Search for:
  • Home/
  • Month: August 2023

କିମ୍‍ସରେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ହେଲା ବିରଳ ଶ୍ୱାସନଳୀ ଟ୍ୟୁମର ଅସ୍ତ୍ରୋପଚାର

କିମ୍‍ସରେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ହେଲା ବିରଳ ଶ୍ୱାସନଳୀ ଟ୍ୟୁମର ଅସ୍ତ୍ରୋପଚାର ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ (କିମ୍‌ସ)ର କର୍ଣ୍ଣ-ନାସା-ଗଳା ସର୍ଜନମାନେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ଦୁଇଟି ବିରଳ ଅସ୍ତ୍ରୋପଚାର କରି ଉଦାହରଣ ସୃଷ୍ଟି କରିଛନ୍ତି । ଦୁଇ ସପ୍ତାହରେ ଦୁଇ ଦୁଇ ଜଣ ରୋଗୀଙ୍କଠାରେ ମିନିମାଲ ଇନ୍‍ଭାସିଭ୍‍ ପ୍ରକ୍ରିୟାରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇପାରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହୃଦ୍‍ରୋଗ ଅସ୍ତ୍ରୋପଚାରରେ ଉପଯୋଗ ହେଉଥିବା [...]

ରାଜ୍ୟ ବିଜେପି ଜନଜାତି ମୋର୍ଚ୍ଚା ତରଫରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ରାଜ୍ୟ ବିଜେପି ଜନଜାତି ମୋର୍ଚ୍ଚା ତରଫରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ ରାଜ୍ୟ ସରକାରଙ୍କ ଆଦିବାସୀବିରୋଧୀ ମନୋଭାବ ସଂପର୍କରେ ମାନ୍ୟବର ରାଜ୍ୟପାଳଙ୍କୁ ଅବଗତ କରାଯାଇଛି : ବଳଭଦ୍ର ମାଝୀ  ପେସା ଆଇନ, ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ପାଇଁ ଦାବି  ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ ପଦ ପାଇଁ ଅନୁସୂଚିତ ଜିଲ୍ଲାରେ ଜିଲ୍ଲା ଭିିତିକ ନିଯୁକ୍ତି ଦିଆଯାଉ  ସ୍ଥାନୀୟ ଆଦିବାସୀ ଭାଷାରେ ଜନଜାତି [...]

ବିଜେପିର ସଂକଟ ମୋଚକ ଦୁହେଁ ଏକ ଓ ଅଭିନ୍ନ

ବିଜେଡ଼ି ସାଜିଛି ବିଜେପିର ସଂକଟ ମୋଚକ ଦୁହେଁ ଏକ ଓ ଅଭିନ୍ନ ଭୁବନେଶ୍ୱର ତା. ୨.୮ – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ବକ୍ତବ୍ୟ ଦେଇ କହିଲେ ଯେ ବିଜେଡ଼ି ବିଜେପି ମଧ୍ୟରେ ଥିବା ଗୁଢ ସମ୍ପର୍କ ଆତ୍ମ ପ୍ରକାଶ କରିଛି । ପାର୍ଲ୍ୟାମେଂଟରେ ଆଗତ ମୋଦି ସରକାରଙ୍କ [...]

ଶିମିଳିପାଳର ସୁରକ୍ଷା ଓ ପର୍ଯ୍ୟଟନ ଶିଳ୍ପର ବିକାଶ ଆମର ଲକ୍ଷ୍ୟ……….

ଶିମିଳିପାଳର ସୁରକ୍ଷା ଓ ପର୍ଯ୍ୟଟନ ଶିଳ୍ପର ବିକାଶ ଆମର ଲକ୍ଷ୍ୟ………. ଦାବି ପୂରଣ ନହେଲେ ଯନ୍ତରମନ୍ତରରେ ଆନ୍ଦୋଳନ ଭୁବନେଶ୍ୱର:୦୨.୦୭ ନୈସର୍ଗିକ ଶୋଭାର ଭଣ୍ଡାର ଭଞ୍ଜଭୂମି ମୟୂରଭଞ୍ଜ । ଆୟତନ ଦୃଷ୍ଟିରୁ ଓଡିଶାର ଏହି ସର୍ବବୃହତ ଜିଲାର ମଧ୍ୟ ଭାଗରେ ଅବସ୍ଥିତ ଶିମିଳିପାଳ ଜୈବ ମଣ୍ଡଳ । ୨୭୫୦ବର୍ଗ କିମି କ୍ଷେତ୍ରଫଳ ବିଶିଷ୍ଟ ଶିମିଳିପାଳ କେବଳ ଦେଶର ସର୍ବବୃହତ ବିଶୁବ ମଣ୍ଡଳୀୟ ଜଙ୍ଗଲ ନୁହେଁ, ଏହା ଏସିଆ ମହାଦେଶରେ ଦ୍ୱିତୀୟ ବୃହତମ [...]

