Search for:
  • Home/
  • Month: August 2023

ୟୁ.ଏ.ପି.ଏ. ପ୍ରତ୍ୟାହାର ସହ କୃଷ୍ଣ ସିକକାଙ୍କୁ ନିସର୍ତ୍ତ ଖଲାସ । ୧୬ ଅଗଷ୍ଟରେ ବିଭିନ୍ନ ଜନ ଆନ୍ଦୋଳନ

  ଭୁବନେଶ୍ୱର:ନିୟମଗିରି ସୁରକ୍ଷା ସମିତି ନେତୃତ୍ବରେ ଚାଲିଥିବା ଆନ୍ଦୋଳନର କର୍ମକର୍ତ୍ତା ଓ ସମର୍ଥକଙ୍କ ବିରୁଦ୍ଧରେ ଲାଗିଥିବା ୟୁ.ଏ.ପି.ଏ. ପ୍ରତ୍ୟାହାର ସହ କୃଷ୍ଣ ସିକକାଙ୍କୁ ନିସର୍ତ୍ତ ଖଲାସ । ୧୬ ଅଗଷ୍ଟରେ ବିଭିନ୍ନ ଜନ ଆନ୍ଦୋଳନ ଓ ମାନବାଧିକାର ସଂଗଠନ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ଘୋଷଣା ଭୁବନେଶ୍ୱର, ତା ୧୨/୦୮/୨୩: ଗତ ଅଗଷ୍ଟ ପାଞ୍ଚ ତାରିଖ ସକାଳେ ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ହାଟରେ [...]

ସହରକୁ ସୁରକ୍ଷିତ, ସ୍ୱଚ୍ଛ ଏବଂ ସୌନ୍ଦର୍ଯ୍ୟମୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌‌ସି) ତରଫରୁ ପଦକ୍ଷେପ

ଗାଈଗୋରୁଙ୍କୁ ରାସ୍ତାକୁ ଛାଡ଼ିଲେ ଉଠାଇନେବ ବିଏମ୍‌‌ସି ରାସ୍ତାରୁ ଧରାଯାଇଥିବା ଗାଈଗୋରୁଙ୍କୁ ନେବାକୁ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର: ସହରକୁ ସୁରକ୍ଷିତ, ସ୍ୱଚ୍ଛ ଏବଂ ସୌନ୍ଦର୍ଯ୍ୟମୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌‌ସି) ତରଫରୁ ବିଭିନ୍ନ  ନିଆଯାଉଛି। ବିଶେଷକରି ସହରର ଟ୍ରାଫିକ୍‌‌ ସମସ୍ୟାକୁ ସଜାଡ଼ିବା ପାଇଁ ଏବଂ ଗାଈଗୋରୁଙ୍କ ଅବାଧ ବିଚରଣଙ୍କୁ ରୋକିବା ପାଇଁ ବିଏମ୍‌‌ସି କର୍ତ୍ତୃପକ୍ଷ ଏ ଦିଗରେ ଗୁରୁତ୍ୱ ଦେଇଛନ୍ତି। ଏ ନେଇ ଶୁକ୍ରବାର ବିଏମ୍‌‌ସି କମିସନର [...]

ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲ ରେ ଉତେଜନା

ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସଳନ୍ଦୀ ହସ୍ପିଟାଲରେ ଉତେଜନା। ଭୁବନେଶ୍ୱର:ଭଦ୍ରକ,; ଅପରେସନ ଟେବୁଲରେ ରୋଗୀ ମୃତ୍ୟୁ ହୋଇଥିବା କୁ ନେଇ ଉତେଜନା । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା ପାତ୍ର ଙ୍କର ଟ୍ୟୁମର ହୋଇଥିଲା । ସେଥିପାଇଁ ସେ ସାଳନ୍ଦୀ ହସ୍ପିଟାଲ ରେ ଅପରେସନ ପାଇଁ ଆଡ଼ମିସନ କରିଥିଲେ. । ଅପରେସନ ପାଇଁ ଗତ ବୁଧବାର ଦିନ [...]

ଗଞ୍ଜେଇ ମାଫିଆ ଓ ପୋଲିସର ଅନୈତିକ ବୁଝାମଣାରୁ ଜନ୍ମ ଫିରିଙ୍ଗିଆ ଘଟଣା: ବିରଂଚି ତ୍ରିପାଠୀ

ଫିରିଙ୍ଗିଆ ହିଂସା ଘଟଣାର ବାସ୍ତବ ସ୍ଥିତି ଅନୁଧ୍ୟାନ କଲେ ବିଜେପି ପ୍ରତିନିଧି ଦଳ ଗଞ୍ଜେଇ ମାଫିଆ ଓ ପୋଲିସର ଅନୈତିକ ବୁଝାମଣାରୁ ଜନ୍ମ ଫିରିଙ୍ଗିଆ ଘଟଣା: ବିରଂଚି ତ୍ରିପାଠୀ  ବାଡ କ୍ଷେତ ଖାଇବାର ପରିଣାମ ହେଉଛି ‘ଫିରିଙ୍ଗିଆ ଘଟଣା’  ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଗତ କାଲି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି  [...]

