Search for:
  • Home/
  • Month: August 2023

ଜଳବାୟୁ ପରିର୍ବନ ଦୃଶ୍ୟପଟରେ ଓଡ଼ିଶାର କୃଷି ଓ କୃଷକ ସଚେତନତା କର୍ମଶାଳା

ଜଳବାୟୁ ପରିର୍ବନ ଦୃଶ୍ୟପଟରେ ଓଡ଼ିଶାର କୃଷି ଓ କୃଷକ ସଚେତନତା କର୍ମଶାଳା ଖାଦ୍ୟ ନିରାପା ଓ ଜଳ ପରିଚାଳନା ନେଇ ସବୁସ୍ତରରେ ଉଦ୍ୟମ କରାଯିବା ଏକାନ୍ତ ଜରୁରୀ ଭୁବନେଶ୍ୱର, ତା ୩/୮- ଓଡ଼ିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତି ଲିଃ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ ଇଫ୍‌କୋ ସଂସ୍ଥାର ସହଯୋଗ କ୍ରମେ ଗତ ଜୁଲାଇ ୩୦ ତାରିଖ [...]

ଆଧ୍ୟାତ୍ମିକ ପୁସ୍ତକ ଜ୍ଞାନ ମଞ୍ଜରୀ ଉନ୍ମୋଚିତ

ଆଧ୍ୟାତ୍ମିକ ପୁସ୍ତକ ଜ୍ଞାନ ମଞ୍ଜରୀ ଉନ୍ମୋଚିତ ଭୁବନେଶ୍ୱର,୩ା୮ : ଭୁବନେଶ୍ୱର ରାଜଭବନ ପରିସରରେ କବୟତ୍ରୀ ସନ୍ଧ୍ୟା ନାୟକଙ୍କ ରଚିତ ଆଧ୍ୟାତ୍ମିକ ପୁସ୍ତକ ଜ୍ଞାନ ମଞ୍ଜରୀ ଓଡିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ବିଶ୍ୱରେ ଯେତେ ହିନ୍ଦୁ ଧର୍ମାବଲମ୍ବୀ ଅଛନ୍ତି, ସେମାନଙ୍କ ମଧ୍ୟରେ ଭଗବତ ଚେତନା ଅଳ୍ପ ବହୁତ ରହିଛି । ପୁରାଣକୁ ଅନୁସରଣ କରି କିଏ ରାମ ଭକ୍ତ, କିଏ କୃଷ୍ଣ ଭକ୍ତ ତ [...]

ସରକାରୀ ପାଚେରୀ ଭାଙ୍ଗିଲେ ସ୍ଥାନୀୟ ଗ୍ରାମବାସୀ

ସରକାରୀ ପାଚେରୀ ଭାଙ୍ଗିଲେ ସ୍ଥାନୀୟ ଗ୍ରାମବାସୀ ଭୁବନେଶ୍ୱର ତା. ୩.୮- ଚନ୍ଦକା, କଂଟାବାଡ଼, ଜାମୁଝରି, ମେଣ୍ଢାଶାଳ, ଗିରିଙ୍ଗାପୁଟ, ତମାଣ୍ଡୋ ଏବଂ ଛତାବର ଗ୍ରାମ ଗୁଡ଼ିକର ମଶାଣି, ଖେଳପଡ଼ିଆ, ମେଳଣ ପଡ଼ିଆ ଓ ଚାଷଜମିକୁ ଯିବା ରାସ୍ତା ଗୁଡ଼ିକୁ ସରକାର ଇଡକୋ ଜରିଆରେ ଜବରଦଖଲ କରି ପାଚେରୀ କରାଇଛନ୍ତି । ଏହାକୁ ବିରୋଧ କରି ଆଜି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଛତାବର ଓ ଉପରୋକ୍ତ ଅଂଚଳର ଜନସାଧାରଣ ଏକତ୍ର [...]

