Search for:
  • Home/
  • Month: August 2023

ରେଳ ପରିବହନ କ୍ଷେତ୍ରରେ ଓଡିଶାର ଭୂମିକା ବୃଦ୍ଧି ପାଇବ ଏବଂ ଆର୍ଥୀକ କ୍ଷେତ୍ରରେ ଓଡିଶା ଆହୁରି ସୁଦୃଢ ହେବ : ମନମୋହନ ସାମଲ

‘ନିର୍ଗୁଣ୍ଡି–ବାରଙ୍ଗ’ ଏବଂ ‘ଖୋର୍ଦ୍ଧା ରୋଡ–ବିଜୟନଗରମ୍‌’ ତୃତୀୟ ରେଳଲାଇନ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ରେଳ ପରିବହନ କ୍ଷେତ୍ରରେ ଓଡିଶାର ଭୂମିକା ବୃଦ୍ଧି ପାଇବ ଏବଂ ଆର୍ଥୀକ କ୍ଷେତ୍ରରେ ଓଡିଶା ଆହୁରି ସୁଦୃଢ ହେବ : ମନମୋହନ ସାମଲ  ଐତିହାସିକ ନିଷ୍ପତି ପାଇଁ ରାଜ୍ୟବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ଭୁବନେଶ୍ୱର, ତା.୧୭/୦୮: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନକୁ [...]

ସ୍ୱାଧୀନତା ଦିବସରେ ସ୍ୱାବଲମ୍ବୀ ହେବାର ଶିକ୍ଷା

ସ୍ୱାଧୀନତା ଦିବସରେ ସ୍ୱାବଲମ୍ବୀ ହେବାର ଶିକ୍ଷା ଭୁବନେଶ୍ୱର ୧୭/୦୮,ରାଜ୍ୟର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ନ୍ୟାସନାଲ ହ୍ୟୁମାନ ୱେଲ୍‌ଫେୟାର ବୋର୍ଡ ଟ୍ରଷ୍ଟ (ଏନ୍.ଏଚ୍.ଡବ୍ଲୁ.ବି.ଟି.) ପକ୍ଷରୁ ସ୍ଥାନୀୟ ବିଜେବି ନଗର ସ୍ଥିତ ଅରବିନ୍ଦ କଲୋନୀ କମ୍ୟୁନିଟି ହଲ୍‌ରେ ବର୍ଜ୍ୟବସ୍ତୁରୁ ଘରସଜା ଉପକରଣ ତିଆରି ଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ଉଦ୍ଘାଟକ ଭାବରେ ସନ୍ଥ କୃଷ୍ଣାନନ୍ଦ ଗିରି ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଆଗାମୀ ପିଢ଼ିକୁ ସ୍ୱାବଲମ୍ବୀ ହେବାରେ ସହଯୋଗ [...]

ସମାଜସେବୀ ବା ସାମାଜିକ କର୍ମୀ ମାନଙ୍କ ସୁରକ୍ଷା ଓ ଭବିଷ୍ୟତ ନିକଟରେ ସାତୋଟି ଦାବିପତ୍ର ପ୍ରଦାନ କରିଛି ଓଡିଶା ସମାଜସେବୀ ମହାସଙ୍ଘ ।

  ଭୁବନେଶ୍ୱର:ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କାଳଜୟୀ ଦର୍ଶନ କୁ ନିଜର ଜୀବନ ଦର୍ଶନ ଭାବେ ନିସ୍ୱାର୍ଥପର ଭାବେ ସେବା ଯୋଗାଉଥିବା ସମାଜସେବୀ ବା ସାମାଜିକ କର୍ମୀ ମାନଙ୍କ ସୁରକ୍ଷା ଓ ଭବିଷ୍ୟତ ନିକଟରେ ସାତୋଟି ଦାବିପତ୍ର ପ୍ରଦାନ କରିଛି ଓଡିଶା ସମାଜସେବୀ ମହାସଙ୍ଘ । ସମାଜସେବା କରିବାପାଇଁ କେହି କାହାକୁ ବାଧ୍ୟ କରନ୍ତିନି ମାତ୍ର ଯେଉଁ ସମାଜସେବୀ ଟିଏ ନିଜେ ଦୁଃଖକଷ୍ଟ ରେ ରହି ସମାଜରେ ସ୍ବତ ପ୍ରବୃତ୍ତ [...]

ଓଡ଼ିଶାରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେଲେ ଅର୍ଥମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ

ଓଡ଼ିଶାରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେଲେ ଅର୍ଥମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ବଳିଦାନୀ ବୀରଙ୍କ ପ୍ରତି ଛାତ୍ରଛାତ୍ରୀମାନେ ସମ୍ମାନ କରିବା ଦେଶ ପାଇଁ ଶୁଭ ସଙ୍କେତ- ନିର୍ମଳା ସୀତାରମଣ ମା’, ମାଟି ଓ ଶହୀଦଙ୍କୁ ସମ୍ମାନ ଜଣାଇବା – ଧର୍ମେନ୍ଦ୍ର ପ୍ରଧାନ • ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଜୟୀ ରାଜଗୁରୁଙ୍କ ଜନ୍ମମାଟି ବୀର ହରେକୃଷ୍ଣପୁରରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ବିଭିନ୍ନ କାର୍ଯ୍ୟକ୍ରମରେ [...]

