Search for:
  • Home/
  • Month: August 2023

ରାଜ୍ୟପାଙ୍କ ଠାରୁ ରାଷ୍ଟ୍ରପତି ପଦକ ନେଲେ ଚାନ୍ଦବାଲି ଥାନାରେ ଏ ଏସ ଆଇ ନରେନ୍ଦ୍ର ରାଉତ

ରାଜ୍ୟପାଙ୍କ ଠାରୁ ରାଷ୍ଟ୍ରପତି ପଦକ ନେଲେ ଚାନ୍ଦବାଲି ଥାନାରେ ଏ ଏସ ଆଇ ନରେନ୍ଦ୍ର ରାଉତ ଭୁବନେଶ୍ୱର:ଚାନ୍ଦବାଲି-ଚାନ୍ଦବାଲି ଥାନା ପାଇଁ ଗୌରବ ଆଣିଲେ ଏ ଏସ ଆଇ ନରେନ୍ଦ୍ର କୁମାର ରାଉତ । ଚାନ୍ଦବାଲି ଥାନାରେ ୨୦୨୧ ରୁ ଆଜି ଯାଏ ସେ ଏ ଏସ ଆଇ କାର୍ଯ୍ୟରତ ଅଛନ୍ତି । ଆଜି ଶ୍ରୀ ରାଉତଙ୍କୁ ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶାର ମହାମହିମ ରାଜ୍ୟପାଳ ଗଣେଶଲାଲ ତାଙ୍କୁ [...]

ଅଣ୍ଡା ଓ ପାଣି ବୋତଲ ମାଡ଼ ଖାଇ ବାଟରୁ ବାଟରୁ ଫେରିଲେ।

ଭୁବନେଶ୍ୱର: ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଗୋପାଳପୁର କାର୍ଯ୍ୟକ୍ରମରେ ଅଲବତ ଯୋଗଦେବେ ବୋଲି ଧମକ ଦେଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସପ୍ତାହେ ହେଲା ଗଣମାଧ୍ୟମରେ କମ୍ପମାନ କରୁଥିଲେ । ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ଶ୍ରୀ ପାଣ୍ଡିଆନଙ୍କର କାର୍ଯ୍ୟକ୍ରମ ହେଲା । ମାତ୍ର କାର୍ଯ୍ୟକ୍ରମ ଭଣ୍ଡୁର ଦୂରେ ଥାଉ, ସେହି ଅଞ୍ଚଳ ଭେଦ କରିବାକୁ ସମର୍ଥ ହେଲେନି ପ୍ରଦୀପ । ଅଣ୍ଡା ଓ ପାଣି ବୋତଲ ମାଡ଼ ଖାଇ ବାଟରେ [...]

ଜାତୀୟ ପୁରସ୍କାର ପାଇଲା ପରେ ଓଡିଆ ଚଳଚ୍ଚିତ୍ର “ପ୍ରତୀକ୍ଷା”କୁ ଶୁଭେଚ୍ଛା ର ସୁଅ

ଜାତୀୟ ପୁରସ୍କାର ପାଇଲା ପରେ ଓଡିଆ ଚଳଚ୍ଚିତ୍ର “ପ୍ରତୀକ୍ଷା”କୁ ଶୁଭେଚ୍ଛା ର ସୁଅ ଭୁବନେଶ୍ୱର:୬୯ ତମ ଜାତୀୟ ଚଳଚ୍ଚିତ୍ର ଫେଷ୍ଟିଭାଲ ରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର “ପ୍ରତୀକ୍ଷା” l ଏତେବଡ ଖୁସି ଖବର ପାଇଲା ପରେ ପ୍ରତୀକ୍ଷା ଟିମ୍ କୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି l ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା ଏବଂ ପ୍ରଯୋଜକ ଙ୍କ ସହିତ ମିଡ଼ିଆ ପ୍ଲାନର [...]

