Search for:

କେନ୍ଦ୍ର ସରକାରଙ୍କ ପକ୍ଷରୁ ପୀଜିଆଇ ରିପୋର୍ଟରେ ଓଡିଶା ଶିକ୍ଷାବ୍ୟବସ୍ଥାକୁ ନ୍ୟୁନ ଦର୍ଶାଇବା ଚିନ୍ତାଧାରାକୁ ଦୃଢ଼ ନିନ୍ଦା

  କେନ୍ଦ୍ର ସରକାରଙ୍କ ପକ୍ଷରୁ ପୀଜିଆଇ ରିପୋର୍ଟରେ ଓଡିଶା ଶିକ୍ଷାବ୍ୟବସ୍ଥାକୁ ନ୍ୟୁନ ଦର୍ଶାଇବା ଚିନ୍ତାଧାରାକୁ ଦୃଢ଼ ନିନ୍ଦା କରିଛନ୍ତି:- ଛାତ୍ର ବିଜେଡ଼ି ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାର ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥା ଶିଖରରେ ପହଞ୍ଚିଥିବା ବେଳେ,ଓଡ଼ିଶା ଶିକ୍ଷା ବ୍ୟବସ୍ଥାକୁ କେନ୍ଦ୍ର ସରକାରଙ୍କ ନିଚ୍ଛ ଦର୍ଶାଇବା ମନୋବୃତ୍ତି ଏବଂ ପିଜିଆଇ ରିପୋର୍ଟରେ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ହ୍ରାସ ପାଇଥିବାରୁ ଏହାକୁ ଦୃଢ ନିନ୍ଦା କରିଛି ବିଜୁ ଛାତ୍ର [...]

ପିଜିଆଇଏମଇଆର୍‌ ଏବଂ କ୍ୟାପିଟାଲ ହସ୍ପିଟାଲରେ କର୍ମଶାଳା

ପିଜିଆଇଏମଇଆର୍‌ ଏବଂ କ୍ୟାପିଟାଲ ହସ୍ପିଟାଲରେ କର୍ମଶାଳା ଭୁବନେଶ୍ବର, ୦୮.୦୭ : ପିଜିଆଇଏମଇଆର୍‌ ଏବଂ କ୍ୟାପିଟାଲ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗ ଆନୁକୂଲ୍ୟରେ ଅସ୍ଥିକର୍କଟ ସମ୍ବନ୍ଧିତ ଏକ କର୍ମଶାଳା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଓଡ଼ିଶା ଅର୍ଥୋପେଡିକ ଆସୋସିଏସନର ସଭାପତି ସସ୍କାର ରାଓ, ପିଜିଆଇଏମ୍‌ଇଆର୍‌ର ନିର୍ଦ୍ଦ‌େଶିକା ପ୍ରଫେସର୍‌ ନିବେଦିତା ପାଣି, ହସ୍ପିଟାଲ ନିର୍ଦ୍ଦ‌େଶକ ଡା. ଲକ୍ଷ୍ମୀଧର ସାହୁ ଉଦ୍‌ଘାଟନ କରିଥିଲେ। ବିଭାଗ ମୁଖ୍ୟ ଡା. ବିଶ୍ବଜିତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି [...]

ବଡ଼ ଧରଣର ଧର୍ମାନ୍ତରୀକରଣକୁ ପଣ୍ଡ କଲା ବଜରଙ୍ଗ ଦଳ ।

ବଡ଼ ଧରଣର ଧର୍ମାନ୍ତରୀକରଣକୁ ପଣ୍ଡ କଲା ବଜରଙ୍ଗ ଦଳ । ଭୁବନେଶ୍ୱର , ୮/୭ : ଆଜି ପୂର୍ବାହ୍ନ ସାଢେ ଦଶଟା ବେଳେ ନୟାପଲ୍ଲୀସ୍ଥିତ ହୋଟେଲ ଦ ଲଭେଣ୍ଡରରେ ଏକ ବଡ଼ ଧରଣର ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସ୍ଥାନୀୟ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ପହଞ୍ଚି ସେମାନଙ୍କ ଯୋଜନାକୁ ଭଣ୍ଡୁର କରି ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ମହାନଗର ଭିତରେ ଏଭଳି [...]

