Search for:
  • Home/
  • Month: August 2023

କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ ମଦନ ଦାସ ଜୀ

କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ ମଦନ ଦାସ ଜୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ କିଛି ଦିନ ତଳେ ଯେତେବେଳେ ଆମେ ଶ୍ରୀ ମଦନ ଦାସ ଦେବୀ ଜୀଙ୍କୁ ହରାଇଥିଲୁ, ସେତେବେଳେ ମୋ ସମେତ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ। ମଦନ ଦାସ ଜୀଙ୍କ ପରି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଆଉ ଆମ ଗହଣରେ ନାହାନ୍ତି, ଏଭଳି ବିଶ୍ୱାସ କରିବା ଆମ ପାଇଁ ଏକ ଆହ୍ୱାନପୂର୍ଣ୍ଣ ବାସ୍ତବତା । ତଥାପି, [...]

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ୰ ସଂଗ୍ରାମ କେଶରୀ ଜେନାଙ୍କ ଜନ୍ମ ବାର୍ଷିକ ପାଳିତ ସଂଗ୍ରାମ ଥିଲେ ଯୁବ ଛାତ୍ର ମାନଙ୍କର ପ୍ରେରଣା ଉତ୍ସ : ନିରଞ୍ଜନ ଭୁବନେଶନ୍ୱର, ତା. ୦୫/୦୮ : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ୰ [...]

ଓଡ଼ିଶା ଗସ୍ତରେ ଥିବା ଗୃହମନ୍ତ୍ରୀ ଅମୀତ ଶାହାଙ୍କୁ ଛାତ୍ର କଂଗ୍ରେସର ବିରୋଧ

ଓଡ଼ିଶା ଗସ୍ତରେ ଥିବା ଗୃହମନ୍ତ୍ରୀ ଅମୀତ ଶାହାଙ୍କୁ ଛାତ୍ର କଂଗ୍ରେସର ବିରୋଧ ଭୁବନେଶ୍ୱର, ତା. ୦୬/୦୮ ରିଖ: ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଓଡ଼ିଶା ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଓଡ଼ିଶା ଗ୍ରସ୍ତରେ ଆସିଥିବା ଗୃହମନ୍ତ୍ରୀ ଅମୀତ ଶାହାଙ୍କୁ ବିରୋଧ କରାଯାଇଥିଲା । ଶ୍ରୀ ନୱାଜଙ୍କ ନେତୃତ୍ୱରେ ମେ ଫେୟାର ଛକ ଠାରେ ପ୍ଲା କାଡର଼୍, କଳା ପତାକା ପ୍ରଦର୍ଶନ ଓ କଳା ବେଲୁନ୍‌ ଉଡ଼ାଇ ପ୍ରତିବାଦ କରାଯାଇଥିଲା [...]

TATA BSL Contract Workers’ Union

TATA BSL Contract Workers’ Union Er Debashisha Hota alongwith his 20 Thousand Supporters are in Silent Protest at Dhenkanal Collectorate against 18 July attack by Goons in front of Kantabania IIC during demonstration at Company’s Main Gate against cheating of TATA Steel. Dhenkanal (6/8) – Today at 10 AM Er [...]

ପୋଲିସ କର୍ମଚାରୀଙ୍କୁ ବି ଗୋଡ଼େଇ ପିଟିଲେ.

ପୋଲିସ ବିରୋଧରେ ଗଂଜେଇ କାରବାର ଅଭିଯୋଗକୁ ନେଇ ହଙ୍ଗାମା: ଆଇଆଇସି ଓ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଜାଳି ଦେଲେ ଉତ୍ୟକ୍ତ ଲୋକ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ-ପୋଲିସ ପ୍ରତି ଆକ୍ରୋଶରୁ ଉତ୍ତେଜନା ପରେ ନିଆଁ ଲଗାଇଲେ-ଗଞ୍ଜେଇ ଚାଲାଣରେ ଲିପ୍ତ ଅଭିଯୋଗ କରି ଥାନା ଜାଳିଲେ -ଥାନା IIC ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି -ଥାନାରେ [...]

ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ

ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ ଭୁବନେଶ୍ୱର-ତା.୦୫.୦୮. ୨୦୨୩ – ସତ୍ୟବାଦୀ ବକୁଳ ବନବିଦ୍ୟାଳୟର ପ୍ରଧାନଶିକ୍ଷକ,ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ, ସୁଲେଖକ, ନବଭାରତ, ସମାଜର ପୂର୍ବତନ ସମ୍ପାଦକ, ପୂର୍ବତନ ବାଚସ୍ପତି ଉତ୍କଳଗୁରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୯ ତମ ଜୟନ୍ତୀ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ପିଏମଜିଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ [...]

ମୋଦି ସରକାରରେ ଓଡ଼ିଶାକୁ ୯ ବର୍ଷରେ ମିଳିଛି ୧୮ ଲକ୍ଷ ୮୩ ହଜାର କୋଟିରୁ ଅଧିକ ଅର୍ଥ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ଠାରେ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ମୋଦି ସରକାରରେ ଓଡ଼ିଶାକୁ ୯ ବର୍ଷରେ ମିଳିଛି ୧୮ ଲକ୍ଷ ୮୩ ହଜାର କୋଟିରୁ ଅଧିକ ଅର୍ଥ – ଧର୍ମେନ୍ଦ୍ର ପ୍ରଧାନ • ୟୁପିଏର ଶେଷ ୧୦ ବର୍ଷ ସରକାରରେ ଓଡ଼ିଶାକୁ ମାତ୍ର ୨ ଲକ୍ଷ ୯୩ ହଜାର କୋଟି ଟଙ୍କା ମିଳିଥିଲା • ଜାତୀୟ ରାଜପଥ-୫୩ ଅନ୍ତର୍ଗତ ୪ ଲେନ୍ ବିଶିଷ୍ଟ କାମାକ୍ଷାନଗର-ଡୁବୁରି ସେକ୍ସନର ଉଦଘାଟନ ଏବଂ କଳାହାଣ୍ଡି ଜିଲ୍ଲା [...]

ମିଶନଓଡିଶା@2036*ର ବିଦ୍ୟୁତ ସତ୍ୟାଗ୍ରହ

ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ପାଇଁ ବିଦ୍ୟୁତ ଭିତ୍ତିଭୂମି ଓ ବିଲରେ ସଂଶୋଧନ କରିବାକୁ ରାଜ୍ୟପାଳଙ୍କ ନିର୍ଦେଶ ମିଶନଓଡିଶା@2036*ର ବିଦ୍ୟୁତ ସତ୍ୟାଗ୍ରହ ଭୁବନେଶ୍ୱର :-ଅଗଷ୍ଟ ତା 5ରିଖ, ବିଜୁଳି ମଧ୍ୟ ଆଜିର ଦିନରେ ଆମ ପାଇଁ ଏକ ମୌଳିକ ଆବଶ୍ୟକତା l ହେଲେ ରାଜ୍ୟରେ ମନଇଛା ବିଜୁଳି ବିଲ ଆଦାୟ, ମହଙ୍ଗା ବିଜୁଳି, ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ପୁଣି ଆରମ୍ଭ କଲେଣି ଆଗୁଆ ବିଜୁଳି ବିଲ ଆଦାୟ ବ୍ୟବସ୍ଥା l ଭୁଷୁଡ଼ା [...]

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତନେଇ ବିଜେପି ରାଜ୍ୟ ସଭାପତିଙ୍କ ସୂଚନା

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତନେଇ ବିଜେପି ରାଜ୍ୟ ସଭାପତିଙ୍କ ସୂଚନା ରାଜ୍ୟର ବୁଥ୍ ସଂଗଠନକୁ ସଶକ୍ତ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଦେଇଛନ୍ତି ଗୁରୁମନ୍ତ୍ର : ମନମୋହନ ସାମଲ  ରାଜ୍ୟ କାର୍ଯ୍ୟାଳୟରେ ପାର୍ଟି କାର୍ଯ୍ୟକର୍ତାଙ୍କ ସହ ଭୋଜନ କଲେ ଗୃହମନ୍ତ୍ରୀ  ଆଗାମୀ ନିର୍ବାଚନରେ ପାର୍ଟିକୁ ଜିତାଇବା ପାଇଁ ଦଳୀୟ ପଦାଧିକାରୀ, ବିଧାୟକ, ସାଂସଦ ଓ କୋର କମିଟିକୁ ଦେଲେ ଗୁରୁମନ୍ତ୍ର  ଲୋକମାନଙ୍କର ଅସୁବିଧା, ଅବ୍ୟବସ୍ଥା, [...]