Search for:
  • Home/
  • Month: August 2023

କୁମାର ହସନ୍‌ଙ୍କ “ସମ୍ବଲପୁରୀ ଲୋକସାହିତ୍ୟ” ଉନ୍ମୋଚିତ

କୁମାର ହସନ୍‌ଙ୍କ “ସମ୍ବଲପୁରୀ ଲୋକସାହିତ୍ୟ” ଉନ୍ମୋଚିତ ଭୁବନେଶ୍ୱର: ଲେଖକର ପରିଚୟ କୌଣସି ବାଦ ବା ବନ୍ଧନ ମଧ୍ୟରେ ସୀମିତ ନହେବା ଉଚିତ। ଲେଖକଙ୍କ ପରିତୟ ଏ ସଂକୀର୍ଣତାଠାରୁ ବହୁ ଉର୍ଧ୍ୱରେ। କୁମାର ହସନ୍ ସେଭଳି ଜଣେ ବ୍ୟକ୍ତିତ୍ୱ ବୋଲି କହିଛନ୍ତି ବରିଷ୍ଠ କବି ରାଜେଂଦ୍ର କିଶୋର ପଂଡା। ରାଜ୍ୟର ଜଣାଶୁଣା ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ କୁମାର ହସନ୍‌ଙ୍କ “ସମ୍ବଲପୁରୀ ଲୋକସାହିତ୍ୟ” ଉନ୍ମୋଚନ ଉତ୍ସବରେ ଉଦ୍‌ଘାଟକ [...]

ଦ୍ଵିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ :5ଜଣ ପାଇଲେ ଫଟୋ ବନ୍ଧୁ ସମ୍ମାନ

ଦ୍ଵିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ :5ଜଣ ପାଇଲେ ଫଟୋ ବନ୍ଧୁ ସମ୍ମାନ. ଭୁବନେଶ୍ୱର:ଭୁବନେଶ୍ୱର ଜୟଦେବ ଭବନରେ ନବୀନ ସୁତ୍ରଧର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସମାଜସେବୀ ବନ୍ଦନା [...]

ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ନେତୃତ୍ୱ ବିକାଶ ରାଜ୍ୟ ପ୍ରଗତୀ ପାଇଁ ଏକାନ୍ତ ଆବଶ୍ୟକ – କଂଗ୍ରେସ

ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ନେତୃତ୍ୱ ବିକାଶ ରାଜ୍ୟ ପ୍ରଗତୀ ପାଇଁ ଏକାନ୍ତ ଆବଶ୍ୟକ – କଂଗ୍ରେସ ଭୁବନେଶ୍ୱର ତା. ୨୨.୮- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କହିଲେ ଯେ ରାଜ୍ୟର ଅନୁସୂଚିତ ଜାତି, ଜନଜାତି, ପଛୁଆବ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଜନସଂଖ୍ୟା ଆନୁପାତିକ ଭାବରେ [...]

5T Secretary visits Khordha District

  5T Secretary visits Khordha District Reviewed the progress of ongoing Mega Piped Water Supply Projects at a cost of Rs. 922 Cr in Begunia, Bolagarh, Tangi, Khordha, Banpur and Chilika Block. The projects will be operationalized in phases from January 2024 onwards.Reviewed the progress of Construction of Fish Landing [...]

ଜେନ୍‌ଜୋ ପକ୍ଷରୁ ପ୍ରଥମ ହାଇ-ଟେକ୍ ୫ଜି ଆମ୍ବୁଲାନ୍ସର ଶୁଭାରମ୍ଭ

ଜେନ୍‌ଜୋ ପକ୍ଷରୁ ପ୍ରଥମ ହାଇ–ଟେକ୍ ୫ଜି ଆମ୍ବୁଲାନ୍ସର ଶୁଭାରମ୍ଭ ଭୁବନେଶ୍ୱର : ରୋଗୀମାନଙ୍କୁ ଏକ ସାମଗ୍ରିକ ଓ ନିର୍ଭରଯୋଗ୍ୟ ପ୍ରିହସ୍ପିଟାଲ କେୟାର ପ୍ରଦାନ କରୁଥିବା ଅଗ୍ରଣୀ ସଂସ୍ଥା ଜେନ୍‌ଜୋ ପକ୍ଷରୁ ଏହାର ଅତ୍ୟାଧୁନିକ ୫ଜି-ସକ୍ଷମ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି । ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସଗୁଡିକ ସହିତ କମ୍ପାନୀ ଜରୁରୀକାଳିନ ଚିକିତ୍ସା ସେବା କ୍ଷେତ୍ରରେ ପରିବର୍ତନ ଆଣିବା ପାଇଁ ପ୍ରସ୍ତୁତ ରହିଛି । ଏହି ଆମ୍ବୁଲାନ୍ସଗୁଡିକ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଉପକରଣ ଓ ୫ଜି କନେକ୍ଟିଭିଟି ସହ ସୁସଜ୍ଜିତ ରହିଛି [...]

ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା: ବିଜେପି ଯୁବ ମୋର୍ଚ୍ଚା ର ବିକ୍ଷୋଭ ପ୍ରଦର୍ଶନ।

ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା: ବିଜେପି ଯୁବ ମୋର୍ଚ୍ଚା ର ବିକ୍ଷୋଭ ପ୍ରଦର୍ଶନ। ଭୁବନେଶ୍ୱର,ତା.୨୨/୦୮: ମାହାଙ୍ଗାର ବହୁଚର୍ଚ୍ଚିତ ଅନରକିଲିଂ ଘଟଣାର ପୀଡ଼ିତା ସ୍କୁଲ ଛାତ୍ରୀ ସ୍ଵର୍ଣ୍ଣଲତାଙ୍କୁ ନ୍ୟାୟ ଏବଂ ପ୍ରମାଣ ନଷ୍ଟ କାରୀ ଓ ବ୍ଲାକମେଲର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ। ଏହି ବିକ୍ଷୋଭ ରେ ଭୁବନେଶ୍ୱର ଯୁବମୋର୍ଚ୍ଚା ସଭାପତି [...]

ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି / ଜନଜାତି ବିଭାଗର ମିଳିତ କାର୍ଯ୍ୟକାରିଣୀ ବୈଠକ

ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି / ଜନଜାତି ବିଭାଗର ମିଳିତ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ତା. ୨୧.୮- ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିିତ ଜାତି ଓ ଜନଜାତି ବିଭାଗର ଏକ ମିଳିତ କାର୍ଯ୍ୟକାରିଣୀ ବୈଠକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅଖିଳ ଭାରତ କଂଗ୍ରେସ [...]

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଯାପିତ

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଯାପିତ ଭୁବନେଶ୍ୱର,୨୧ ।୮ : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‌ରେ ଦୁଇଦିନ ଧରି ଚାଲିଥିବା ଦଶମ ଛାୟା ଜାତସଂଘ (କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଏମୟୁଏନ) ରବିବାର ଉଦ୍‍ଯାପିତ ହୋଇଯାଇଛି । ଏଥିରେ ରାଜ୍ୟର ସମସ୍ତ ପ୍ରମୁଖ ବିଦ୍ୟାଳୟର ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଚଳିତ ବର୍ଷ ଏମୟୁଏନ୍‍ ଅଧିବେଶନର ବିଷୟବସ୍ତୁ ଥିଲା ‘ଗ୍ଲୋବାଲ୍ ସଷ୍ଟେନେବିଲିଟି: କୋଲାବରେଟିଭ୍  ଆକ୍ସନ୍ ଫର ଏ  ରେଜିଲିଏଣ୍ଟ [...]

inaugurated the Monitoring of Atrocity, National Commission Cases & Assistance to Victim (MANAV) Portal

Bhubaneswar: inaugurated the Monitoring of Atrocity, National Commission Cases & Assistance to Victim (MANAV) Portal and “Fleet Management System”. MANAV Portal will expedite the investigation of criminal cases under the SC & ST (POA) Act, timely delivery of compensation to the victims within 21 days and monitoring of National and [...]

ନୂଆଦିଲ୍ଲୀରେ ‘ଜଙ୍ଗଲ କୁଲପତି କି କଥା’ ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ  

ନୂଆଦିଲ୍ଲୀରେ ‘ଜଙ୍ଗଲ କୁଲପତି କି କଥା’ ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ   ସାହିତ୍ୟରୁ ବିଚାର ମିଳିବା ସହ ସୃଜନଶୀଳ ସୃଷ୍ଟି ହୁଏ – ଧର୍ମେନ୍ଦ୍ର ପ୍ରଧାନ • ପ୍ରସିଦ୍ଧ ଶିକ୍ଷାବିତ ଏବଂ ସାହିତ୍ୟିକ ପ୍ର. ଟିବି କଟ୍ଟମନୀଙ୍କ ଲିଖିତ ପୁସ୍ତକ ‘ଜଙ୍ଗଲ କୁଲପତି କି କଥା’ • ନିଜର ଅନୁଭବକୁ ଅଭିନବ ଉପାୟରେ ପୁସ୍ତକ ପ୍ରସ୍ତୁତ ପାଇଁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ • ଉନ୍ମୋଚିତ ପୁସ୍ତକରେ ସାମାଜିକ ସଂଘର୍ଷ [...]