍ନ [...]

ନାସନାଲ ସେମିନାର ରେ ଭାଗ ନେଲେ ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟ ଆଇନି ଛାତ୍ର ଛାତ୍ରୀ l

ନାସନାଲ ସେମିନାର ରେ ଭାଗ ନେଲେ ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟ ଆଇନି ଛାତ୍ର ଛାତ୍ରୀ l ଭୁବନେଶ୍ୱର:ଖୋର୍ଦ୍ଧା , 06/10: ଆଜି ନାସନାଲ ଲ ୟୁନିଭେର୍ସିଟି କଟକ ଦ୍ୱାରା ଆୟୋଜିତ ନାସନାଲ ସେମିନାରରେ ଦିବସ ବ୍ୟାପି ସାମିଲ ହେଲେ ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟ ର ଆଇନି ଛାତ୍ର ଛାତ୍ରୀ l ଆଜି ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ନାସନାଲ ଲ ୟୁନିଭେର୍ସିଟି ର ସେମିନାର ଗୃହ ରେ [...]

ମାନସ ମନ୍ଥନ ପୁସ୍ତକ ଲୋକାର୍ପଣ ଉତ୍ସଵ ସାହିତ୍ୟ ପ୍ରତି ଯୁବପିଢ଼ିଙ୍କୁ ପ୍ରେରଣା ଦେବା ଆବଶ୍ୟକ

ମାନସ ମନ୍ଥନ ପୁସ୍ତକ ଲୋକାର୍ପଣ ଉତ୍ସଵ ସାହିତ୍ୟ ପ୍ରତି ଯୁବପିଢ଼ିଙ୍କୁ ପ୍ରେରଣା ଦେବା ଆବଶ୍ୟକ ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଅନ୍ୟ ଭାଷା ଅପେକ୍ଷା ବେଶ ଗରୁତ୍ବ ବହନ କରେ ଭାଷାଭିତିରେ ଗଠନ କରାଯାଇଥିବା ରାଜ୍ୟ ମଧ୍ୟରେ ଓଡିଶା ପ୍ରଥମ ରାଜ୍ୟ. ତେବେ ଓଡ଼ିଆ ସାହିତ୍ୟ କିଭଳି ଆଗକୁ ବଢିବ ସେଥିପାଇଁ କିଶୋର ସ୍ୱାଇଁ ପିଲାଟି ବେଳରୁ ସାହିତ୍ୟ ପ୍ରତି ରୁଚି ରଖି ଆସିଛନ୍ତି. ସେତାଙ୍କ କର୍ମମୟ ଜୀବନ [...]

ଅସୁସ୍ଥ ଥାଇ ଭଉଣୀକୁ ପଇସା ମାଗିବାବେକେ ପଇସା ନଦେବାରୁ ଭଉଣୀକୁ ଗୁଳି କଲା ଭାଇ,ଭଉଣୀ ମୃତ

ଅସୁସ୍ଥ ଥାଇ ଭଉଣୀକୁ ପଇସା ମାଗିବାବେକେ ପଇସା ନଦେବାରୁ ଭଉଣୀକୁ ଗୁଳି କଲା ଭାଇ,ଭଉଣୀ ମୃତ ଭୁବନେଶ୍ୱର:କେନ୍ଦୁଝର,6/10- କେନ୍ଦୁଝର ପାଣ୍ଡପଡା ଥାନା ସୋମଗିରି ଗ୍ରାମରେ ଆଜି ଏକ ଅଭାବିନୀୟ ଘଟଣା ଘଟି ଯାଇଛି। ଅସୁସ୍ଥତା କାରଣରୁ ଭଉଣିକୁ ପଇସା ମାଗିବାବେଳେ ପଇସା ନଦେବାରୁ ଜଣେ ଭାଇ ତାଙ୍କ ଭଉଣୀକୁ ଗୁଳି କରିଦେଇଛନ୍ତି।ସେ ନିଜ ଲାଇସେନ୍ସ ପ୍ରାପ୍ତ ବଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କରିଛନ୍ତି । ଗୁଳିବିଧ ଗୁରୁତର ଭଉଣୀଙ୍କୁ [...]