Search for:
  • Home/
  • Month: August 2023

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ସ୍ୱାସ୍ଥ୍ୟ ମନ୍ତ୍ରୀ ମାର୍କ ବଟଲର୍ ଏମପି ।

ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ସ୍ୱାସ୍ଥ୍ୟ ମନ୍ତ୍ରୀ ମାର୍କ ବଟଲର୍ ଏମପି । ଏହି ଅବସରରେ ନର୍ସିଂ ଏବଂ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା ସହ ଜଡ଼ିତ ପାଠ୍ୟକ୍ରମ ଓ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଉପରେ ଆଲୋଚନା କଲେ । [...]

ଆକର୍ଷଣୀୟ ଫଟୋ ପ୍ରଦର୍ଶନୀ :ଛତିଶଗଡ ରାଜ୍ୟପାଳ

ଆକର୍ଷଣୀୟ ଫଟୋ ପ୍ରଦର୍ଶନୀ :ଛତିଶଗଡ ରାଜ୍ୟପାଳ ଭୁବନେଶ୍ୱର :ଛତିଶଗଡ଼ ରାଜ୍ୟପାଳ ମାନନୀୟ ଶ୍ରୀଯୁକ୍ତ ବିଶ୍ଵଭୁଷଣ ହରିଚନ୍ଦନ ନବିନ ସୂତ୍ରଧର ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଉତ୍ସବ ଅବସରରେ ଆୟୋଜିତ ଦ୍ଵିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ. ଏହି ପ୍ରଦର୍ଶନୀ ରେ ସ୍ଥାନିତ ହୋଇଥିବା ଗ୍ରାମ୍ୟଜୀବନ, ପ୍ରକୃତି ଓ ବନ୍ୟଜନ୍ତୁ ଏବଂ ଭାବ ଓ ଭଙ୍ଗୀ ଆଧାରୀତ ଫଟୋ ଗୁଡିକୁ ଦେଖି ରାଜ୍ୟପାଳ ବେଶ ଖୁସି ହୋଇଥିଲେ. ସବୁ ଫଟୋ [...]

ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଟ୍ରେଲର ରିଲିଜ୍, ଗଣେଶ ପୂଜା ଉପଲକ୍ଷେ ଶୁଭମୁକ୍ତି

ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଟ୍ରେଲର ରିଲିଜ୍, ଗଣେଶ ପୂଜା ଉପଲକ୍ଷେ ଶୁଭମୁକ୍ତି ଭୁବନେଶ୍ୱର:ବହୁ ପ୍ରତିକ୍ଷୀତ “ପ୍ରଥା” ର ଟ୍ରେଲର ଆଜି ବହୁ ସିନେ ପ୍ରେମୀ, ସିନେ ସମୀକ୍ଷକ ତଥା ନିର୍ଦ୍ଦେଶକ ଓ ପ୍ରଯୋଜକ ଙ୍କ ଗହଣରେ ଭୁବନେଶ୍ୱର ସ୍ଥିତ ସିନେପଲିସ ଠାରେ ପ୍ରଦର୍ଶନ ହୋଇଯାଇଛି l ଅନେକ ବର୍ଷ ବ୍ୟବଧାନ ରେ ଏକ ନିଛକ ପାରମ୍ପରିକ ମୌଳିକ କାହାଣୀ ସହିତ ବିଗ ବଜେଟ ର ଆକ୍ସନ [...]

ବିଏମସି ଅଫିସ ଆଗରେ କର୍ପୋରେଟରଙ୍କ ଧାରଣା।

ବିଏମସି ଅଫିସ ଆଗରେ କର୍ପୋରେଟରଙ୍କ ଧାରଣା। ଭୁବନେଶ୍ୱର,ତା.୨୧.୦୮: ବିଏମସି ଅଫିସ ଆଗରେ ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନଂ ୬୩ ର କର୍ପୋରେଟର ସୁଜାତା ଛୋଟରାୟ ସେହି ଅଞ୍ଚଳର ବାସିନ୍ଦାଙ୍କ ସହ ଧାରଣାରେ ବସିଛନ୍ତି । ବିଜେପି କର୍ପୋରେଟର ହୋଇଥିବାରୁ ସେହି ୱାର୍ଡରେ ଜନସାଧାରଣ ଙ୍କ ମୌଳିକ ସୁବିଧା ଯୋଗାଇବା ପାଇଁ କର୍ପୋରେଟ ଭାବେ ଚେଷ୍ଟା କଲେମଧ୍ୟ ସ୍ଥାନୀୟ ମନ୍ତ୍ରୀ ଙ୍କ ଚାପରେ ଅଫିସର ମାନେ କାମ କରେଇଦେଉ ନାହାନ୍ତି।ଡ୍ରେନ [...]