ୱାର୍ଡ ନମ୍ୱର ୩ ବସ୍ତିବାସିନ୍ଦାଙ୍କ ୧ ବର୍ଷ ୨ ମାସ ୧୬ ଦିନ ଗଣ ଧାରଣା

ମାଲକାନଗିରି ପୋୖର ପରିଷଦ ୱାର୍ଡ ନମ୍ୱର ୩ ବସ୍ତିବାସିନ୍ଦାଙ୍କ ୧ ବର୍ଷ ୨ ମାସ ୧୬ ଦିନ ଗଣ ଧାରଣା ର ଐତିହାସିକ ବିଜୟ ଦିବସ | ଭୁବନେଶ୍ୱର:ଓଡିଶାର ଭୂମିହୀନ ଜନସାଧାରଣଙ୍କ ପାଇଁ ଆଶାଟିଏ ଦେବା ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଘରବାଡି ପଟ୍ଟା ଯୋଗାଇଦେବା ଭଳି ଐତିହାସିକ ବ୍ୟବସ୍ଥା ଆରମ୍ଭ କରିଛନ୍ତି l ଆଜି ମାଲକାନଗିରି ପୌରପରିଷଦ ତରଫରୁ ଆୟୋଜିତ ୩ ନମ୍ବର ୱାର୍ଡ [...]

ଅଣଦେଖା କରୁଛି ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଅଣଦେଖା କରୁଛି କେନ୍ଦ୍ର

ଖୋର୍ଦ୍ଧା ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ଅଣଦେଖା କରୁଛି କେନ୍ଦ୍ର ଭୁବନେଶ୍ୱର: ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଅଣଦେଖା କରୁଛନ୍ତି କେନ୍ଦ୍ର ସରକାର। ବାରମ୍ବାର ଦାବି ପରେ ବି ମିଳୁନି ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା। ଏନେଇ କେନ୍ଦ୍ର ସରକାରଙ୍କୁ ଘେରିବା ସହିତ ବିଜେପିକୁ ସମାଲୋଚନା କରିଛି ବିଜେଡି। ପ୍ରେସମିଟରେ ବିଜେଡି କହିଛି ୧୮୧୭ ମସିହାରେ ଖୋର୍ଦ୍ଧା ପାଇକଙ୍କ ଦ୍ୱାରା ସଂଗ୍ରାମ ଆରମ୍ଭ ହୋଇଥିଲା। ଯାହାକି [...]

ଅଶ୍ବିନୀ କୁମାର ପାତ୍ର ଜିଲ୍ଲା ସଭାପତି।

ବାଲେଶ୍ବର ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ, ଅଶ୍ବିନୀ କୁମାର ପାତ୍ର ଜିଲ୍ଲା ସଭାପତି ଭୁବନେଶ୍ୱର: ୦୮.୦୭ ବାଲେଶ୍ୱ ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ ହୋଇଛି । ଅଶ୍ୱିନୀ କୁମାର ପାତ୍ର ଜିଲ୍ଲା ବିଜେଡି ସଭାପତି ହୋଇଥିବାବେଳେ ୪ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ମିଳିଛି । ଗୌରୀ କୁମାର ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ସନ୍ତୋଷ ଖଟୁଆ, ପ୍ରଭାତ କୁମାର ବିଶ୍ବାଳ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ୯ [...]

