Search for:
  • Home/
  • Month: August 2023

୧୩ଟି ପ୍ରକଳ୍ପ ପାଇଁ ୩୫୭.୬୪ କୋଟି ଟଙ୍କା ମଞ୍ଜୁର।

୫-ଟି ଉପକ୍ରମରେ ମୟୂରଭଞ୍ଜବାସୀଙ୍କ ଅଭିଳାଷକୁ ପୂର୍ଣ୍ଣ କଲେ ମୁଖ୍ୟମନ୍ତ୍ରୀ ୧୩ଟି ପ୍ରକଳ୍ପ ପାଇଁ ୩୫୭.୬୪ କୋଟି ଟଙ୍କା ମଞ୍ଜୁର   ବାରିପଦା,୫-ଟି ଉପକ୍ରମରେ ମୟୂରଭଞ୍ଜବାସୀଙ୍କ ଅଭିଳାଷକୁ ପୂର୍ଣ୍ଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର:ତାଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଗତ ମାର୍ଚ୍ଚ ୨ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତକରି ଜିଲ୍ଲାବାସୀଙ୍କ ପକ୍ଷରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଗୁଡିକର ପରିଦର୍ଶନ କରି ଫେରଗବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ [...]

ସ୍ୱାଧୀନତା ଦିବସ ଉପଲକ୍ଷେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ

ସ୍ୱାଧୀନତା ଦିବସ, ଜାଣନ୍ତୁ- ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୫ତାରିଖରେ ୭୭ତମ ସ୍ୱାଧୀନତା ଦିବସ। ଆଉ ମାତ୍ର ୪ ଦିନ ପରେ ସମଗ୍ର ଦେଶ ବେଶ ଧୁମ୍‌ଧାମ୍‌ରେ ସ୍ୱାଧୀନତା ଦିବସ ପାଳନ କରିବ। ତେବେ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି। ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ କିଏ କେଉଁଠାରେ ପତାକା ଉତ୍ତୋଳନ [...]

କୋରାପୁଟ ଠାରେ ଓଡ଼ିଶା ଲଳିତ କଳା ଏକାଡେମୀର ଚିତ୍ର ପ୍ରଦର୍ଶନୀ

କୋରାପୁଟ ଠାରେ ଓଡ଼ିଶା ଲଳିତ କଳା ଏକାଡେମୀର ଚିତ୍ର ପ୍ରଦର୍ଶନୀ ପ୍ରଦର୍ଶିତ ହେଲା ରାଜ୍ୟର ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ଚିତ୍ରକଳା ଭୁବନେଶ୍ୱର, ୧୦.୦୮.୨୦୨୩ – ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀ କୋରାପୁଟ ଠାରେ “ରଙ୍ଗ ମହ୍ଳାର” ଶୀର୍ଷକ ଏକ ସମସାମୟୀକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି I ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପ୍ରଧାନ, [...]

G20 India ଏବଂ Civil 20 India ସହଯୋଗରେ ଏକ ଶିଖର ସମ୍ମିଳନୀ

  ଭୁବନେଶ୍ୱର:ପ୍ରୟାସ ଅନୁଷ୍ଠାନ ଆନୁକୂଲ୍ୟରେ G20 India ଏବଂ Civil 20 India ସହଯୋଗରେ ଏକ ଶିଖର ସମ୍ମିଳନୀ ମେ ଫେୟାର କନଭେନସନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଦୁଇଟି ଆଲୋଚନା ଚକ୍ର ସାମିଲ ହୋଇଥିଲା l ପ୍ରଥମେ “ଆଜିର ଦିନରେ ହୋଲିଷ୍ଟିକ ଜୀବନ ଶୈଳୀ”ଆଲୋଚନା ହୋଇଥିଲା l ଏହି ଆଲୋଚନା ରେ ସମ୍ମାନିତ ଅତିଥିଭାବେ CYSD ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜଗଦାନନ୍ଦ, ପଦ୍ମଶ୍ରୀ [...]

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ ଓ ପରେଡ୍ ଅଭିବାଦନ ଗ୍ରହଣ କରିବେ ।

ଭୁବନେଶ୍ୱର:ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ ଓ ପରେଡ୍ ଅଭିବାଦନ ଗ୍ରହଣ କରିବେ । ସେହିପରି ମନ୍ତ୍ରୀ ଜଗନ୍ନାଥ ସାରକା- କନ୍ଧମାଳ, ନିରଞ୍ଜନ ପୂଜାରୀ- ପୁରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୋରାପୁଟ, ପ୍ରଦୀପ କୁମାର ଅମାତ- ଗଞ୍ଜାମ, ପ୍ରମିଳା ମଲ୍ଲିକ- ବରଗଡ଼, ଉଷା ଦେବୀ- ସମ୍ବଲପୁର, ପ୍ରଫୁଲ୍ଲ କୁମାର ମଲ୍ଲିକ- କେନ୍ଦୁଝର, [...]

