Search for:

ଓଡିଶା କୃଷି ଶିଳ୍ପ ନିଗମ ର ପରିଚାଳନା ନିର୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, ଆଇ.ଏ.ଏସ. ଙ୍କ ସଂଯୋଜନା ରେ ଏକ ପ୍ରତିନିଧି ଦଳ ଆଜି ଗୁଜରାତ ଗସ୍ତ

ଭୁବନେଶ୍ୱର:ଓଡିଶା କୃଷି ଶିଳ୍ପ ନିଗମ ର ପରିଚାଳନା ନିର୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, ଆଇ.ଏ.ଏସ. ଙ୍କ ସଂଯୋଜନା ରେ ଏକ ପ୍ରତିନିଧି ଦଳ ଆଜି ଗୁଜରାତ ଗସ୍ତ କରି ଗୁଜରାତ ରେ ଚାଲୁଥିବା ବିଭିନ୍ନ କୃଷି ଯୋଜନା ବିଷୟରେ ଗୁଜରାତ ର ସମ୍ମାନୀୟ କୃଷି ମନ୍ତ୍ରୀ ଶ୍ରୀ ରାଘବଜୀ ଭାଇ ପଟେଲ ଓ ଗୁଜରାତ କୃଷି ଶିଳ୍ପ ନିଗମ ର ପରିଚାଳନା ନିର୍ଦେଶକ ଶ୍ରୀ ଡି: ଏଚ: ସାହା, [...]

ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ ପାଇଁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳର ପରଜଙ୍ଗ ଓ କଙ୍କଡାହାଡରେ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ ପାଇଁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ପରଜଙ୍ଗ ଏବଂ କଙ୍କଡାହାଡ ବ୍ଲକରେ ୨୨୦/୩୩ କେଭି ଗ୍ରୀଡ୍ ସବ୍ ଷ୍ଟେସନ ପ୍ରତିଷ୍ଠା କରିବା ଉପରେ ବିଚାର କରାଯାଉ • ଏହି ବ୍ଲକରେ ବାସବାସ କରୁଥିବା ଲୋକମାନେ କେବଳ ତାଳଚେରର ଚାଇଁପାଳ ଗ୍ରୀଡ୍ ଉପରେ ନିର୍ଭର କରୁଥିବାରୁ ବିଦ୍ୟୁତ କାଟର ସମ୍ମୁଖୀନ ହେଉଛନ୍ତି [...]

ସି ପି ଏମ ର ଟାଟା ପାୱାର ଅଫିସ ଘେରାଉ

200 ୟୁନିଟ ବିଜୁଳି ଫ୍ରି ଦବୀରେ ସି ପି ଏମ ର ଟାଟା ପାୱାର ଅଫିସ ଘେରାଉ ଭୁବନେଶ୍ୱର :୧୨.୦୭  ଓଡିଶା ବାସୀ ପ୍ରତି ପରିବାର ପିଛା 200 ୟୁନିଟ ବିଜୁଳି ମାଗଣlରେ ଯୋଗାଇଦେବା, ଘନ ଘନ ବିଜୁଳି କାଟ ବନ୍ଦ କରି ଅବାରିତ ଗୁଣାତ୍ମକ ବିଜୁଳି ଯୋଗାଇଦେବା, ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ କରିବା ଇତ୍ୟାଦି ଦବୀରେ ଆଜି ସି ପି ଆଇ (ଏମ ) ଭୁବନେଶ୍ୱର ଆଞ୍ଚଳିକ [...]

