ରାଜ୍ୟ ସରକାରଙ୍କ ନୂଆ ଭେଳିକି “ନବୀନ ଓଡିଶା, ଲୁଟ୍ ଓଡିଶା”: ଜୟନାରାୟଣ ମିଶ୍ର
ରାଜ୍ୟ ସରକାରଙ୍କ ନୂଆ ଭେଳିକି “ନବୀନ ଓଡିଶା, ଲୁଟ୍ ଓଡିଶା”: ଜୟନାରାୟଣ ମିଶ୍ର ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନର ବ୍ୟବହାର ଘୃଣ୍ୟ ପରମ୍ପରା, ବେଆଇନ ‘ଆମ ଓଡିଶା ନବୀନ ଓଡିଶା ଯୋଜନା’ର ୪୦୦୦କୋଟି ଟଙ୍କାରୁ ୫୦ ପ୍ରତିଶତ ପିସି ହାରରେ ୨୦୦୦କୋଟି ଟଙ୍କାର ଲୁଟ୍ ଷଡଯନ୍ତ୍ର କୁଆଡେ ଗଲା ଗୋପବନ୍ଧୁ ଗ୍ରାମୀଣ ଯୋଜନା, ବିଜୁ ପକ୍କା ଘର ଯୋଜନା, ଆମ ଗାଁ ଆମ ବିକାଶ [...]