୫ଟି ସ୍କୁଲ ରୂପାନ୍ତର ଏକ ପ୍ରହସନ – ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

୫ଟି ସ୍କୁଲ ରୂପାନ୍ତର ଏକ ପ୍ରହସନ – ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଭୁବନେଶ୍ୱର ତା. ୨୫.୮ – ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଭୁବନେଶ୍ୱରର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ଥିବା ନୃସିଂହନାଥ ହାଇସ୍କୁଲକୁ ପରିଦର୍ଶନ କରିଥିଲେ । ସେହି ହାଇସ୍କୁଲଟି ୫ଟି ବ୍ୟବସ୍ଥାରେ ରୂପାନ୍ତରିତ ହୋଇଛି । ମୂଖ୍ୟ ପ୍ରସଙ୍ଗଟି ହେଉଛି [...]

ଓଡ଼ିଶା ସମେତ ଆନ୍ଧ୍ର ଓ ଛତିଶଗଡ଼ର ଜନଜାତି ସମାଜର ସାମଗ୍ରିକ ବିକାଶ ହେବ- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା ସମେତ ଆନ୍ଧ୍ର ଓ ଛତିଶଗଡ଼ର ଜନଜାତି ସମାଜର ସାମଗ୍ରିକ ବିକାଶ ହେବ- ଧର୍ମେନ୍ଦ୍ର ପ୍ରଧାନ • ପ୍ରଧାନମନ୍ତ୍ରୀଙ୍କ ଜନଜାତି କଲ୍ୟାଣକୁ ବାସ୍ତବ ରୂପ ଦେବା ଦିଗରେ ଅନ୍ୟତମ ପଦକ୍ଷେପ, ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ • ୮୦୦ କୋଟି ଟଙ୍କା ବ୍ୟୟରେ ୫୦୦ ଏକର ପରିମିତ ଜମିରେ ଏହି ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ହେବ • ଆନୁଷଙ୍ଗିକ ବ୍ୟବସ୍ଥାକୁ ମିଶାଇଲେ ପ୍ରାୟ ୨ ହଜାର କୋଟି ଟଙ୍କା ବ୍ୟୟରେ ଏକବିଂଶ [...]

ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା, ଜଙ୍ଗଲରୁ ମୃତଦେହ ଉଦ୍ଧାର

ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା, ଜଙ୍ଗଲରୁ ମୃତଦେହ ଉଦ୍ଧାର ଭୁବନେଶ୍ୱର:ବ୍ରାହ୍ମଣୀଗାଁ, ୨୫/୮(ସମିସ) : ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା। ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ା ଗ୍ରାମର ଜଣେ ଗାଈ ଚରାଳିଙ୍କୁ କେହି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଖାରିଗୁଡ଼ା ଗ୍ରାମର ମାଦି ପଡ୍ରା (୫୫ ବର୍ଷ) [...]

ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଆଗକୁ ବଢୁଛି ଓଡିଶା- ମୁଖ୍ୟମନ୍ତ୍ରୀ

  ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଡାଇଗ୍ନୋଷ୍ଟିକ ସେଣ୍ଟର ଲୋକାର୍ପିତ ବେଦାନ୍ତ ସହଯୋଗରେ ହୋଇଛି ପ୍ରତିଷ୍ଠା ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଆଗକୁ ବଢୁଛି ଓଡିଶା- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହା ଝାରସୁଗୁଡା [...]

ଡିଆଇଜିଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହିତ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଉ: ଡ.ଲେଖାଶ୍ରୀ

ପୀଡିତା ମହିଳା ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ଦିଲ୍ଲୀରେ ରାଷ୍ଟ୍ରୀୟ ମାନବାଧିକାର କମିଶନ ଓ ଜାତୀୟ ମହିଳା କମିଶନଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କଲା ବିଜେପିର ଏକ ପ୍ରତିନିଧି ଦଳ ଡିଆଇଜିଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହିତ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଉ: ଡ.ଲେଖାଶ୍ରୀ  ପୋଲିସର ବରିଷ୍ଠ ଅଧିକାରୀମାନେ ବେଆଇନ ଭାବେ ହୋମଗାର୍ଡମାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ବେଆଇନ କାର୍ଯ୍ୟ [...]