ଓଡ଼ିଶା-ମୋ ପରିବାର ପକ୍ଷରୁ ବି.ଡ଼ି.ଏ କଲୋନୀରେ ଚକ୍ଷୁ ପରୀକ୍ଷା ଶିବିର

ଓଡ଼ିଶା-ମୋ ପରିବାର ପକ୍ଷରୁ ବି.ଡ଼ି.ଏ କଲୋନୀରେ ଚକ୍ଷୁ ପରୀକ୍ଷା ଶିବିର (ଶିବିରରେ ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆବଶ୍ୟକତା ଅନୁଯାୟୀ ସହାୟତା ଯୋଗାଇ ଦିଆଗଲା) ଭୁବନେଶ୍ୱର:ଆଜି ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ଅନ୍ତର୍ଗତ ବି.ଡ଼ି.ଏ କଲୋନୀ, କମ୍ୟୁନିଟି ହଲ୍ ରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ସକାଳ ୮ଟା ରୁ ଆରମ୍ଭ ହୋଇ ଏହି ଶିବିରରେ ଚକ୍ଷୁ [...]

୧୩ ବର୍ଷର ବାଳକକୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

୧୩ ବର୍ଷର ବାଳକକୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଦେବଗଡ଼: ଜଣେ ୧୩ ବର୍ଷର ବାଳକକୁ ରକ୍ତଦାନ କରି ତାଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଦେବଗଡ଼ ଜିଲ୍ଲା ତିଳେଇବଣି ଅନ୍ତର୍ଗତ ଗୋହିରା ଡ୍ୟାମ ନୂଆସାହି ଅଂଚଳର କୃପାସିନ୍ଧୁ ମହାକୁଳ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ଗୋବିନ୍ଦ ମହାକୁଳ(୧୩ବର୍ଷ)ସିକଲ୍ ସେଲ୍ ଏବଂ ଦୁର୍ବଳତାରେ ପୀଡ଼ିତ ହୋଇ ଦେବଗଡ଼ ଜିଲ୍ଲା [...]

ଜମି ଅଧିଗ୍ରହଣ ପରିବର୍ତ୍ତେ ଆବଶ୍ୟକ ଜମି ସିଧାସଳଖ ଲୋକଙ୍କ ଠାରୁ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି,

  ରାଜଗାଙ୍ଗପୁରରେ ରେଲ୍‌ ଓଭରବ୍ରିଜ ନିର୍ମାଣ ହେବ ତ୍ବରାନ୍ବିତ ଜମି ଅଧିଗ୍ରହଣ ପରିବର୍ତ୍ତେ ଆବଶ୍ୟକ ଜମି ସିଧାସଳଖ ଲୋକଙ୍କ ଠାରୁ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି,     ଭୁବନେଶ୍ୱର:ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ସିଧା ସଳଖ ଲୋକଙ୍କ ଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି [...]

ଭୁବନେଶ୍ୱର କୁ ସରସ ସୁନ୍ଦର କରିବାପାଇଁ ସରକାର ବିଡିଏ ବିଏମସି କୁ କୋଟିକୋଟି ଟଙ୍କା ମଂଜୁର

ଭୁବନେଶ୍ୱର:ଭୁବନେଶ୍ୱର କୁ ସରସ ସୁନ୍ଦର କରିବାପାଇଁ ସରକାର ବିଡିଏ ବିଏମସି କୁ କୋଟିକୋଟି ଟଙ୍କା ମଂଜୁର କରୁଛନ୍ତି | ମାତ୍ର ସିଆରପି ଛକରେ କାମହେଉଥିବା ମୋ ବସ ଯାତ୍ରୀ ବିଶ୍ରାମ ଜାଗା ପାଖରୁ ସିଆରପି ଛକ ରେ ଲାଗୁଛି ପୁରୁଣା ଇଟା | ଜନସାଧାରଣ ରେ ଚର୍ଚ୍ଚା କି ସରକାର ଉନ୍ନତି କରିବା ପାଇଁ ଭୁବନେଶ୍ୱର ଭଳି ଜାଗାରେ ନୂତନ ସବୁ ପଦାର୍ଥ ଲାଗିବାପାଇଁ ଅନୁମତି ଥିବାବେଳେ ପ୍ରଶ୍ନ ଉଙ୍କିମାରିବା [...]

Chief Minister Naveen Patnaik inaugurates premiere of documentary film “India’s Game –A story of a team that united the nation

  Chief Minister Naveen Patnaik inaugurates premiere of documentary film “India’s Game –A story of a team that united the nation • Dedicates the documentary to all the freedom fighters and hockey players who won Olympic Gold Medals for India Bhubaneswar,  August 2023: On the occasion of Independence Day, the [...]

ଚାନ୍ଦବାଲି ବ୍ଲକରେ ବଜ୍ରାଘାତରେ ୨ ମୃତ ୩ ଗରୁତ୍ଵର

ଚାନ୍ଦବାଲି ବ୍ଲକରେ ବଜ୍ରାଘାତରେ ୨ ମୃତ ୩ ଗରୁତ୍ଵର ଭୁବନେଶ୍ୱର:ଚାନ୍ଦବାଲି -ଚାନ୍ଦବାଲି ବ୍ଲକରେ ଉତୁକୁଡ଼ା ପଞ୍ଚାୟତ, ମୌସୁଧା ଓ ଖେରଙ୍ଗ ପଞ୍ଚାୟତ ର ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗରୁତ୍ଵର ଅବସ୍ଥାରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ତେବେ ଉତୁକୁଡ଼ା ପଞ୍ଚାୟତ ସିଙ୍ଗିଟି ଗାଁରେ ମୟୁରଭଞ୍ଜ ଜିଲ୍ଲାରୁ କୃଷିକାର୍ଯ୍ୟ ପାଇଁ ଆସିଥିବା ମା ଓ ଝିଅଙ୍କ ମଧ୍ୟରୁ ବଜ୍ରାଘାତରେ ମା ଯମୁନା ସିଂଙ୍କର [...]