Search for:
  • Home/
  • Month: August 2023

ଟିକରପଡ଼ା ପଞ୍ଚାୟତରେ ନଦୀ ପାଶ୍ୱର୍ରେ ବୃକ୍ଷରୋପଣ।

ଟିକରପଡ଼ା ପଞ୍ଚାୟତରେ ନଦୀ ପାଶ୍ୱର୍ରେ ବୃକ୍ଷରୋପଣ   ଭୁବନେଶ୍ୱର, ୨.୮ : ଅଗ୍ରଣୀ ସମାଜସେବା ଅନୁଷ୍ଠାନ ‘ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ’ ଓ ଆଞ୍ଚଳିକ ବିକାଶ ପରିଷଦର ମିଳିତ ଉଦ୍ୟମରେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଟିକରପଡ଼ା ଅଧିନସ୍ଥ କଳାସପୁର ଶାସନ ସନ୍ନିକଟ ଗଙ୍ଗୁଆ ନଦୀପାଶ୍ୱର୍ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ପରିବେଶବିତ ଡଃ [...]

ଅଭିଷେକ ମହାନନ୍ଦ ଯିଏକି ବର୍ତ୍ତମାନ AICC ସଦସ୍ୟ।

ଭୁବନେଶ୍ୱର:ଗଣମାଧ୍ୟମର ସମସ୍ତ ପ୍ରତିନିଧି ମାନଙ୍କୁ ଏହା ସୂଚନା ଦିଆ ଯାଉଛି ଯେ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖାଡଗେ ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମର ଏକ ନୂତନ ଜାତୀୟ କମିଟି ଗଠନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଶ୍ରୀ ଅଭିଷେକ ମହାନନ୍ଦ ଯିଏକି ବର୍ତ୍ତମାନ AICC ସଦସ୍ୟ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସୋସିଆଲ ମିଡିଆ ବିଭାଗର ରାଜ୍ୟ ଅଧ୍ୟକ୍ଷ, ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସୋସିଆଲ [...]

ଅଭିଯୁକ୍ତ ପୀଡ଼ିତାଙ୍କ ସହ ଝଗଡା।

ଭୁବନେଶ୍ୱର:ମହିଳା ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ତା ୧୮.୦୬.୨୦୨୩ ରିଖରେ ନିମ୍ନୋକ୍ତ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଝଗଡା କରିଥିଲେ ଏବଂ ଘରୁ ଚାଲିଯାଇ ତାଙ୍କର ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଗତ ତା ୨୯.୦୬.୨୦୨୩ ରିଖରେ ପୀଡ଼ିତା ଘରେ ଏକା ଥିବା ସମୟରେ ଅଭିଯୁକ୍ତ ଜଣକ ଘରକୁ ଆସିଥିଲେ [...]

ୟୁଥ ଲିଡରସିପ ଆୱାର୍ଡ -୨୦୨୩ ‘

ପିପିଏଲ୍ ଓଡ଼ିଆ ତରଫରୁ ‘ୟୁଥ ଲିଡରସିପ ଆୱାର୍ଡ -୨୦୨୩ ‘ ଭୁବନେଶ୍ୱର:ରାଜ୍ୟର ଅଗ୍ରଣୀ ଡିଜିଟାଲ ମିଡ଼ିଆ ନେଟୱାର୍କ ପିପିଏଲ ଓଡ଼ିଆ ତରଫରୁ ହୋଟେଲ ଏମ୍ପାୟାର୍ସ ଠାରେ ଆୟୋଜିତ ହୋଇଯାଇଛି ସକସେସ ମନ୍ତ୍ର ବିଜନେସ କନକ୍ଳେଭ -୨୦୨୩ | ବିଭିନ୍ନ ବିଭାଗ ରେ ୧୨ ଜଣ ସଫଳ ଉଦ୍ୟୋଗୀ ଙ୍କୁ ନେଇ ଏହି କନକ୍ଳେଭ ଆୟୋଜିତ କରାଯାଇଥିଲା | ସନ୍ଧ୍ୟାରେ ବିଭିନ୍ନ କ୍ଷେତ୍ର ର ପାରଦର୍ଶିତା ଲାଭ କରିଥିବା ୨୩ ଜଣ [...]

୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ

  ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ ଭୁବନେଶ୍ବର, ତା.୨.୮.୨୩ ଆଜି ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି । ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ – ଅନୁଗୁଳ ଜିଲ୍ଲା – ଶ୍ରୀ ସଦାଶିବ ନାୟକ [...]

