Search for:
  • Home/
  • Month: August 2023

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ପୁରୁଣାପାଣି-ସୋନପୁର ରେଳ ସେକ୍ସନ ନିରୀକ୍ଷଣ

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ପୁରୁଣାପାଣି-ସୋନପୁର ରେଳ ସେକ୍ସନ ନିରୀକ୍ଷଣ : ଭୁବନେଶ୍ୱର:ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ପୁରୁଣାପାଣି-ସୋନପୁର ରେଳ ସେକ୍ସନ ନିରୀକ୍ଷଣ କରି ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଠାରୁ ନିର୍ମାଣ କାର୍ଯ୍ୟ ପଚାରି ବୁଝିଛନ୍ତି | ତେଲ ନଦୀ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣଧୀନ [...]

ସତ୍ୟକୁ ସାମ୍ନା କରିବାର ସତସାହସ ରଖି ସତ୍ୟ କହିବାର ଅଭ୍ୟାସ କରନ୍ତୁ – ସୂରଜ ସୂର୍ଯ୍ୟବଂଶୀ

ବିଜେଡି ପ୍ରବକ୍ତାଙ୍କ ଟ୍ୱିଟର ପ୍ରତିକ୍ରିୟା ରଖିଲେ ଧାମନଗର ବିଧାୟକ ସତ୍ୟକୁ ସାମ୍ନା କରିବାର ସତସାହସ ରଖି ସତ୍ୟ କହିବାର ଅଭ୍ୟାସ କରନ୍ତୁ – ସୂରଜ ସୂର୍ଯ୍ୟବଂଶୀ – ବିଜେଡି ପ୍ରବକ୍ତାଙ୍କ ଚରିତ୍ର ଏହିଭଳି, ଯେତେବେଳେ ଯାହାର ଖାଆନ୍ତି, ତା’ ପାଇଁ ସେତେବେଳେ ଗୁଣଗାନ କରନ୍ତି • ଆପଣ ଦିନେ ମୁଖ୍ୟମନ୍ତ୍ରୀଙ୍କୁ ବେଇମାନ ବୋଲି କହିଥିଲେ, ଆପଣ ଜଣେ ପେଶାଦାର ପ୍ରବକ୍ତା ଭଳି ଭୂମିକା ନିର୍ବାହ କରୁଛନ୍ତି • ବିଜେଡି ନେତା [...]

ଲୋକକଳା ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ଲୋକକଳା ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ସେପ୍ଟେମ୍ବର ୧୫ ତାରିଖରୁ ଲୋକକଳା ମାଧ୍ୟମରେ ରାଜ୍ୟବ୍ୟାପୀ ସଚେତନତା ସୃଷ୍ଟି ଭୁବନେଶ୍ବର- ତା.୨୪.୦୮.୨୦୨୩- ଲୋକକଳା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ଥାନୀୟ ଭଞ୍ଜକଳା ମଣ୍ତପରେ ଆୟୋଜିତ ରାଜ୍ୟସ୍ତରୀୟ ସଂସାଧନ ସଭ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି । ଉକ୍ତ ଉଦଯାପନୀ ଉତ୍ସବରେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି [...]

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍‌ ତଥା ଉଦ୍ୟୋଗୀ ବିକାଶ ଖାନ୍ନା

  ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍‌ ତଥା ଉଦ୍ୟୋଗୀ ବିକାଶ ଖାନ୍ନା ଓଡିଶାର କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟର ଉଚ୍ଚପ୍ରଶଂସା କଲେ ବିକାଶଙ୍କୁ ଓଡିଶାକୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍‌, ଉଦ୍ୟୋଗୀ ତଥା ଲେଖକ ଶ୍ରୀ ବିକାଶ ଖାନ୍ନା ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଲୋଚନା କରିଛନ୍ତି । ନିକଟରେ ଶ୍ରୀ ଖାନ୍ନା ସ୍ବାଧୀନତା [...]

ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆଁ ପ୍ରୟାସ ରିଲିଜ ହେଲା ନୂଆ ଚଳଚ୍ଚିତ୍ର ‘ଟି’ କଞ୍ଚାଲଙ୍କା।

କଞ୍ଚା ଲଙ୍କା ସିନେମା ହଲ୍ ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆଁ ପ୍ରୟାସ ରିଲିଜ ହେଲା ନୂଆ ଚଳଚ୍ଚିତ୍ର ‘ଟି’ ଭୁବନେଶ୍ୱର:ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍ ରୁ ଆଉ ପାଦେ ଆଗେଇ ନିଜର ନୂଆ ଟି.ଭି.ଓ.ଡି. ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍’ କୁ ସିନେମା ଦୁନିଆରେ ଉପସ୍ଥାପନ କରିଛି । ଓଡ଼ିଶାର ଚଳଚ୍ଚିତ୍ର ନିର୍ମାତା ପାରମ୍ପରିକ ସିନେମା ହଲ୍ ସହ କଞ୍ଚା [...]

