Search for:
  • Home/
  • Month: August 2023

ପର୍ଯ୍ୟଟନ ବିଭାଗ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

ପର୍ଯ୍ୟଟନ ବିଭାଗ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ଭୁବନେଶ୍ବର- ତା.୧୫.୦୮.୨୦୨୩- ପର୍ଯ୍ୟଟନ ବିଭାଗ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ରାଜ୍ୟ ପର୍ଯ୍ୟଟନ ଭବନରେ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରୀ, [...]

ଆଜି ୧୫ ଅଗଷ୍ଟ । ସ୍ୱାଧୀନତା ଦିବସ। ଏହି ପବିତ୍ର ଦିବସରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ।:ମୁଖ୍ୟମନ୍ତ୍ରୀ ନବୀନ

ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ୧୫ ଅଗଷ୍ଟ । ସ୍ୱାଧୀନତା ଦିବସ। ଏହି ପବିତ୍ର ଦିବସରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବିର୍ସା ମୁଣ୍ଡା, ବୀର ସୁରେନ୍ଦ୍ର ସାଏ, [...]

ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ପରିସରରେ ୭୭ତମ ସ୍ବାଧୀନତା ଦିବସ ପାଳିତ

ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ପରିସରରେ ୭୭ତମ ସ୍ବାଧୀନତା ଦିବସ ପାଳିତ ଭୁବନେଶ୍ୱର : ଦେଶ ପାଳୁଛି ୭୭ତମ ସ୍ବାଧୀନତା ଦିବସ । ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଛି ସ୍ବାଧୀନତା ଦିବସ । ବିଜେଡି ଉପସଭାପତି ଦେବୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସାଂସଦ ଅମର ପଟ୍ଟନାୟକ, ସୁଲତା ଦେଓ, [...]

୭୭ ତମ ସ୍ୱାଧିନତା ଦିବସ ପାଇଁ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ରାଜଧାନୀରେ ବିଭିନ୍ନ କାର୍ଯ୍ୟାଳୟ

୭୭ ତମ ସ୍ୱାଧିନତା ଦିବସ ପାଇଁ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ରାଜଧାନୀରେ ବିଭିନ୍ନ କାର୍ଯ୍ୟାଳୟ ଏବଂ ରାଜଧାନୀ ରାଜରାସ୍ତା ଭୁବନେଶ୍ବର : ଆସନ୍ତାକାଲି ଦେଶ ପାଳିବ ୭୭ତମ ସ୍ୱାଧିନତା ଦିବସ। ସ୍ବାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇପଡିଥିବା ବେଳେ କାଲିର ସକାଳକୁ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ସ୍ବାଧୀନତା ଦିବସ ପାଇଁ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ରଙ୍ଗିନ ଆଲୋକମାଳାରେ ତ୍ରିରଙ୍ଗାମୟ କରାଯାଇଛିି। [...]

ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଭୁବନେଶ୍ୱର, ୧୪.୮ : ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ଏହାର ରକ୍ଷଣାବେକ୍ଷଣ, ରକ୍ତଦାନ ଶିବିରର ଆୟୋଜନ, ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ସ୍କୁଲ୍‌ରେ ମେଧାବୃତ୍ତି ପ୍ରଦାନ, ବନ୍ୟା, ବାତ୍ୟା ଓ କରୋନା ସମୟରେ ପୀଡ଼ିତ ଲୋକମାନଙ୍କୁ ପାନୀୟ ଜଳ ଯୋଗାଣ ଓ ରନ୍ଧାଖାଦ୍ୟ ବଣ୍ଟନ, ବିଭିନ୍ନ ଯୁବବର୍ଗଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ, ମାଇକ୍ରୋ [...]

ଓଡ଼ିଶାବାସୀଙ୍କୁ ବିଶ୍ୱସନୀୟ ବିକଳ୍ପ ଯୋଗାଇ ଦିଆଯିବ : ଅକ୍ଷୟ କୁମାର

ଓଡ଼ିଶାବାସୀଙ୍କୁ ବିଶ୍ୱସନୀୟ ବିକଳ୍ପ ଯୋଗାଇ ଦିଆଯିବ : ଅକ୍ଷୟ କୁମାର ପ୍ରାୟଶ୍ଚିତ ଅନଶନ ଷଷ୍ଠ ଦିନରେ ଭୁବନେଶ୍ୱର, ୧୪.୮ : ନବୀନଙ୍କ ଅପାରଗ ଓ ଭ୍ରଷ୍ଟା·ର ସରକାରର ଅନ୍ତ ଘଟାଇବା ପାଇଁ ବିଶେଷକରି ନବୀନଙ୍କ କୁଶାସନ ଆମେ କାହିଁକି ସହିଲୁ ଏଥିନେଇ ନବନିର୍ମାଣ ସ୍ୱରାଜ ସରକାରର ଆବାହକ ଅକ୍ଷୟ କୁମାର ଅଗଷ୍ଟ ୯ରୁ ୧୫ କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲୋୟର ପିଏମ୍‌ଜିରେ ·ଲିଥିବା ଅନଶନ ଷଷ୍ଠ ଦିନରେ [...]

