Search for:
  • Home/
  • Month: August 2023

ମୁନିଗୁଡା ଅଞ୍ଚଳରେ ପୁଣି ଲାଗିଲା ମାଓବାଦୀ ବ୍ୟାନର ଓ ପୋଷ୍ଟର l

ମୁନିଗୁଡା ଅଞ୍ଚଳରେ ପୁଣି ଲାଗିଲା ମାଓବାଦୀ ବ୍ୟାନର ଓ ପୋଷ୍ଟର l (ମନ୍ତ୍ରୀ ଓ ନେତାଙ୍କୁ ଟାର୍ଗେଟ କରି ଚେତାବନୀ) ଭୁବନେଶ୍ୱର:ମୁନିଗୁଡା,୨୪/୮ ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକରେ ମାଓବାଦୀଙ୍କ ତରଫରୁ ବ୍ୟାନର ଓ ପୋଷ୍ଟର ଲାଗିଥିବା ବେଳେ ଏଥିରେ ମନ୍ତ୍ରୀ ଓ ନେତାଙ୍କୁ ଟାର୍ଗେଟ କରି ଚେତାବନୀ ଦିଆଯାଇଥିବା ଦେଖାଯାଇଛି l ଉକ୍ତ ପୋଷ୍ଟରରେ ରାୟଗଡା ଜିଲ୍ଲାରେ ନିର୍ଦ୍ଧଷ ଲୋକ ଓ ଜନ ଆନ୍ଦୋଳନକାରୀଙ୍କୁ ରାତି ଅଧିଆ [...]

ସରକାରୀ ଶିକ୍ଷା ଅନୁଷ୍ଠାନରେ ମଦର ପ୍ରାଦୁର୍ଭାବକୁ ନେଇ ମୋନାର ବିକ୍ଷୋଭ

ସରକାରୀ ଶିକ୍ଷା ଅନୁଷ୍ଠାନରେ ମଦର ପ୍ରାଦୁର୍ଭାବକୁ ନେଇ ମୋନାର ବିକ୍ଷୋଭ ଭୁବନେଶ୍ୱର : ନିକଟ କିଛି ଦିନ ତଳେ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ମଦର ପ୍ରାଦୁର୍ଭାବ କିଭଳି ବେଶ ବଢିଗଲାଣି ସେ ସଂକ୍ରାନ୍ତରେ ସମ୍ବାଦପତ୍ରରେ ଖବର ପରିବେଷଣ ହୋଇଥିବାବେଳେ ଏହି ଘଟଣାକୁ  ଦୃଢ ନିନ୍ଦା କରିଛି ମୋନା । ସେଥିପାଇଁ ମୋନା ଆଜି ଲୋୟର ପିଏମଜି ଠାରେ ଏହି ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି । ସରକାରଙ୍କ ନିଶା ପ୍ରସାରଣ ନୀତି [...]

ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ବଡ଼ ଗତି ଦେବ- ଧର୍ମେନ୍ଦ୍ର ପ୍ରଧାନ • ଆଗାମୀ ଶିକ୍ଷା ବର୍ଷରୁ ନୂତନ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିବା • ତୃତୀୟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଏକବିଂଶ ଶତାବ୍ଦୀ ଆବଶ୍ୟକତା ଆଧାରିତ ହେବ • ଶିକ୍ଷା, ଦକ୍ଷତା ବିକାଶ ଏବଂ [...]

ସ୍ଲିପ୍‌ଡ ଡିସ୍କ, ସାୟାଟିକା ପାଇଁ ୩ଡି ଏଣ୍ଡୋସ୍ପାଇନ୍ ସର୍ଜରୀ ଏବେ ଓଡିଶାରେ ଉପଲବ୍ଧ

ସ୍ଲିପ୍‌ଡ ଡିସ୍କ, ସାୟାଟିକା ପାଇଁ ୩ଡି ଏଣ୍ଡୋସ୍ପାଇନ୍ ସର୍ଜରୀ ଏବେ ଓଡିଶାରେ ଉପଲବ୍ଧ ୩ଡି ଏଣ୍ଡୋସ୍ପାଇନ୍ ସର୍ଜିରୀ ଖୁବ୍ କମ୍ ଯନ୍ତ୍ରଣା ସହ ସ୍ଲିପ୍‌ଡ ଡିସ୍କ, ସାୟାଟିକାର ଚିକିତ୍ସା କରିଥାଏ: ବିଶେଷଜ୍ଞ ଭୁବନେଶ୍ୱର : ମେରୁଦଣ୍ଡ ଓ ମେରୁହାଡର ଦୁଇଟି ସବୁଠାରୁ ସାଧାରଣ ଓ ଯନ୍ତ୍ରଣାଦାୟକ ରୋଗ ସ୍ଲିପ୍‌ଡ ଡିସ୍କ ଓ ସାୟାଟିକାକୁ ଏବେ ଖୁବ୍ କମ୍ ଯନ୍ତ୍ରଣା ସହ ସଫଳତାର ସହ ଅସ୍ତ୍ରୋପଚାର କରାଯାଇପାରିବ ବୋଲି ଭୁବନେଶ୍ୱରର ବିଶିଷ୍ଟ [...]

ଚନ୍ଦ୍ରଯାନ-୩ର ସଫଳ ଅବତରଣ କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ

ଚନ୍ଦ୍ରଯାନ-୩ର ସଫଳ ଅବତରଣ କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଭୁବନେଶ୍ୱର ୨୩ ।୮: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିଛି । ବୁଧବାର ନିର୍ଦ୍ଧାରିତ ସମୟରେ ଏହା ଅବତରଣ କରିଥିବା ବେଳେ ଏହି ପ୍ରକ୍ରିୟାର ସିଧା ପ୍ରସାରଣ ଦେଖିବା ପାଇଁ କିଟ୍‍ ଓ କିସ୍‍ର ବିଭିନ୍ନ ଅଡିଟୋରିୟମରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏହାର ସିଧା ପ୍ରସାରଣ ଦେଖି କିଟ୍‍ର ୩୦ [...]

