Search for:
  • Home/
  • Month: August 2023

ରାଜଧାନୀ ରେ ଖୋଲିଲା ନୂଆ ରେସ୍ତୋରାଁ “ଫିଲିଙ୍ଗ ଷ୍ଟେସନ୍”

ରାଜଧାନୀ ରେ ଖୋଲିଲା ନୂଆ ରେସ୍ତୋରାଁ “ଫିଲିଙ୍ଗ ଷ୍ଟେସନ୍” ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ମଧ୍ୟ ଭାଗ ଖାରବେଳ ନଗର ଠାରେ ଶୁଭାରମ୍ଭ ହେଲା ନୂଆ ରେସ୍ତୋରାଁ “ଫିଲିଙ୍ଗ ଷ୍ଟେସନ୍” l ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ର ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ଯୁବ ଓ ଛାତ୍ର ବ୍ୟାପାର ବିଜେଡି ର “ସାଧାରଣ ସମ୍ପାଦକ” ତଥା ଧର୍ମଶାଳା ର ମାନ୍ୟବର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, [...]

ଡେଙ୍ଗୁ ମାରିବା ପାଇଁ ଡ୍ରୋନ୍ ନୁହେଁ, ମେୟର ରାଫେଲ୍ ବ୍ୟବହାର କରନ୍ତୁ-ସୁନୀତି ମୁଣ୍ଡ୍‌

ଡେଙ୍ଗୁ ମାରିବା ପାଇଁ ଡ୍ରୋନ୍ ନୁହେଁ, ମେୟର ରାଫେଲ୍ ବ୍ୟବହାର କରନ୍ତୁ-ସୁନୀତି ମୁଣ୍ଡ୍‌ – ବିଏମ୍‌ସିର ଜରିମାନା ଆଦାୟ ନିଷ୍ପତିକୁ ଜୋର୍‌ଦାର ବିରୋଧ, ଏହା ଜିଜିଆ କର ଏବଂ ତୋଗଲକି ନିଷ୍ପତି – ଆଗ ନିଜ ଦାୟିତ୍ୱ ବୁଝନ୍ତୁ, ଲୋକଙ୍କ ଉପରେ ଜରିମାନା ଗ୍ରହଣୀୟ ନୁହେଁ – ଭୁବନେଶ୍ୱର ମହାନଗର ନିଗମ ଜନସାଧାରଣଙ୍କୁ ନୁହେଁ ମଶା ମାରୁ ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ଘଟଣାରେ ବିଜେପି [...]

ରାଜ୍ୟ କ୍ୟାବିନେଟ୍ ରେ ୧୯ ପ୍ରସ୍ତାବ ମଂଜୁର

ନୂଆ’ ଓଡ଼ିଶା ଯୋଜନାକୁ କ୍ୟାବିନେଟ୍ ମୋହର ରାଜ୍ୟ କ୍ୟାବିନେଟ୍ ରେ ୧୯ ପ୍ରସ୍ତାବ ମଂଜୁର ଭୁବନେଶ୍ୱର: ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିବର୍ଷ ୧ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ୩୮୫ କୋଟି ଟଙ୍କା ବ୍ୟୟରେ ନୂତନ ଉନ୍ନତ ଅଭିଲାଷା(ନୂଆ) ଓଡ଼ିଶା ଯୋଜନା ଉପରେ କ୍ୟାବିନେଟ୍ ମୋହର ଲାଗିଛି । ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହନ ଏବଂ ଦକ୍ଷ ମାନବ ସମ୍ବଳ ସୃଷ୍ଟି [...]

ଚାଷୀଙ୍କ ସମସ୍ୟାକୁ ନେଇ ବିଜେଡି ସରକାର ବିରୁଦ୍ଧରେ ଲଢେଇକୁ ଆହୁରି ଶାଣିତ କରିବ ବିଜେପି: ମହେଶ୍ୱର ସାହୁ

ନୂତନ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଚାଷୀଙ୍କ ସମସ୍ୟାକୁ ନେଇ ବିଜେଡି ସରକାର ବିରୁଦ୍ଧରେ ଲଢେଇକୁ ଆହୁରି ଶାଣିତ କରିବ ବିଜେପି: ମହେଶ୍ୱର ସାହୁ  ଶାସକ ବିଜୁ ଜନତା ଦଳର ମିଛ ପ୍ରତିଶୃତି ଓ ପ୍ରତାରଣାର ଶିକାର ହେଉଛନ୍ତି ଚାଷୀକୁଳ  ୨୩ ବର୍ଷର ଶାସନରେ ବିଜେଡି ସରକାର ଜଳସେଚନ ବ୍ୟବସ୍ଥାକୁ ସୁଧାରି ପାରିଲେ ନାହିଁ ଭୁବନେଶ୍ୱର, ତା.୧୨/୦୮: ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା [...]