୧୮ ଦିନ ପରେ ଖୋଲିଲା ମାର୍କେଟ ବିଲଡିଙ୍ଗ, ୧୦୦ କୋଟିରୁ ଉର୍ଧ୍ଵ କ୍ଷତି ସହିଛନ୍ତି ବ୍ୟବସାୟୀ

୧୮ ଦିନ ପରେ ଖୋଲିଲା ମାର୍କେଟ ବିଲଡିଙ୍ଗ, ୧୦୦ କୋଟିରୁ ଉର୍ଧ୍ଵ କ୍ଷତି ସହିଛନ୍ତି ବ୍ୟବସାୟୀ ଭୁବନେଶ୍ୱର:୧୮ ଦିନ ପରେ ଖୋଲିଲା ମାର୍କେଟ ବିଲଡିଙ୍ଗ। ଦୀର୍ଘଦିନର ବାଦ ବିବାଦ ପରେ ଖୋଲିଛି ମାର୍କେଟ। ଗ୍ରାହକଙ୍କ ୧୭ ଦିନର ଅପେକ୍ଷା ପରେ ଆଜିଠାରୁ ପୁଣି ଖୋଲିଲା ଓଡିଶାର ସବୁଠାରୁ ବଡ଼ ଖୋଲା ବଜାର ମାର୍କେଟ ବିଲଡିଙ୍ଗ। ବିଏମ୍ସିର ଲିଖିତ ପ୍ରତିଶ୍ରୁତି ପରେ ଦୋକାନ ଖୋଲିଲେ ମାର୍କେଟ ବିଲଡିଙ୍ଗ ବ୍ୟବସାୟୀ। ବିଏମସି କମିସନରଙ୍କ [...]

୭୦ ବର୍ଷରେ ଦାଶ ବେନହୁର, “କଥା ସତୁରି” ଉନ୍ମୋଚିତ

୭୦ ବର୍ଷରେ ଦାଶ ବେନହୁର, “କଥା ସତୁରି” ଉନ୍ମୋଚିତ ଭୁବନେଶ୍ବର, ୩/୮: ୭୦ବର୍ଷ ଉତ୍ତାରୁ ଜଣେ ସାହିତ୍ୟିକ ତା’ର ଶ୍ରେଷ୍ଠ ରଚନା ପ୍ରକାଶ କରିଥାଏ। ତେଣୁ ପ୍ରଥିତଯଶା ସାହିତ୍ୟିକ ଦାଶ ବେନହୁର ମଧ୍ୟ ତାଙ୍କ ସାରସ୍ବତ ଯାତ୍ରାକୁ ସୁଗମ କରି ଶତାୟୁ ହୁଅନ୍ତି। ତାଙ୍କ ରଚନାଶୈଳୀ ସ୍ବତନ୍ତ୍ର। ସେହି ସ୍ବତନ୍ତ୍ରତା ମାଧ୍ୟମରେ ସେ ଓଡ଼ିଆ ସାହିତ୍ୟ ଓ ଇତିହାସର ଅବହେଳିତ ଉଜ୍ଜ୍ବଳ ଜ୍ୟୋତିଷ୍କ ମଧୁସୂଦନ ଦାସଙ୍କୁ ସର୍ବସାଧାରଣରେ ଅତି ସୁନ୍ଦର [...]

ଖର୍ଚ୍ଚ ହେବ ୬୪ କୋଟି ଟଙ୍କା, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ

  ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଖର୍ଚ୍ଚ ହେବ ୬୪ କୋଟି ଟଙ୍କା, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ ଭୁବନେଶ୍ୱର:ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା [...]

ଅଗଷ୍ଟ ୨୦ ରେ ଆୟୋଜିତ ହେବ ପଂଚାୟତ ପ୍ରତିନିଧି ସମ୍ମିଳନୀ

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ବିରୁଦ୍ଧରେ ନ୍ୟାୟଳୟର ଆଶ୍ରୟ ନେବ କଂଗ୍ରେସ ଅଗଷ୍ଟ ୨୦ ରେ ଆୟୋଜିତ ହେବ ପଂଚାୟତ ପ୍ରତିନିଧି ସମ୍ମିଳନୀ ଭୁବନେଶ୍ୱର ତା. ୩.୮- ସଂପ୍ରତି ଓଡ଼ିଶା ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ଯେଉଁ ଯୋଜନା ଆଣିଛନ୍ତି ତାହା ସମ୍ବିଧାନ ବିରୋଧି, ପଂଚାୟତ ପ୍ରତିନିଧି ମାନଙ୍କ ପ୍ରତି ଉପହାସ ଓ ପଂଚାୟତ ବ୍ୟବସ୍ଥା ଉପରେ କୁଠାରଘାତ ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ [...]