୪୭କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ବିନିଯୋଗରେ ୫୦ଶଯ୍ୟାର ମିଳିବ ସୁବିଧା

ବାରିପଦାରେ କାର୍ଯ୍ୟକ୍ଷମ ହେବ ସତନ୍ତ୍ର କ୍ୟାନସର ହସ୍ପିଟାଲ ୪୭କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ବିନିଯୋଗରେ ୫୦ଶଯ୍ୟାର ମିଳିବ ସୁବିଧା ସତନ୍ତ୍ର ପ୍ରତିନିଧି ଦଳର ଅନୁଧ୍ୟାନ ସାରି ଫେରିଲେ ବିଏସକେୱାଇ ହିତାଧିକାରୀଙ୍କୁ ମିଳିବ ମାଗଣା ଚିକିତ୍ସା ଭୁବନେଶ୍ୱର:ବାରିପଦା:ଉତ୍ତର ଓଡିଶା ସମେତ ବିଚ୍ଛିନ୍ନାଞ୍ଚଳ ଜନସାଧାରଣଙ୍କ ପାଇଁ ଏଣିକି ହାତପାହନ୍ତାରେ ମିଳିବ କର୍କଟ ବା କ୍ୟାନସର ରୋଗର ଚିକିତ୍ସା। ଦୁରାରୋଗ୍ୟ କର୍କଟ ରୋଗର ଚିକିତ୍ସା ନିମନ୍ତେ ପଣ୍ଡିତ ରଘୁନାଥ ମୁର୍ମୁ (ପିଆରଏମ) ମେଡ଼ିକାଲ କଲେଜ ଏବଂ [...]

୪ଟି ଯାକ CHCରେ ଖୋଲିବ ଡେଙ୍ଗୁ ୱାର୍ଡ

ଭୁବନେଶ୍ୱର:ଭୁବନେଶ୍ୱରର ୪ଟି ଯାକ CHCରେ ଖୋଲିବ ଡେଙ୍ଗୁ ୱାର୍ଡ; ପ୍ରତି ଅର୍ବାନ CHCରେ ୧୦ଟି ଲେଖାଏଁ ବେଡ୍‌ ରହିବ, ରାଜଧାନୀରେ ଡେଙ୍ଗୁ ବଢ଼ିବା ପରେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିଷ୍ପତ୍ତି. କ୍ୟାପିଟାଲ ହସ୍ପିଟାଲରେ କାଲିଠୁ ଖୋଲିବ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର; ଭିଡ଼ ଏଡ଼ାଇବା ଲାଗି କାଲିଠୁ ଖୋଲିବ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସୂଚନା. [...]

ନୂତନ ଭୋଟର ସଚେତନତା” ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ

ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ନୂତନ ଭୋଟର ସଚେତନତା” ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ “ନୂତନ ଭୋଟର ସଚେତନତା” ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେଉଁ ଯୁବକ ଓ ଯୁବତୀମାନଙ୍କୁ ୨୦୨୪ ମସିହା ଜାନୁୟାରୀ ମାସ ସୁଦ୍ଧା ୧୮ବର୍ଷ ହୋଇଥିବ ସେମାନେ ନୂତନ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ [...]

ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ମାତା ସାବିତ୍ରୀ ଦେବୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ମାତା ସାବିତ୍ରୀ ଦେବୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ପୂଜ୍ୟା ମାତା ଶ୍ରୀମତୀ ସାବିତ୍ରୀ ଦେବୀଙ୍କ କଟକ ସ୍ଥିତ ବାସଭବନରେ ଆଜି ପ୍ରାତଃ ବ୍ରହ୍ମ ମୁହୂର୍ତରେ ଦେହାନ୍ତ ଘଟିଛି । ସ୍ୱର୍ଗତଃ ସାବିତ୍ରୀ ଦେବୀ ଜଣେ ଧର୍ମପରାୟଣ ମହିଳା ଥିଲେ । ଶେଷ ସମୟରେ ତାଙ୍କ ପାଖରେ ସପରିବାର ଉପସ୍ଥିତ ଥିଲେ । [...]