ବରିଷ୍ଠ ନାଗରିକମାନଙ୍କ ପାଇଁ ଭତାର ପରିମାଣ ବଢ଼ିବ କେବେ? : ତେଜେଶ୍ୱର ପରିଡା

ବରିଷ୍ଠ ନାଗରିକମାନଙ୍କ ପାଇଁ ଭତାର ପରିମାଣ ବଢ଼ିବ କେବେ? : ତେଜେଶ୍ୱର ପରିଡା  ଆବେଦନ କରିବାର ଦୀର୍ଘ ବର୍ଷ ପରେ ମଞ୍ଜୁରୀ ହେଉଛି ଭତା ଟଙ୍କା  ଅନ୍ୟ ରାଜ୍ୟମାନଙ୍କରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସହାୟତା ପରିମାଣ ଯଥେଷ୍ଟ ହୋଇଥିବାବେଳେ ଓଡ଼ଶାରେ ଏହା ଏତେ କମ୍ କାହିଁକି?  ୬୦ ଓ ୮୦ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ପାଇଁ ଭତାର ପରିମାଣ ଯଥାକ୍ରମେ ୫ଶହ ଓ ୭ଶହ ଟଙ୍କାରେ [...]

୪ଟି ଜନ ଅଭିଯୋଗ ଶୁଣାଣି ଶିବିର ସହିତ ମିଶନଶକ୍ତି ସମାବେଶରେ ଯୋଗଦେବେ

୫-ଟି ସଚିବଙ୍କ ମୟୂରଭଞ୍ଜ ଗସ୍ତ ଦ୍ବିତୀୟ ଦିନ ଶକ୍ତି କାଫେର ମା ମାନଙ୍କୁ ପ୍ରଶଂସା ୪ଟି ଜନ ଅଭିଯୋଗ ଶୁଣାଣି ଶିବିର ସହିତ ମିଶନଶକ୍ତି ସମାବେଶରେ ଯୋଗଦେବେ ଭୁବନେଶ୍ୱର:ବାରିପଦା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତର ଆଜି ଦ୍ବିତୀୟ ଦିନ। ସକାଳେ ଶ୍ରୀ ପାଣ୍ଡିଆନ ବାରିପଦା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରର ମିଶନ ଶକ୍ତି ମା’ ମାନଙ୍କ ଦ୍ବାରା [...]

ବିକାଶ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ |

12 ରୁ 30 ଅଗଷ୍ଟ, 2023 ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପ୍ରମୁଖ ଭିତ୍ତିଭୂମି ବିକାଶ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ | • 12 ଅଗଷ୍ଟରୁ 30 ଅଗଷ୍ଟ ମଧ୍ୟରେ ହରିଦାସପୁର, ଭୁବନେଶ୍ୱର, ମଞ୍ଚେଶ୍ୱର, କଟକ, ସମ୍ବଲପୁର ଏବଂ ସମ୍ବଲପୁର ସିଟି ରେଳ ଷ୍ଟେସନ ମାନଙ୍କରେ ନିରାପତ୍ତା ସମ୍ବନ୍ଧୀୟ ତଥା ଭିତ୍ତିଭୂମି ସମ୍ପର୍କିତ ବିକାଶମୂଳକ କାର୍ଯ୍ୟ କରାଯିବ | 17 ରୁ 30 ଅଗଷ୍ଟ, 2023 ସମୟ [...]

ସୁର ଭାଇଙ୍କ ୮୦ତମ ଜନ୍ମ ଉତ୍ସବ

ସୁର ଭାଇଙ୍କ ୮୦ତମ ଜନ୍ମ ଉତ୍ସବ ଭୁବନେଶ୍ୱର,/୮ : ବରିଷ୍ଠ କଂଗେସ ବିଧାୟକ ଜନମାନସରେ ପ୍ରତିଷ୍ଠିତ, ସମସ୍ତଙ୍କ ପ୍ରୀୟ ସୁର ଭାଇ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମ ଉତ୍ସବ ମାଉସିମା ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ବିଏମ୍‌ସି ହସ୍‌ପିଟାଲ, ଜଟଣୀ ହସ୍‌ପିଟାଲରେ ଓ ଲିଙ୍ଗରାଜ ମନ୍ଦିରଠାରେ ଫଳ ବଂଟନ, ମାଉସିମା ଛକଠାରେ ଭଜନ ସମାରୋହ ଓ ରକ୍ତଦାନ ଶିବିର କରାଯାଇଥିଲା । ସେହିପରି ରାମେଶ୍ୱର [...]

ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା:

ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ● କଟକ-ପାରାଦୀପ ରେଳ ସେକ୍ସନରେ କଟକ ଏବଂ କନ୍ଦରପୁର ରେଳ ଷ୍ଟେସନ ମଧ୍ୟରେ ଅଟୋ-ସିଗନାଲ୍ କାର୍ଯ୍ୟ | ● ଅଟୋ-ସିଗନାଲିଙ୍ଗର ଆଧୁନିକୀକରଣ କାର୍ଯ୍ୟ ଟ୍ରେନ ଚଳାଚଳର କ୍ଷମତାକୁ ବହୁ ପରିମାଣରେ ବୃଦ୍ଧି କରିବ କାରଣ ବର୍ତ୍ତମାନର ଟ୍ରାକ୍ ବ୍ୟବହାର କରି ସମାନ ମାର୍ଗରେ ଅଧିକ ଟ୍ରେନ୍ ଚଳାଯାଇପାରିବ | ● ଭୁବନେଶ୍ୱର-କଟକ-ନର୍ଗୁଣ୍ଡି ରେଳ ସେକ୍ସନରେ ଟ୍ରେନ ସେବା ପ୍ରଭାବିତ ହେବ | କଟକ-ପାରାଦୀପ ରେଳ [...]

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଅନୁଗୋଳର ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରି ଥଇଥାନ କରିବା ପାଇଁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ଖଣ୍ଡିଏ ନମିଳିବା ଦୁର୍ଭାଗ୍ୟର ବିଷୟ • ଭୂମି ଅଧିଗ୍ରହଣ ସମୟରେ ନଷ୍ଟ ହୋଇଯାଇଥିବା ପାଣିହତାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା [...]