କେବଳ ଘୋଷଣାରେ ସୀମିତ ଓଡିଆ ବିଶ୍ୱବିଦ୍ୟାଳୟ : ରମାରଞ୍ଜନ ବଳିୟାରସିଂହ

କେବଳ ଘୋଷଣାରେ ସୀମିତ ଓଡିଆ ବିଶ୍ୱବିଦ୍ୟାଳୟ : ରମାରଞ୍ଜନ ବଳିୟାରସିଂହ  ସରକାରଙ୍କ ଅଦୂରଦର୍ଶିତା କାରଣରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ବାସ୍ତବତାଠାରୁ ବହୁ ଦୂରରେ  ବିଶ୍ୱ ବିଦ୍ୟାଳୟର ପରିକଳ୍ପନା କେବଳ ପରିକଳ୍ପନାରେ ରହିଗଲା  ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଘୋଷଣା ଏକ ଲଲିପପ୍‌  ରାଜ୍ୟକୁ ଅଣଓଡ଼ିଆ ଅଫିସରମାନେ ଶାସନ କରୁଥିବାରୁ ଓଡ଼ିଆ ବିଶ୍ୱ ବିଦ୍ୟାଳୟ କାମ ଆଗେଇ ପାରୁନାହିଁ  ରାଜ୍ୟ ସରକାରଙ୍କ ପ୍ରଚାର ସର୍ବସ୍ୱ ଓଡ଼ିଆ ବିଶ୍ୱବିଦ୍ୟାଳୟରେ [...]

ଦୁଇଦିନିଆ ଓଡିଶା ଗସ୍ତରେ ଶ୍ରୀ ଅମିତ ଶାହ

ଦୁଇଦିନିଆ ଓଡିଶା ଗସ୍ତରେ ଶ୍ରୀ ଅମିତ ଶାହ  ଆସନ୍ତାକାଲି ରାତିରେ ଭୁବନେଶ୍ୱର ପହଂଚିବେ ଶ୍ରୀ ଶାହ  ଶନିବାର ଦିନ ସକାଳେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ  ଶନିବାର ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟଠାରେ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ  ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ଭୁବନେଶ୍ୱର, ତା.୦୩/୦୮: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା [...]

କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ (କେଏଚ୍ଏଲ୍) ପକ୍ଷରୁ ବରିଷ୍ଠ ନାଗରିକ (ଗୋଲ୍ଡେନ୍ ଜେନେରେସନ୍) ହେଲ୍ପ ଲାଇନ୍ ସେବା ଆରମ୍ଭ

କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ (କେଏଚ୍ଏଲ୍) ପକ୍ଷରୁ ବରିଷ୍ଠ ନାଗରିକ (ଗୋଲ୍ଡେନ୍ ଜେନେରେସନ୍) ହେଲ୍ପ ଲାଇନ୍ ସେବା ଆରମ୍ଭ କରାୟାଇଛି ଭୁବନେଶ୍ଵର, ଅଗଷ୍ଟ ୩, ୨୦୨୩: କଳିଙ୍ଗ ହସ୍ପିଟାଲ ଲିମିଟେଡ (କେଏଚଏଲ) ଭୁବନେଶ୍ୱର ରେ ଏକ ବରିଷ୍ଠ ନାଗରିକ (ଗୋଲ୍ଡେନ ଜେନେରସନ ) ହେଲ୍ପ ଲାଇନ: 18005725000 ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ବରିଷ୍ଠ ନାଗରିକ ସଙ୍ଘର 100ରୁ ଅଧିକ ବରିଷ୍ଠ ନାଗରିକ [...]