Search for:
  • Home/
  • Month: October 2023

ବିଜୁ ଛାତ୍ର ଜନତା ଦଳର ଭର୍ଚୁଆଲ ବୈଠକରେ ନୂତନ କ୍ୟାମ୍ପସ କମିଟି ଗଠନକୁ ଗୁରୁତ୍ବ।

  ବିଜୁ ଛାତ୍ର ଜନତା ଦଳର ଭର୍ଚୁଆଲ ବୈଠକରେ ନୂତନ କ୍ୟାମ୍ପସ କମିଟି ଗଠନକୁ ଗୁରୁତ୍ବ। ଅକ୍ଟୋବର ମାସ ୩୦ ସୁଦ୍ଧା କ୍ୟାମ୍ପସ କମିଟି ଗଠନ କରିବାକୁ ନିର୍ଦ୍ଦେଶ। ଭୁବନେଶ୍ୱର:ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମସ୍ତ ଜିଲ୍ଲା ସଭାପତିମାନଙ୍କ [...]

“ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେଲେ ଭୁବନେଶ୍ୱର ସାଂସଦ ଓ ବିଜେପି ଜିଲ୍ଲା ସଭାପତି

ଏକାମ୍ର ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେଲେ ଭୁବନେଶ୍ୱର ସାଂସଦ ଓ ବିଜେପି ଜିଲ୍ଲା ସଭାପତି ଭୁବନେଶ୍ୱର/ଓଲ୍ଡଟାଉନ, ତା.୧୦/୧୦: ଦେଶ ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ‘ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ [...]

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଭଦ୍ରାଜ ଜିଲ୍ଲାର ୭ ଟି ବ୍ଲକରେ ୧୦୯ କୋଟି ଟଙ୍କା ବ୍ୟୟରେ ୩ହଜାର ୩ ଶହ ୩୭ଟି

ଭଦ୍ରକ,୧୦: : ଭଦ୍ରକ ଜିଲ୍ଲାର ପ୍ରତିଟି ଗାଁକୁ ସଶକ୍ତ କରିବା ପାଇଁ ୫-ଟି ଉପକ୍ରମରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଭଦ୍ରାଜ ଜିଲ୍ଲାର ୭ ଟି ବ୍ଲକରେ ୧୦୯ କୋଟି ଟଙ୍କା ବ୍ୟୟରେ ୩ହଜାର ୩ ଶହ ୩୭ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଶୁଭ ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ କେନ୍ଦୁଝର ଜିଲ୍ଲାର ୨୧୮ ପଞ୍ଚାୟତ [...]

KIIT International MUN Concludes

KIIT International MUN Concludes Bhubaneswar, October 10: The 11th Edition of KIIT International Model United Nations (MUN) concluded today at KIIT University with more than 1,300 delegates from across India and abroad. This is the biggest MUN in Asia. The theme for this 11th Edition of KIIT-MUN was “Engage to Empower”, [...]

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ସାରା ରାଜ୍ୟରେ ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ସାରା ରାଜ୍ୟରେ ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ମୁହଁରେ ଗୋଟିଏ ସ୍ବର – ଆମ ଓଡିଶା, ନବୀନ ଓଡିଶା ଗାଁ ହେବ ସଶକ୍ତ ଓଡିଶାର ପ୍ରତିଛବି – ମୁଖ୍ୟମନ୍ତ୍ରୀ ପ୍ରତି ପଞ୍ଚାୟତ ପାଇବେ 50 ଲକ୍ଷ ଟଙ୍କା ସଂସ୍କୃତିର ସୁରକ୍ଷା ସହ ଅତ୍ୟାଧୁନିକ ଭିତ୍ତିଭୂମିର ହେବ [...]

ନବୀନ ସରକାରରେ ଓଡ଼ିଶାର କୃଷକମାନେ ସବୁଠାରୁ ଅଧିକ ନିର୍ଯ୍ୟାତିତ ଓ ଅବହେଳିତ: ମହେଶ୍ୱର ସାହୁ

ରାଜ୍ୟ କାର୍ଯ୍ୟାଳୟରେ କୃଷକମୋର୍ଚ୍ଚା କାର୍ଯ୍ୟକର୍ତା ବୈଠକ ନବୀନ ସରକାରରେ ଓଡ଼ିଶାର କୃଷକମାନେ ସବୁଠାରୁ ଅଧିକ ନିର୍ଯ୍ୟାତିତ ଓ ଅବହେଳିତ: ମହେଶ୍ୱର ସାହୁ  ପଂଚାୟତ ସ୍ତରରେ “କୃଷକ ପଂଚାୟତ”ଗଠନ କରି ଆନ୍ଦୋଳନକୁ ଓହ୍ଲାଇବ କୃଷକ ମୋର୍ଚ୍ଚା  ରାଜ୍ୟ ସରକାରଙ୍କର କୃଷକମାରଣ ନୀତି ବିରୋଧରେ କୃଷକ ପଂଚାୟତ ସଭା ଭୁବନେଶ୍ୱର, ତା.୦୮/୧୦: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରର ଗତ ୯ ବର୍ଷ ଶାସନକାଳରେ ଅନେକ କୃଷି [...]

