କେନ୍ଦ୍ର ସରକାରଙ୍କ ପକ୍ଷରୁ ପୀଜିଆଇ ରିପୋର୍ଟରେ ଓଡିଶା ଶିକ୍ଷାବ୍ୟବସ୍ଥାକୁ ନ୍ୟୁନ ଦର୍ଶାଇବା ଚିନ୍ତାଧାରାକୁ ଦୃଢ଼ ନିନ୍ଦା
କେନ୍ଦ୍ର ସରକାରଙ୍କ ପକ୍ଷରୁ ପୀଜିଆଇ ରିପୋର୍ଟରେ ଓଡିଶା ଶିକ୍ଷାବ୍ୟବସ୍ଥାକୁ ନ୍ୟୁନ ଦର୍ଶାଇବା ଚିନ୍ତାଧାରାକୁ ଦୃଢ଼ ନିନ୍ଦା କରିଛନ୍ତି:- ଛାତ୍ର ବିଜେଡ଼ି ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାର ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥା ଶିଖରରେ ପହଞ୍ଚିଥିବା ବେଳେ,ଓଡ଼ିଶା ଶିକ୍ଷା ବ୍ୟବସ୍ଥାକୁ କେନ୍ଦ୍ର ସରକାରଙ୍କ ନିଚ୍ଛ ଦର୍ଶାଇବା ମନୋବୃତ୍ତି ଏବଂ ପିଜିଆଇ ରିପୋର୍ଟରେ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ହ୍ରାସ ପାଇଥିବାରୁ ଏହାକୁ ଦୃଢ ନିନ୍ଦା କରିଛି ବିଜୁ ଛାତ୍ର [...]