ଆଫ୍ରିକାରୁ ବଳରାମଙ୍କ ମୃତଶରୀର ଭୁବନେଶ୍ଵରରୁ ଖଲିକୋଟ ଫେରିବା ପାଇଁ ଯାତାୟାତ ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର

ଆଫ୍ରିକାରୁ ଓଡ଼ିଶା ଫେରିଲା ବଳରାମଙ୍କ ମୃତଶରୀର ଭୁବନେଶ୍ଵରରୁ ଖଲିକୋଟ ଫେରିବା ପାଇଁ ଯାତାୟାତ ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲା ଖଲିକୋଟ ସହରର ବାସିନ୍ଦା ବଳରାମ ପ୍ରଧାନ ଗତ ୧ବର୍ଷ ପୂର୍ବରୁ ଆଫ୍ରିକାସ୍ଥିତ ଇଥିଓପିଆରେ କାର୍ଯ୍ୟ କରୁଥିଲେ । ଗତ ଅଗଷ୍ଟ ୪ତାରିଖରେ ସେ ଡ୍ୟୁଟିରେ ଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ନିଜ କୋଠରୀକୁ ଫେରିଗଲେ ଏବଂ ତାଙ୍କ ସହକର୍ମୀଙ୍କ ସହାୟତାରେ ନିକଟସ୍ଥ [...]

Inauguration of Infosys BPM Ltd.

Inauguration of Infosys BPM Ltd. Bhubaneswar:10th August 2023, Bhubaneswar: In another milestone for the State, Hon’ble Chief Minister Shri Naveen Patnaik today inaugurated the centre of Infosys BPM Ltd, a wholly owned subsidiary of IT giant Infosys Limited at Bhubaneswar which stands as another compelling testament to Odisha’s remarkable prowess [...]

5T ଉପକ୍ରମରେ ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

  ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି- 5T ଉପକ୍ରମରେ ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ ୨୦୨୪-୨୫ ଶିକ୍ଷା ବର୍ଷରୁ ଏହା କାର୍ଯ୍ୟକାରୀ ହେବ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ   ଭୁବନେଶ୍ୱର:୧୦.୦୮ ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ [...]

ଜାଲ ସାର୍ଟିଫିକେଟ ଯୋଗୁଁ ଶିକ୍ଷୟିତ୍ରୀ ନିଲମ୍ବିତ, ଥାନାରେ ଏତଲା

ଜାଲ ସାର୍ଟିଫିକେଟ ଯୋଗୁଁ ଶିକ୍ଷୟିତ୍ରୀ ନିଲମ୍ବିତ, ଥାନାରେ ଏତଲା ଭୁବନେଶ୍ୱର:ଭଦ୍ରାକ,୧୦।୮: ପୁଣି ଧରାପଡିଲା ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣେ ଶିକ୍ଷୟତ୍ରୀ । ଏମିତି ଘଟଣା ପଦାକୁ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ନାୟକାଣିଡିହି ପଞ୍ଚାୟତର କରଞ୍ଜଆଡିଆ ସରକାରୀ ନୋଡାଲ ହାଇସ୍କୁଲର ଶିକ୍ଷୟତ୍ରୀ ରେବତୀ ଜେନାଙ୍କ ନିଲମ୍ବନ ପରେ । ଜାଲ ସାର୍ଟିଫିକେଟ ଦେଇ ୨୦୦୫ ମସିହାର ଶିକ୍ଷାସହାୟକ ଭାବେ ଚାକିରି ଆରମ୍ଭ କରିଥିଲେ । କରଞ୍ଜଆଡିଆ [...]

ଜିଏସ୍‌ଟି ଠକେଇ ମାମଲାରେ ୭ଟି ସ୍ଥାନରେ ଚଢ଼ାଉ

ଜିଏସ୍‌ଟି ଠକେଇ ମାମଲାରେ ୭ଟି ସ୍ଥାନରେ ଚଢ଼ାଉ ଭୁବନେଶ୍ୱର:ବାରିପଦା:ଜିଏସ୍‌ଟି ଠକେଇ ମାମଲାରେ ବାରିପଦା ସହରର ଦୁଇ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଜିଏସ୍‌ଟି ଯାଞ୍ଚ ଚାଲିଛି। ଦୁଇ ବ୍ୟବସାୟ ପ୍ରତିଷ୍ଠାନ ୪ଟି ଫାର୍ମ ନାମରେ ବ୍ୟବସାୟ ଚଳାଉଥିବା ଜଣା ପଡିଛି । ସେମାନଙ୍କ ଦୋକାନ ଓ ଗୋଦାମ ଗୃହକୁ ମିଶାଇ ୭ଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି । ବାରିପଦା ସହରର ମୁଖ୍ୟ ମାର୍କେଟର ଇଲେକ୍ଟ୍ରିକ୍ ଦୋକାନ କେ କେ ଏ [...]