ଓଡ଼ିଶାରେ ବ୍ରାହ୍ମଣ କଲ୍ୟାଣ ନିଗମ ପ୍ରତିଷ୍ଠା ଦାବି କଲା ଓଡ଼ିଶା ବ୍ରାହ୍ମଣ ମହାସଂଘ

ଓଡ଼ିଶାରେ ବ୍ରାହ୍ମଣ କଲ୍ୟାଣ ନିଗମ ପ୍ରତିଷ୍ଠା ଦାବି କଲା ଓଡ଼ିଶା ବ୍ରାହ୍ମଣ ମହାସଂଘ ଭୁବନେଶ୍ୱର, ୧୪.୮ : ଓଡ଼ିଶାରେ ବ୍ରାହ୍ମଣମାନଙ୍କର ସଂଖ୍ୟା ପ୍ରାୟ ୩୮ ଲକ୍ଷ ଏବଂ ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ବ୍ରାହ୍ମଣ ଦାରିଦ୍ର୍ୟର ସୀମାରେଖା ତଳେ ଅଛନ୍ତି । ଅଥଚ ସରକାର ବ୍ରାହ୍ମଣମାନଙ୍କୁ ଉଚ୍ଚବର୍ଗର ବୋଲି ସ୍ୱୀକାର କରି ସମସ୍ତ ପ୍ରକାର ଆର୍ଥିକ, ଶୈକ୍ଷିକ ଓ ସାମାଜିକ ସୁବିଧାରୁ ବଞ୍ôଚତ କରିଛନ୍ତି । ନିକଟ ଅତୀତରେ ଆନ୍ଧ୍ରପ୍ରଦେଶ, [...]

ବିଜେପି ଦଳର ପ୍ରବଂଚନାକୁ ଓଡ଼ିଶାବାସୀ ଠିକ୍‌ ବୁଝିସାରିଲେଣି – କଂଗ୍ରେସ

ବିଜେପି ଦଳର ପ୍ରବଂଚନାକୁ ଓଡ଼ିଶାବାସୀ ଠିକ୍‌ ବୁଝିସାରିଲେଣି – କଂଗ୍ରେସ ଭୁବନେଶ୍ୱର ତା. ୧୪.୭- ବିଜେପି ଦଳର ପ୍ରବଂଚନାକୁ ଓଡ଼ିଶାବାସୀ ଠିକ୍‌ ବୁଝି ସାରିଲେଣି, ଯେତେ ତ୍ରୀରଙ୍ଗା ଯାତ୍ରାକରି ପାପ ଧୋଇବାକୁ ଚେଷ୍ଟା କଲେ ମଧ୍ୟ ସେଥିରେ ସେମାନେ ସଫଳ ହେବେ ନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟ [...]

ଭୁବନେଶ୍ୱରରେ ଓକାୟା ଇଭିର ନୂଆ ଡିଲରସିପ୍ ଏଆଣ୍ଡ୍‌ଟି ଅଟୋମୋବାଇଲ୍ସର ଶୁଭାରମ୍ଭ

ଭୁବନେଶ୍ୱରରେ ଓକାୟା ଇଭିର ନୂଆ ଡିଲରସିପ୍ ଏଆଣ୍ଡ୍‌ଟି ଅଟୋମୋବାଇଲ୍ସର ଶୁଭାରମ୍ଭ · ଏଠାରେ ହାଇସ୍ପିଡ୍‌, ଲୋ-ସ୍ପିଡ୍ ଇଭି ମଡେଲ୍‌ଗୁଡିକର ରେଞ୍ଜ ଉପଲବ୍ଧ ହେବ ଭୁବନେଶ୍ୱର : ଏକ ପ୍ରତିଷ୍ଠିତ ଇଲେକ୍‌ଟ୍ରିକ୍ ଯାନ ନିର୍ମାତା ଓକାୟା ଇଭି, ଭୁବନେଶ୍ୱରର ଖଣ୍ଡଗିରିଠାରେ ଏହାର ଅତ୍ୟାଧୁନିକ ଡିଲରସିପ୍ ଏଆଣ୍ଡ୍‌ଟି ଅଟୋମୋବାଇଲ୍ସର ଶୁଭାରମ୍ଭ ଘୋଷଣା କରିଛି । ଏହି କାର୍ଯ୍ୟକ୍ରମ ସ୍ଥାୟୀ ପରିବହନ ଓ ଅଟୋମୋଟିଭ୍ ଉଦ୍ଭାବନର ଭବିଷ୍ୟତକୁ ନୂଆ ରୂପ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ [...]