MONNA hold Protest against rising liquor menace in educational institutions

MONNA hold Protest against rising liquor menace in educational institutions Bhubaneswar : Milita Odisha Nisha Nibarana Abhijana(MONNA) led by freedom fighter and Gandhian Activist Padma Charan Nayak along with prohibition activists hold a peaceful protest at Lower PMG, Bhubaneswar against the rising cases of Drunken Professors/teaching staffs at various educational institutions. They condemned [...]

ପ୍ରଦେଶ କଂଗ୍ରେସ ପ୍ରତିନିଧି ଦଳ କଟକରେ ଓଡ଼ିଶା ପୋଲିସ ମହାନିଦ୍ଦେର୍ଶକଙ୍କୁ ସାକ୍ଷାତ କଲେ

ମହିଳା ଗୃହରକ୍ଷୀ ସୌରିନ୍ଦ୍ରି ସାହୁଙ୍କୁ ନ୍ୟାୟ ଦେବାପାଇଁ ପ୍ରଦେଶ କଂଗ୍ରେସ ପ୍ରତିନିଧି ଦଳ କଟକରେ ଓଡ଼ିଶା ପୋଲିସ ମହାନିଦ୍ଦେର୍ଶକଙ୍କୁ ସାକ୍ଷାତ କଲେ ଭୁବନେଶ୍ୱର ତା.୨୩.୮- ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି କଟକ ଠାରେ ଅନୁଗୁଳର ରାଣିଗୁଡ଼ା ଗ୍ରାମର ମହିଳା ଗୃହରକ୍ଷୀ ସୌରିନ୍ଦ୍ରି ସାହୁଙ୍କୁ ନ୍ୟାୟ ଦେବାପାଇଁ ପୋଲିସ ମହାନିର୍ଦ୍ଦେଶକ [...]

ଚନ୍ଦ୍ରାୟନ-୩ର ସଫଳ ଲ୍ୟାଣ୍ଡିଂ

ଚନ୍ଦ୍ରାୟନ-୩ର ସଫଳ ଲ୍ୟାଣ୍ଡିଂ ସ୍ୱାଧୀନତାର ଅମୃତକାଳରେ ଐତିହାସିକ ମୁହୁର୍ତର ସାକ୍ଷୀ ହେଲୁ : ମନମୋହନ ସାମଲ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ଭାରତୀୟ ବୈଜ୍ଞାନିକମାନଙ୍କ ‘ଟିମ୍ ଓ୍‌ôାର୍କ’ ଆଜି ସମଗ୍ର ଭାରତବର୍ଷକୁ ବିଶ୍ୱ ଦରବାରରେ ଗୈାରାବାନ୍ୱିତ କରିଛି  ‘ଟିମ୍ ଇସ୍ରୋ’ ଏବଂ ଦେଶର ବୈଜ୍ଞାନିକମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନ୍ତରିକ ଧନ୍ୟବାଦ୍ ଜ୍ଞାପନ [...]

ନିୟନ୍ତ୍ରଣହୀନ ଡେଙ୍ଗୁ; ରାଜ୍ୟ ସରକାର ପଙ୍ଗୁ”: ବିଜେପି

ଡେଙ୍ଗୁ ନିୟନ୍ତ୍ରଣରେ ରାଜ୍ୟ ସରକାର ବିଫଳ। ବିଏମସି ଅଫିସ ଭିତରକୁ ଛାଡିଲେ ମଶା ଧୂଆଁ : ଡେଙ୍ଗୁ ସ୍ଥିତି ନେଇ ଘେରିଲା ବିଜେପି। “ନିୟନ୍ତ୍ରଣହୀନ ଡେଙ୍ଗୁ; ରାଜ୍ୟ ସରକାର ପଙ୍ଗୁ”: ବିଜେପି  ଭୁବନେଶ୍ୱରରେ ପ୍ରତି ଘରେ ଡେଙ୍ଗୁ ପୀଡିତ।  ୨୩ ବର୍ଷ ବିଜେଡି ସରକାରର ‘ପରିମଳ ବ୍ୟବସ୍ଥା ପରିଚାଳନା’ ସମ୍ପୂର୍ଣ୍ଣ ଫେଲ ହୋଇଥିବାରୁ ଡେଙ୍ଗୁ ରୋଗ ପ୍ରତି ବର୍ଷ ବୃଦ୍ଧି ପାଉଛି  ଟିଫା ମେସିନ ଧରି [...]

ବସ୍‌ଷ୍ଟାଣ୍ଡ ଯୋଜନାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

  ଆମ ବସ୍‌ଷ୍ଟାଣ୍ଡ ଯୋଜନାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଡ୍ରାଇଭର ମାନଙ୍କ ଟ୍ରେନିଂ ପାଇଁ ସୁ-ବାହକ ଯୋଜନାର ଶୁଭାରମ୍ଭ, ବର୍ଷକୁ ପ୍ରଶିକ୍ଷଣ ପାଇବେ ୫୦ ହଜାର ଡ୍ରାଇଭର ମୋ ପରିବହନ ସେବା ଓ ଏମ୍‌ ପରିବହନ ଆପ୍‌ର ଶୁଭାରମ୍ଭ ପରିବହନ କ୍ଷେତ୍ରରେ ନୂଆ ମାଇଲଷ୍ଟୋନ ରାଜ୍ୟର ସବୁ ଲୋକଙ୍କୁ ନିରାପଦ, ଆରାମଦାୟକ ପରିବହନ ସେବା [...]