ମହର୍ଷି କଲେଜ ପାଚେରୀକୁ ଲାଗି ୨୭ ମହଲାର ଏକ ଆପାର୍ଟମେଣ୍ଟ ତିଆରି କରୁଛି ଡିଏନ ଗ୍ରୁପ

-ମହର୍ଷି କଲେଜ ପାଚେରୀକୁ ଲାଗି 27 ମହଲାର ଏକ ଆପାର୍ଟମେଣ୍ଟ ତିଆରି କରୁଛି ଡିଏନ ଗ୍ରୁପ ଭୁବନେଶ୍ୱର::୦୮.୦୭ ଗୋଟିଏ ଫ୍ଲାଟର ଦାମ ପ୍ରାୟ ୫ କୋଟି, ଯାହାକି ରାଜ୍ୟରେ ସବୁଠାରୁ ମହଙ୍ଗା ଆପାର୍ଟମେଣ୍ଟ ବୋଲି କୁହାଯାଉଛି ରାଜଧାନୀର ମହର୍ଷି କଲେଜ ପାଖରେ ନିର୍ମାଣ ହେଉଛି ଡିଏନ କିଙ୍ଗସଲାଣ୍ଡ ଏଥିପାଇଁ ସରକାର ଦେଇଛନ୍ତି ଦେଢ ଏକର ଜାଗା70 ଟି ୟୁନିଟ ନିର୍ମାଣ ପାଇଁ BDA ଅନୁମୋଦନ ଦେଇଛିପୁରା ପ୍ରକଳ୍ପରେ ଖର୍ଚ୍ଚ ହେବ [...]

ଓଡିଶାର ୨୪ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ

  କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶାର ୨୪ ରେ, ଏଥିପାଇଁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦାୟୀ ! ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର :-୦୮.୦୭  ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସି ୨୪ତମ ସ୍ଥାନରେ ରହିଛି l ଶିକ୍ଷାର ଗୁଣବତ୍ତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି, ଶିକ୍ଷକ, ଶିକ୍ଷା ଓ ତାଲିମ ନେଇ ସାରା [...]

ଦିବ୍ୟାଙ୍ଗଙ୍କ ପାଠପଢା କୁ ଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ

ଦିବ୍ୟାଙ୍ଗଙ୍କ ପାଠପଢ଼ାକୁ ସୁଗମ କରିବା ସହ ସମାଜର ମୌଳିକ ଆବଶ୍ୟକତା ପୂରଣ କରିବା ଆମ ଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ • ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସକୁ ମିଳିଲା ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା • ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ଥିବା ମଡେଲ୍ ସେଣ୍ଟର, ଇଣ୍ଟିଗ୍ରେଟେଡ ରିହାବିଲିଟେସନ ସେଣ୍ଟର, କ୍ଲିନିକ୍ ବ୍ଲକ, ଏକାଡେମିକ ବ୍ଲକ, ବାଲମୁକୁନ୍ଦ ରେହାବ ହସ୍ପିଟାଲ ବୁଲିଲେ କେନ୍ଦ୍ରମନ୍ତ୍ରୀ • ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକ ମାନଙ୍କୁ [...]

ପ୍ରତାପ ଶାସନ ଡିଗ୍ରୀ କଲେଜରେ ବନ ମହୋତ୍ସବ ବୃକ୍ଷ ପୂଜା ଭାରତୀୟ ସଂସ୍କୃତି – ଡଃ ରଜନୀ ରଞ୍ଜନ

ପ୍ରତାପ ଶାସନ ଡିଗ୍ରୀ କଲେଜରେ ବନ ମହୋତ୍ସବ ବୃକ୍ଷ ପୂଜା ଭାରତୀୟ ସଂସ୍କୃତି – ଡଃ ରଜନୀ ରଞ୍ଜନ ଭୁବନେଶ୍ୱର:ବାଳକାଟୀ ୦୮.୦୭ – ଏଠି ରଥ ଦେବତା ଏଠି ପଥ ଦେବତା, ଏଠି ବୃକ୍ଷ ବି ଦେବତା | ଭାରତୀୟ ସଂସ୍କୃତି ବିଶ୍ୱାସ କରେ ବୃକ୍ଷ ଦେବତାଙ୍କ ପୂଜା ପାଇଁ ପୃଥିବୀ ବଞ୍ଚିଛି | ଆମ ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ ବ୍ୟାପକ ବୃକ୍ଷ ରୋପଣ ଆବଶ୍ୟକ ବୋଲି ଓଡିଶା [...]