ପଦାରେ ପଡ଼ିଲା ବିଜେଡ଼ି ର ବିଜେପି ପ୍ରୀତି – ଶରତ ପଟ୍ଟନାୟକ

ପଦାରେ ପଡ଼ିଲା ବିଜେଡ଼ି ର ବିଜେପି ପ୍ରୀତି – ଶରତ ପଟ୍ଟନାୟକ ବିଜେଡ଼ିର ବିଜେପି ମୋହ ଓଡ଼ିଶାବାସୀଙ୍କ ପାଖେ ଆଉ ଅଛପା ନାହିଁ ଭୁବନେଶ୍ୱର ତା. ୦୨.୦୮- ବିଜୁଜନତା ଦଳ କେବଳ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦେ । ମହିଳା ମାନଙ୍କର ଆତ୍ମ ସମ୍ମାନ, ସ୍ୱାଭିମାନ କୁ ରକ୍ଷା କରିବାପାଇଁ ବିଜୁ ଜନତା ଦଳ ଏବଂ ଏହାର ନେତା ନବୀନ ପଟ୍ଟନାୟକଙ୍କର ସାମାନ୍ୟତମ ନିଷ୍ଠା ନାହିଁ ବୋଲି ଆଜି [...]

ବଜ୍ରକାପ୍ତା ଉଦ୍ଧାର, ୮ଗିରଫ।

ବଜ୍ରକାପ୍ତା ଉଦ୍ଧାର, ୮ଗିରଫ ବୋଲେରୋ, ସ୍କୁଟି ଓ ୮ ମୋବାଇଲ ଫୋନ ଜବତ ଭୁବନେଶ୍ୱର:ବାରିପଦା,ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଓ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ମିଳିତ ଚଢାଉ କରାଯାଇ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଘଟଣାରେ ରାଇରଙ୍ଗପୁର ନିକଟରୁ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ପାଖରୁ ଗୋଟିଏ ବୋଲୋରୋ ଗାଡି, ଗୋଟିଏ ସ୍କୁଟି ଓ ୮ଟି ମୋବାଇଲ ଫୋନ ଜବତ କରାଯାଇଛି । ଶିମିଳିପାଳ [...]

ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଛାତ୍ରମାନଙ୍କୁ ବିଜେଡିର ଗୁଣ୍ଡାମାନଙ୍କର ଆକ୍ରମଣଙ୍କୁ ନିନ୍ଦା କରୁଛି :ଏବିଭିପି

ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଛାତ୍ରମାନଙ୍କୁ ବିଜେଡିର ଗୁଣ୍ଡାମାନଙ୍କର ଆକ୍ରମଣଙ୍କୁ ନିନ୍ଦା କରୁଛି :ଏବିଭିପି •ବିଜେଡିର ଗୁଣ୍ଡାମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ରାଜରାସ୍ତାକୁ ଓହ୍ଲାଇବ : ଅରିଜିତ ପଟନାୟକ •ଏବିଭିପିର ରାଜ୍ୟ ସହ ସମ୍ପାଦକ ଶ୍ଵେତାଂଶୁଙ୍କୁ ମାଡମାରିବା ଘଟଣା ନିଦନୀୟ ଭୁବନେଶ୍ୱର 02/08/2023- ସରକାର ଛାତ୍ରମାନଙ୍କ ସ୍ୱରକୁ ଦୀର୍ଘଦିନ ଧରି ଚାପିଦେଇଛନ୍ତି l ଏ କଥା କଥିତ ଅମଲା ତନ୍ତ୍ରରେ ପରିଚାଳିତ ହେଉଥିବା ସରକାର ନିଜର ରାଜନୈତିକ [...]

ପ୍ରକୃତ ଚୁପ କିଏ ପୃବତନ ମେୟର ନାଁ ଏବେ ମେୟର ଦାଇ କିଏ।

ବର୍ଷାପାଣି ସମସ୍ୟା ଓ ସରକାରୀ ଇଂଜିନିୟର ଭୁବନେଶ୍ୱର:ବର୍ଷାହେଲେ ଭୁବନେଶ୍ୱର ଇସକନ ମନ୍ଦିର ସାମନାରେ ପୋଖରୀ ହେବ, ଡ୍ରେନ ଜାମ ହେବ, ଅଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡି ଲୋକେ ଲୋକେ ଯିବା ଆସିବା କରିବେ । ଫଟୋ ଉଠେଇବେ, ସୋସିଆଲ ମିଡିଆରେ ବିଧାୟକ, ମେୟର, ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଗାଳି ଦେବେ । ପ୍ରକୃତରେ ଦାୟୀ କିଏ? ନେତା ନା ସରକାରୀ ଇଂଜିନିୟର? ବିଭିନ୍ନ ସରକାରୀ ବିଭାଗରେ ହଜାର ହଜାର ଇଂଜିନିୟର [...]

BMC Strategize to Tackle Heavy Rainfall Issues.

BMC Strategize to Tackle Heavy Rainfall Issues. Bhubaneswar, 2.8.2023 ,An interdepartmental coordination meeting was held today under the chairmanship of Hon’ble Mayor in the presence of Commissioner, BMC with the objective of fortifying the response and disaster management system in urban flooding under BMC jurisdiction area. The meeting saw the [...]