ପ୍ରାଥମିକ ଶିକ୍ଷକମାନଙ୍କୁ ସ୍କିମ ୱାର୍କର(ଯୋଜନା ଭିତ୍ତିକ) ନୁହେଁ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦିଅ -ଏଆଇଡିଏସ୍‌ଓ

ପ୍ରାଥମିକ ଶିକ୍ଷକମାନଙ୍କୁ ସ୍କିମ ୱାର୍କର(ଯୋଜନା ଭିତ୍ତିକ) ନୁହେଁ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦିଅ -ଏଆଇଡିଏସ୍‌ଓ ଭୁବନେଶ୍ୱର ତ ୨୪.୦୮ /- ନ୍ୟାସନାଲ କାଉନସିଲ ଫର୍ ଟିଚର୍ସ ଏଜୁକେସନ(ଏନସିଟିଇ) ଓ ସୁପ୍ରିମକୋର୍ଟଙ୍କ ଚଳିତମାସ ୧୧ ତାରିଖ ରାୟ ଆଧାରରେ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟଗୁଡିକରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯେଉଁଥିରେ ଜୁନିୟର ଟିଚର୍ସ(ସ୍କିମାଟିକ) ବା [...]

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ l

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ l ଖୋର୍ଦ୍ଧା ତା 24/8 ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ମିଳିତ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ ଗୃହଠାରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଅଛି l ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର [...]

ରାଜ୍ୟରେ ୨୦ ହଜାର କନିଷ୍ଟ ଶିକ୍ଷକ ନିଯୁକ୍ତି ପାଇଁ ସ୍ଥାୟୀ ନିଯୁକ୍ତି ଦାବି କଲା ରାଜ୍ୟ କଂଗ୍ରେସ

ରାଜ୍ୟରେ ୨୦ ହଜାର କନିଷ୍ଟ ଶିକ୍ଷକ ନିଯୁକ୍ତି ପାଇଁ ସ୍ଥାୟୀ ନିଯୁକ୍ତି ଦାବି କଲା ରାଜ୍ୟ କଂଗ୍ରେସ ଠିକା ନିଯୁକ୍ତିର ଯୁଗ ଶେଷ ବୋଲି ଡିଣ୍ଡିମ ପିଟୁଥିବା ନବୀନ ସରକାର ପୁଣି ଠିକା ନିଯୁକ୍ତି ପାଇଁ କାହିଁକି ବିଜ୍ଞପ୍ତି ଜାରି କରିଛନ୍ତି : ରାଜ୍ୟ କଂଗ୍ରେସ ଭୁବନେଶ୍ୱର, ତା. ୨୪.୦୮ : ୨୦୨୨ ମସିହା ଅକ୍ଟୋବର ମାସ ୧୫ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ଅନୁସାରେ ରାଜ୍ୟ ସରକାର [...]

ଅପରାଜିତା ଷଡ଼ଙ୍ଗୀ ଙ୍କୁ ବିରୋଧ କଲେ ବାସିନ୍ଦା।

  ଭୁବନେଶ୍ୱର:ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ରିକ୍ସା କଲୋନୀରେ ମହିଳା କଲେ ବିରୋଧ କହିଲେ ଆମର ଭେଣ୍ଡିଂ ଯୋନ ଦରକାର ।ପ୍ରୁବତନ ମେୟର ଆମକୁ ଦେବେ ବୋଲି ପତିଶୁଟି ଦେଇଥିଲେ ହେଲେ ମେୟର ଆଶା ରଖି ଠକିଦେଲେ ।ଆଜି ସକାଳ ୧୦ବେଳେ ମହିଳା ଏମିତି କହି ବିରୋଧ କରିଥିଲେ। ରାଜଧାନୀ ରାଜରାସ୍ତାରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଶୁଭିଛି ପ୍ରତିବାଦର ସ୍ବର । ରିକ୍ସା କଲୋନୀରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ [...]

ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ଓଡ଼ିଆ ଉଦ୍ୟମୀଙ୍କ ଲିଖିତ କବିତା ପଢି ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ  

ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ଓଡ଼ିଆ ଉଦ୍ୟମୀଙ୍କ ଲିଖିତ କବିତା ପଢି ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ   ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ଯୁବବର୍ଗ ଓ ଉଦ୍ୟମୀଙ୍କ ମନରେ ଆନ୍ଦୋଳିତ ପ୍ରଶ୍ନ ମୋତେ ଚିନ୍ତିତ କରିଛି- ଧର୍ମେନ୍ଦ୍ର ପ୍ରଧାନ • ଶାକ୍ୟସିଂହ ମହାପାତ୍ର କବିତା ମାଧ୍ୟମରେ ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥା ଉପରେ ଥିବା ନିଜର ଉଦବେଗ ଓ ଅଭିବ୍ୟକ୍ତିକୁ ପ୍ରକାଶ କରିଛନ୍ତି • ତାଙ୍କର [...]