Search for:
  • Home/
  • Month: August 2023

ପୂର୍ବତନ ବିଧାୟକା ନିବେଦିତା ପ୍ରଧାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ପୂର୍ବତନ ବିଧାୟକା ନିବେଦିତା ପ୍ରଧାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ କୁନି ଅପା ଦଳ ପାଇଁ ସଂଘର୍ଷ, ସମର୍ପଣ ଓ ପରିଶ୍ରମର ଏକ ବେଞ୍ଚମାର୍କ ଛାଡି ଯାଇଛନ୍ତି- ଧର୍ମେନ୍ଦ୍ର ପ୍ରଧାନ • ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ନିବେଦିତା ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ • କୁନି ଅପାଙ୍କ ଯୋଗଦାନକୁ କେବେ ଭୁଲା ଯାଇ ପାରିବ ନାହିଁ ଭୁବନେଶ୍ୱର, ଅଗଷ୍ଟ – ପୂର୍ବତନ ବିଧାୟିକା ଓ କଟକ [...]

ଦେଶାତ୍ମବୋଧ ଭାବଧାରାରେ ସମର୍ପିତ ଭାରତୀୟମ

ଭୁବନେଶ୍ୱର:ଦେଶାତ୍ମବୋଧ ଭାବଧାରାରେ ସମର୍ପିତ ଭାରତୀୟମ (ସଂଗୀତରେ ମାତୃଭୂମିବନ୍ଦନା ) ଦେଶ ର 77ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଆୟୋଜିତ ତଥା ଓଡିଶା ସଙ୍ଗୀତ ନାଟକ ପ୍ରସ୍ତୁତ ଭାରତୀୟମ ଦେଶାତ୍ମବୋଧ ସଙ୍ଗୀତ ଉତ୍ସବ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ସୁନ୍ଦର ଭାବଧାରା ସୃଷ୍ଟି କରିଥିଲେ ରାଜ୍ୟ ର ଜଣାଶୁଣା ଶିଳ୍ପୀ ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ [...]

ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ। ଶ୍ରଦ୍ଧାଞ୍ଜଳୀ

ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୫ମ ବାର୍ଷିକ ପୂଣ୍ୟତିଥିରେ ରାଜ୍ୟ ବିଜେପିର ଶ୍ରଦ୍ଧାଞ୍ଜଳୀ ଭାରତ ବିକାଶର ନୂଆ ଅଧ୍ୟାୟ ଓ ବିପ୍ଳବ ସୃଷ୍ଟି କରିଥିଲେ ଅଟଳଜୀ : ମନମୋହନ ସାମଲ  ଏମ୍ସ ମେଡିକାଲ ପରିସର ସ୍ଥିତ ସ୍ୱର୍ଗତଃ ବାଜପେୟିଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଭୁବନେଶ୍ୱର, ତା.୧୬/୦୮: ମହାନ୍ ରାଷ୍ଟ୍ରପୁରୁଷ, ଦୂରଦ୍ରଷ୍ଟା, ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ [...]

ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

  ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ଉପକୃତ ହେବେ ୭ ଲକ୍ଷ ୨୫ ହଜାର ଲୋକ ଭୁବନେଶ୍ୱର:ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା [...]

୭୭ ତମ ସ୍ୱାଧୀନତା ଦିବସ ର ସ୍ବାଧୀନତା ସଂଗ୍ରାମୀ ଉତମା ସାହୁଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ ।

ୱି ଫର ଭୂବନେଶ୍ବର ସଂଗଠନ ଦ୍ବାରା ୭୭ ତମ ସ୍ୱାଧୀନତା ଦିବସ ରେ ସ୍ବାଧୀନତା ସଂଗ୍ରାମୀ ଉତମା ସାହୁଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଗଲା। [...]

କୁମ୍ଭୀର ପାଟିରେ ମହିଳାଙ୍କ ଜୀବନ।

ଭୁବନେଶ୍ୱର:କୁମ୍ଭୀର ପାଟିରେ ଗଲା ମହିଳାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବରୀ ବ୍ଳକ ଅମଠପୁର ଦେଇ ପ୍ରବାହିତ ବିରୂପା ନଦୀରେ । ମୃତ ମହିଳା ହେଲେ ଅମଠପୁର ପଞ୍ଚାୟତ ପାଲଟପୁର ଗ୍ରାମ ର ଅନାମ ଜେନା ପତ୍ନୀ ଜ୍ୟୋତ୍ସ୍ନା। ସେ ନଦୀ କୂଳରେ ବସି ଲୁଗା ସଫା କରୁଥିବା ସମୟରେ ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ କୁ [...]

ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଭୁବନେଶ୍ୱର, ରାଜ୍ୟ ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଅପରାହ୍ନରେ ଉଦଘାଟିତ ହୋଇଯାଇଛି lଉଦଘାଟନ ପରେ ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା lଏହି ଉଦଘାଟନ ସମୟରେ ସଂସଦୀୟ ବ୍ୟାପାର ଓ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, [...]

କଂଗ୍ରେସ ର ସ୍ୱାଧୀନତା ଦିବସ ପାଳିତ

ପିସିସି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ ଭୁବନେଶ୍ୱର ତା. ୧୬.୮- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ୭୭ତମ ପବିତ୍ର ସ୍ୱାଧୀନତା ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ [...]

ଲିଟର ପିଛା ମନ ଇଚ୍ଛା ୧୫୦ରୁ ୨୦୦ ବିକିଲେ।

ଭୁବନେଶ୍ୱର:ସ୍ୱାଧୀନତା ଦିବସରେ ପେଟ୍ରୋଲ କଳାବଜାରୀ ବନ୍ଦ୍ ର ଫାଇଦା ନେଲେ ଅସାଧୁ ବ୍ୟବସାୟୀ ଲିଟର ପିଛା ମନ ଇଚ୍ଛା ୧୫୦ରୁ ୨୦୦ ବିକିଲେ ସ୍ୱାଧୀନତା ଦିବସ ଉପଲକ୍ଷେ ଅନେକ ବେସରକାରୀ ଅନୁଷ୍ଠାନ ଓ ସଂସ୍ଥାନ ବନ୍ଦ୍ ରହିଛି । ତା ମଧ୍ୟରେ ଘରୋଇ ପେଟ୍ରୋଲ ପମ୍ପ ମଧ୍ୟ । ବେଳ, କାଳ ଓ ସୁଯୋଗ ଦେଖି ଏହାର ଫାଇଦା ନେଇଛନ୍ତି କିଛି ଅସାଧୁ ବ୍ୟବସାୟୀ । ନିର୍ଦ୍ଧାରିତ ଦାମ୍ ଠାରୁ [...]