ପୁଣି ମୋଦୀ ! ଫୁଣି ବିଜେଡି ସୁପ୍ରିମୋ ନବୀନ

ଇଣ୍ଡିଆ ଟିଭି-ସିଏନଏକ୍ସ ଓପନିୟନ୍ ପୋଲ୍ ନୂଆଦିଲ୍ଲୀ/ଭୁବନେଶ୍ୱର: ଏବେ ନିର୍ବାଚନ ହେଲେ ଏନଡିଏ ପୁଣି ଥରେ କେନ୍ଦ୍ରରେ ସରକାର ଗଢ଼ିବ । ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ହେବେ ଦେଶର ପ୍ରଧାନମନ୍ତ୍ରୀ । ସେହିଭଳି ଓଡ଼ିଶାରେ ପୁଣି ସରକାର ଗଢ଼ିବ ବିଜେଡି । ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ।ଇଣ୍ଡିଆ ଟିଭି ଏବଂ ସିଏନଏକ୍ସର ଓପନିୟନ୍ ପୋଲ୍ ଏହି ପୂର୍ବାନୁମାନ କରିଛି । ଏହାର ଆକଳନ [...]

Dr. Achyuta Samanta Conferred Honorary Doctorate Degrees by Prominent Guatemalan Universities

Dr. Achyuta Samanta Conferred Honorary Doctorate Degrees by Prominent Guatemalan Universities Bhubaneswar, Aug 12: The Founder of KIIT and KISS Dr. Achyuta Samanta has been conferred honorary doctorate degrees by two prominent universities in Guatemala. The degrees were conferred on him in recognition of his exceptional contributions to education and [...]

ବର୍ଜପାତ ଘଟି 15 ଛାତ୍ର ଛାତ୍ରୀ ଗୁରୁତର

ଭୁବନେଶ୍ୱର:ଅସ୍ଥାୟୀ ଭାବେ କୁଦାନଗରୀଠାରେ ଚାଲିଥିବା ଗରଦପୁର ବ୍ଲକର ଆଦର୍ଶ ବିଦ୍ୟାଳୟ ଉପରେ ବର୍ଜପାତ ଘଟି 15 ଛାତ୍ର ଛାତ୍ରୀ ଗୁରୁତର ହୋଇ ପାଟକୁରା ମେଡିକାଲ ରେ ଚିକିତ୍ସିତ ଓ ୨ ଜଣ କେଦ୍ରାପଡ଼ା ମେଡିକାଲକୁ ସ୍ଥାନାନ୍ତରିତ l ଏହି ଘଟଣାରେ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛଥି। [...]

WORLD ELEPHANT DAY

WORLD ELEPHANT DAY Bhubaneswar:Regional Science Centre, Bhubaneswar a unit of the National Council of Science Museums (NCSM), is the first regional level science centre in the state of Odisha. Since its inception, the centre has been attracting a large number of visitors, especially school students, from all over the state [...]

ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା ।

ଭୁବନେଶ୍ୱର:ଆଜି ଭୁବନେଶ୍ୱର ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲା ଦୁର୍ବୃତ । ଖଣ୍ଡା ଓ କଟୁରୀରେ ଯୁବକଙ୍କୁ ହାଣି ଲହୁଲୁହାଣ କରି ପକାଇଛି ଦୁର୍ବୃତ୍ତ ।ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଆହତ ଯୁବକଙ୍କୁ ଭର୍ତ୍ତି କରାଯାଇଛି । ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଆକ୍ରମଣ ପଛର କାରଣ ଏପର୍ଯ୍ରନ୍ତ ଜଣାପଡି ନାହିଁ । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଁଚି [...]

ଖରାପ ବ୍ୟବହାର କଲେ ଚିକିତ୍ସା ପାଇଁ ମନା କରିପାରିବେ ଡାକ୍ତର।

ଖରାପ ବ୍ୟବହାର କଲେ ଚିକିତ୍ସା ପାଇଁ ମନା କରିପାରିବେ ଡାକ୍ତର ଭୁବନେଶ୍ୱର:ନୂଆଦିଲ୍ଲୀ: ଡାକ୍ତରଙ୍କ ବିରୋଧରେ ହିଂସା ଘଟଣାକୁ ବନ୍ଦ କରିବା ପାଇଁ ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ବଡ଼ ପଦକ୍ଷେପ ନେଇଛନ୍ତି। ଡାକ୍ତରଙ୍କ ସୁରକ୍ଷାକୁ ନେଇ କମିଶନ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ରେଜିଷ୍ଟର୍ଡ ମେଡିକାଲ ପ୍ରାକ୍ଟିସନର୍ସ (ଆରଏମ୍‌ପି) ତଥା ଡାକ୍ତରଙ୍କୁ ଅଧିକ କ୍ଷମତା ଦିଆଯାଇଛି। ପ୍ରଥମ ଥର ପାଇଁ ଡାକ୍ତର ରୋଗୀଙ୍କ ଚିକିତ୍ସା ପାଇଁ ମନା କରିବାର [...]