ସ୍କୁଲ ୟୁନିଫର୍ମକୁ ସବୁଜ ରଙ୍ଗ କରି ଛାତ୍ରଛାତ୍ରୀଙ୍କୁ ଦଳୀୟ ଭାବନାରେ ଟାଣିବା ଅତ୍ୟନ୍ତ ଲଜ୍ଜାଜନକ

ସ୍କୁଲ ୟୁନିଫର୍ମକୁ ସବୁଜ ରଙ୍ଗ କରି ଛାତ୍ରଛାତ୍ରୀଙ୍କୁ ଦଳୀୟ ଭାବନାରେ ପରୋକ୍ଷ ଭାବେ ଟାଣିବା ଅତ୍ୟନ୍ତ ଲଜ୍ଜାଜନକ : ସୂରଜ ସୂର୍ଯ୍ୟବଂଶୀ  କେନ୍ଦ୍ର ସରକାର “ସମଗ୍ର ଶିକ୍ଷା” ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ସ୍କୁଲ ୟୁନିଫର୍ମ ପାଇଁ ଓଡ଼ିଶାକୁ ବାର୍ଷିକ ପ୍ରାୟ ୨୪୦ କୋଟି ଟଙ୍କା ଅନୁଦାନ ଦେଉଛନ୍ତି, ରାଜ୍ୟ ସରକାର କେଉଁ ଆଧାରରେ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଅର୍ଥରେ ନିଜସ୍ୱ “ମୁଖ୍ୟମନ୍ତ୍ରୀ ପରିଧାନ” ଯୋଜନା ଘୋଷଣା କରିଛନ୍ତି? [...]

ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ରିପୋର୍ଟ ଉପରେ ଏକ ମିଡିଆ କର୍ମଶାଳା

ସାମ୍ବାଦିକମାନଙ୍କୁ ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ସଶକ୍ତ କରିଥାଏ ଭୁବନେଶ୍ୱର, ଜୁଲାଇ ୧୨ : ସ୍ଥାୟୀ ସମସ୍ୟା ତଥା ପରିବେଶ ସମସ୍ୟାର ସମାଧାନ ପାଇଁ ସ୍ଵିଚଅନ୍ ଫାଉଣ୍ଡେସନ ଜ୍ଞାନ ସହଭାଗୀ ଭାବରେ ସକ୍ରେଟସ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟର ଦ ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ (ଏପିକ୍ ଇଣ୍ଡିଆ) ସହଯୋଗରେ ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ରିପୋର୍ଟ ଉପରେ ଏକ ମିଡିଆ କର୍ମଶାଳା ଆୟୋଜନ କରିଥିଲା।ଭୁବନେଶ୍ୱର, [...]

ଉନ୍ନତିକରଣ ଯୋଜନା କହି ଭାଗୁଛଥି : ସମାଜ ସେବୀ

ନିକୋ ପାର୍କ, ଏଜି କଲୋନୀରୁ ଉଚ୍ଛେଦ ଭୁବନେଶ୍ୱର): ୧୨.୦୭ ଖାରବେଳ ଥାନା ଅନ୍ତର୍ଗତ ୟୁନିଟ-4 ଓ ନିକୋ ପାର୍କ ଅଞ୍ଚଳରୁ ଉଚ୍ଛେଦ କରିଛି ବିଡିଏ ୟୁନିଟ-4ସ୍ଥିତ ପୁରୁଣା ଏଜି କଲୋନୀର ନବୀକରଣ ଓ ଡ୍ରେନ ନମ୍ବର 10 ପାର୍ଶ୍ୱରେ ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଥିଲା ପ୍ରଥମ ଉଚ୍ଛେଦ ୟୁନିଟ-4ସ୍ଥିତ ପୁରୁଣା ଏଜି କଲୋନୀର ମରାମତି ଓ ନବୀକରଣ ଲାଗି ଏଜିର ଡିଏଜି(ଆଡମିନ) ନୋଡାଲ ଅଫିସରଙ୍କ ରିକୁ୍ଯଜିସନକ୍ରମେ ଭୁବନଶ୍ୱେର ଉନ୍ନୟନ [...]