ଦୁର୍ନୀତିର ଗନ୍ତାଘର ‘୫-ଟି’ : ମନମୋହନ ସାମଲ

ନୂଆପଡାରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ ଦୁର୍ନୀତିର ଗନ୍ତାଘର ‘୫-ଟି’ : ମନମୋହନ ସାମଲ  ଓଡିଶା ଧନୀ, ଓଡ଼ିଶାର ଲୋକ ଗରୀବ  ଓଡ଼ିଶାରେ ସ୍ଥାଣୁ ଓ ଅଦୃଶ ସରକାର ଚାଲିଛି  ମରୁଡିଗସ୍ତ ନୂଆପଡା ଚାଷୀଙ୍କ ପାଇଁ ରାଜ୍ୟ ସରକାର ସାର, ଋଣ, ମଞ୍ଜି ଇତ୍ୟାଦି ସମେତ ରିଲିଫ ଫଣ୍ଡରୁ ସହାୟତା ରାଶି ଯୋଗାଇ ଦିଅନ୍ତୁ ନୂଆପଡା/ଭୁବନେଶ୍ୱର, ତା.୦୮/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୯ବର୍ଷରେ ୧୮ଲକ୍ଷ [...]

ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ୱାରା କରାଯାଉ : ମନମୋହନ ସାମଲ

ମମିତା ମେହେର ପରିବାରଙ୍କୁ ଭେଟିଲେ ରାଜ୍ୟ ସଭାପତି ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ୱାରା କରାଯାଉ : ମନମୋହନ ସାମଲ  ହତ୍ୟାକାଣ୍ଡରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ସଠିକ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନୈତିକ ସାହସ ନାହିଁ ବଲାଙ୍ଗିର/ଭୁବନେଶ୍ୱର, ତା.୦୮/୧୦: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ହେବାର ୨ ବର୍ଷ ବିତିଗଲାଣି । ତଥାପି ପ୍ରକୃତ ଦୋଷୀକୁ [...]

ଫ୍ରଡ ମାଷ୍ଟର ରାଜ୍ୟ ସରକାରଙ୍କ ଅସଲ ଚେହେରା ଖୋଲିଲା ସିଏଜି : ସତ୍ୟବ୍ରତ ପଣ୍ଡା

  ଫ୍ରଡ ମାଷ୍ଟର ରାଜ୍ୟ ସରକାରଙ୍କ ଅସଲ ଚେହେରା ଖୋଲିଲା ସିଏଜି : ସତ୍ୟବ୍ରତ ପଣ୍ଡା  ରାଜ୍ୟ ସରକାରଙ୍କ ଜନବିରୋଧୀ ଆଭିମୁଖ୍ୟର ପର୍ଦ୍ଦାଫାଶ କରିଛି ସିଏଜି ରିପୋର୍ଟ  ରାଜ୍ୟସରକାରଙ୍କ ବିତିୟ ଶୃଙ୍ଖଳା କେବଳ କାଗଜପତ୍ରରେ  ଯୋଜନା କାର୍ଯ୍ୟକାରୀ କରୁଥିବା ବିଭାଗ ଗୁଡିକ ଉପରେ ରାଜ୍ୟ ସରକାରଙ୍କର ନିୟନ୍ତ୍ରଣ ନାହିଁ  ହରିଲୁଟ୍ ଓ ଟିକସଦାତାଙ୍କ ଅର୍ଥର ଦୁରୁପଯୋଗରେ ସମସ୍ତ ରେକର୍ଡ ଭାଙ୍ଗିଲେ ଭ୍ରଷ୍ଟ ବିଜେଡି ସରକାର [...]

ବଲାଙ୍ଗୀରରେ ଅନୁଷ୍ଠିତ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭାପତି

ବଲାଙ୍ଗୀରରେ ଅନୁଷ୍ଠିତ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭାପତି ଶିକ୍ଷା, ଭାଷା, ସେବା, ରାଜନୀତି ଓ ସାମ୍ବାଦିକତାର ମହାମିଳନର ବିରଳ ବ୍ୟକ୍ତିତ୍ୱ ଗୋପବନ୍ଧୁ: ମନମୋହନ ସାମଲ  ଟିଟିଲାଗଡଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଲେ ରାଜ୍ୟ ସଭାପତି  ଶହୀଦ ଯବାନ ଥବିର ବୁଡେକଙ୍କ ଫୋଟରେ ପୁଷ୍ପମାଲ୍ୟ ଦେବା ପରେ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧନା କରି ତାଙ୍କ ଘରୁ ମାଟି ସଂଗ୍ରହ କଲେ [...]