ଲଗାଣ ବର୍ଷାରେ ଗ୍ରାମରେ ପଶିଲା ପାହାଡ ପାଣି।

ଲଗାଣ ବର୍ଷାରେ ଗ୍ରାମରେ ପଶିଲା ପାହାଡ ପାଣି। କଙ୍କଡାହାଡ-କେନ୍ଦୁଝର ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି ଜାତାୟତ ବାଧାପ୍ରାପ୍ତ। ଭୁବନେଶ୍ୱର:କାମାକ୍ଷାନଗର; -ଗତ ରାତିରୁ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇପଡିଛି। ପାହାଡର ପାଣି ଗ୍ରାମରେ ପଶିବା ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀ। କଙ୍କଡାହାଡ- କେନ୍ଦୁଝର ମୁଖ୍ୟରାସ୍ତାରେ ୨ ଫୁଟର ପାଣୀ। ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାହାଡାପାଳ ଗ୍ରାମରେ। ଗତ ରାତିଠାରୁ [...]

ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା।

ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା: ଆସିପାରେ ବଡ଼ ବନ୍ୟା ଭୁବନେଶ୍ୱର:ଭଦ୍ରକ,୨।୮:* ଗତ୨୪ଘଣ୍ଟା ଧରି ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗିରହିବା ଯୋଗୁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଗତ ଦୁଇଦିନ ହେବ ତୁହାକୁ ତୁହା ବର୍ଷା ଓ ପବନ ଲାଗି ରହିଛି। ବ୍ଲକର ଖାଲୁଆ ଅଞ୍ଚଳରେ ବର୍ଷା ଜଳ ପରିପୂର୍ଣ୍ଣ [...]

ଯଶିପୁର ପୁଲିସ ଦ୍ବାରା ୮ଚୋର ଗିରଫ, ମିନିଟ୍ରକ, କଟର ମେସିନ ଓ ଚୋରି ଖୁଣ୍ଟ ଜବତ

ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୩୩/୧୧କେଭି ବିଦ୍ୟୁତ ଖୁଣ୍ଟ ଚୋରି ଘଟଣା ଯଶିପୁର ପୁଲିସ ଦ୍ବାରା ୮ଚୋର ଗିରଫ, ମିନିଟ୍ରକ, କଟର ମେସିନ ଓ ଚୋରି ଖୁଣ୍ଟ ଜବତ ଭୁବନେଶ୍ୱର:ବାରିପଦା/ଯଶିପୁର,ବହୁ ଚର୍ଚ୍ଚିତ ଦୁଇ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ମୂଲ୍ୟର ୩୩/୧୧କେଭି ବିଦ୍ୟୁତ ଖୁଣ୍ଟ ଚୋରି ଘଟଣାରେ ଯଶିପୁର ପୁଲିସକୁ ସଫଳତା ମିଳିଛି ।ଆଇଆଇସି ପଞ୍ଚାନନ ମହାନ୍ତିଙ୍କ ନେତୃତ୍ୟରେ ୨ଦିନ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରି ଘଟଣାରେ ଜଡ଼ିତ ୮ଅଭିଯୁକ୍ତଙ୍କୁ [...]

ଭାରତୀୟ ଭ୍ରଷ୍ଟା·ର ନିବାରଣ ସଂସ୍ଥା ପକ୍ଷରୁ ବୃକ୍ଷ ରୋପଣ

ଭାରତୀୟ ଭ୍ରଷ୍ଟା·ର ନିବାରଣ ସଂସ୍ଥା ପକ୍ଷରୁ ବୃକ୍ଷ ରୋପଣ ଭୁବନେଶ୍ୱର, ୨.୮ : ଭାରତୀୟ ଭ୍ରଷ୍ଟା·ର ନିବାରଣ ସଂସ୍ଥା (ଆଣ୍ଟି କର୍‌ପସନ ଇଣ୍ଟେଲିଜେନ୍ସ କମିଟି) ଓଡ଼ିଶା ପକ୍ଷରୁ ଜୟପୁର ଗ୍ରାମ ଉକଣ୍ଠରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାର କାର୍ଯ୍ୟକର୍ତ୍ତାମାନେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିପାରିଛନ୍ତି । ଆଜିର ଏହି ବୃକ୍ଷରୋପଣ ମହୋତ୍ସବରେ ସଂସ୍ଥାର ରାଷ୍ଟ୍ରୀୟ ସମ୍ପାଦକ ତଥା ସୁନାମଧନ୍ୟ ପରିବେଶବିତ ଡଃ [...]