କୁଆଖାଇ ବ୍ରିଜ ରୁ  ମିଳିଲା ୨ ନିଖୋଜ ଛାତ୍ରଙ୍କ ମୃତଦେହ।

କୁଆଖାଇ ବ୍ରିଜ ରୁ  ମିଳିଲା ୨ ନିଖୋଜ ଛାତ୍ରଙ୍କ ମୃତଦେହ। ଭୁବନେଶ୍ୱର:୧୨.୦୭ ଭୁବନେଶ୍ବର ଉପକଣ୍ଠ କୁଆଖାଇ ନେଲା ୪ ମୁଣ୍ଡ । ବାଲିଅନ୍ତା ଥାନା ଧବଳାହାର ନିକଟ କୁଆଖାଇ ନଦୀରେ ବୁଡ଼ି ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ୪ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୪ ମୃତକ ହେଲେ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ, ବାଲେଶ୍ବରର ରୋହିତ ପରିଡ଼ା, ଜାମସେଦପୁରର ଆରୟାନ ଓ କଟକର କୁମାର ଅବିନାଶ । ଗତକାଲି [...]

ସମୀର ମହାନ୍ତି ସ୍ମାର୍ଟଫୋନ ଭଲ ଭାବେ ଧରି ଶିଖିନାହାନ୍ତି।

ଭୁବନେଶ୍ୱର: ୧୧.୦୭ ବିଜେପି ନେତା ସମୀର ମହାନ୍ତିଙ୍କ ମନ୍ତବ୍ୟ ଉପରେ ବିଜେଡିର କଡ଼ା ପ୍ରତିକ୍ରିୟା। ଗ୍ରାମାଞ୍ଚଳର ଓ ଜଗନ୍ନାଥ ସଂସ୍କୃତିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଉଥିବା ବେଳେ ବିଜେପି କେବେ ବି ଓଡ଼ିଶା ପାଇଁ ଚିନ୍ତା କରିନାହିଁ। ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାରକୁ ସହି ନପାରିବା ହୀନ ମାନସିକତା। ଓଡ଼ିଶା ବିଜେପି ନେତା ସବୁ ବେଳେ ଓଡ଼ିଶା ବିରୋଧୀ କାମ କରୁଛନ୍ତି ବୋଲି [...]

ଏଲଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ଦ୍ଵାରା ଆୟୋଜିତ ରକ୍ତଦାନ ଶିବିର

ଭୁବନେଶ୍ୱର:୧୧.୦୭ ଭୁବନେଶ୍ୱରର ନୟାପଲ୍ଲୀ କ୍ରୀଡ଼ା ଓ ବିକାଶ ପରିଷଦ ଠାରେ ଏଲଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ଦ୍ଵାରା ଆୟୋଜିତ ରକ୍ତଦାନ ଶିବିର ହୋଇଯାଇଛି । ରକ୍ତଦାନ ଭଳି ମହତ କାର୍ଯ୍ୟ ପାଇଁ ଆଗେଇ ଆସିଥିବା ପ୍ରତ୍ୟେକ ସ୍ବେଚ୍ଛାସେବୀ ଓ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛଥି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ମୁକ୍ତା ଯୋଜନାର ଉପଦେଷ୍ଟା ଶ୍ରୀମତୀ ଇପସିତା ସାହୁ,କର୍ପୋରେଟର ଶ୍ରୀମତି [...]

ସୁଦର୍ଶନଙ୍କ ବିୟୋଗରେ ଶୋକ।

ସୁଦର୍ଶନଙ୍କ ବିୟୋଗରେ ଶୋକ ଭୁବନେଶ୍ୱର ତା. ୧୧.୦୭.୨୦୨୩ ରିଖ : ଏକ ମର୍ମାନ୍ତୁଦ ଦୁର୍ଘଟଣାରେ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ତଥା ଜଣେ ବିଶିଷ୍ଟ ସମାଜସେବୀ ସୁଦର୍ଶନ ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ଆଚାର୍ଯ୍ୟ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନଙ୍କ ବିୟୋଗରେ ପିପିଲ ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି । ସେ ଥିଲେ [...]