Search for:

ଗୋପାଳପୁରରେ ବିଜେଡି କାର୍ଯ୍ୟାଳୟକୁ ମାନସ ରଞ୍ଜନ ମଙ୍ଗରାଜ ଉଦଘାଟନକଲେ।

ଗୋପାଳପୁର ନୂଆ ବସଷ୍ଟାଣ୍ଡ ନିକଟରେ ଆୟୋଜିତ ସଭାରେ ଉଦବୋଧନ ଦେଇ ତୃଣମୂଳସ୍ତରରୁ ବିଜେଡି ସଂଗଠନକୁ ମଜଭୁତ କରିବାକୁ ସେ ଆହ୍ବାନ ଭୁବନେଶ୍ୱର:ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀ ହେଉଛି ମୁଖ୍ୟମନ୍ତ୍ରୀଙ୍କର ପ୍ରିୟ ନିର୍ବାଚନମଣ୍ଡଳୀ । ଏହି ନିର୍ବାଚନମଣ୍ଡଳୀ ରାଜ୍ୟ ସରକାରଙ୍କ ଫୋକସରେ ରହିଛି । ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଏଠାରୁ ବଡ଼ ବ୍ୟବଧାନରେ ବିଜୟୀ ହେବେ ବୋଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ମାନସ ରଞ୍ଜନ ମଙ୍ଗରାଜ [...]

ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ପକ୍ଷରୁ ଵିଶାଳ ରକ୍ତଦାନ ଶିବିର

ଭୁବନେଶ୍ୱର : ୦୯.୦୭ ବାସନ୍ତୀ ଦୁର୍ଗା ମିନିଟ୍ରକ ମାଲିକ ସଂଘର ୨୩ ତମ ବାର୍ଷିକ ଉତ୍ସବ ଅବସରରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଆଜି ଓଡିଶା ମୋ ପରିବାର ଓ ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ମିଳିତ ସହଯୋଗରେ ରସୁଲଗଡ ଦୁର୍ଗାପୂଜା ମଣ୍ଡପ ଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ମିନି ଟ୍ରକ ଓନର୍ସ ଆସୋସିଏସନ ସମ୍ପାଦକ ସୁଶାନ୍ତ କୁମାର ରଣାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି [...]

ରୋଟାରୀ ରୟାଲ ପକ୍ଷରୁ ସେବା ସପ୍ତାହ ପାଳନ

ରୋଟାରୀ ରୟାଲ ପକ୍ଷରୁ ସେବା ସପ୍ତାହ ପାଳନ ଭୁବନେଶ୍ୱର/୦୯:୦୭- ଜୁଲାଇ ୧ ରୁ ଆରମ୍ଭ ହୋଇଥିବା ନୂତନ ରୋଟାରୀ ବର୍ଷ ର ପ୍ରଥମ ସପ୍ତାହକୁ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱରର ରୟାଲ୍  ପକ୍ଷରୁ ସ୍ଵତନ୍ତ୍ର ସେବା ସପ୍ତାହ ଭାବେ ପାଳନ କରାଯାଇଅଛି। ଏହି ଅବସରରେ ସଭାପତି ଇଂ ପ୍ରତାପ କୁମାର ଚୌଧୁରୀଙ୍କ ନେତୃତ୍ୱରେ ତେଲେଙ୍ଗା ପେଣ୍ଠ ସ୍ଥିତ ବୃଦ୍ଧାଶ୍ରମ ‘ଶଖା’ ରେ ମହାପ୍ରସାଦ ବିତରଣ,ଡେଲ୍ଟା ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଓ‌ [...]

ବକ୍ସି ଜଗବନ୍ଧୁଙ୍କ ପରିବାରର ସଦସ୍ୟ ହିସାବରେ ବିଜେଡ଼ିର ଆଭିମୁଖ୍ୟକୁ ମୁଁ ନିନ୍ଦା କରୁଛି: ଲଳିତେନ୍ଦୁ ବିଦ୍ୟାଧର

ବିଜେଡିର ଗୁମାସ୍ତା ଓ ନିଜକୁ ସାଆନ୍ତ ଭାବୁଥିବା ଲୋକମାନେ ପାଇକ ସ୍ମାରକୀ କାମକୁ ଦିଗହରା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି:ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର  ବକ୍ସି ଜଗବନ୍ଧୁଙ୍କ ପରିବାରର ସଦସ୍ୟ ହିସାବରେ ବିଜେଡ଼ିର ଆଭିମୁଖ୍ୟକୁ ମୁଁ ନିନ୍ଦା କରୁଛି  ପାଇକ ବିଦ୍ରୋହକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଅତୁଳନୀୟ  ବିଜେଡ଼ିର ନୂଆ ନୂଆ ସାଜିଥିବା [...]

ବେଆଇନ ପାର୍କିଂ କଲେ  ଉଠାଇନେବ ଗାଡି ପୋଲିସ l

ବେଆଇନ ପାର୍କିଂ କଲେ  ଉଠାଇନେବ ଗାଡି ପୋଲିସ l ଭୁବନେଶ୍ୱର:୦୯.୦୭ ରାଜଧାନୀରେ କୌଣସି ମଲ୍ ସାମ୍ନାରେ କି ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରୁଥିଲେ ହୁସିଆର। ଏପରି ସ୍ଥାନରେ ପାର୍କିଂ କରୁଥିଲେ ଆପଣଙ୍କ ଗାଡିକୁ ଟୋଇଂ ମାଧ୍ୟମରେ ଉଠାଇ ନେବ ପୋଲିସ। ପୋଲିସ ଏବଂ ବିଏମସି ପକ୍ଷରୁ ଏନେଇ ଡ୍ରାଇଭ ଆରମ୍ଭ ହୋଇଥିବା ବେଳେ ବ୍ୟବସାୟୀ ଏବଂ ମଲ ମାଲିକ ମାନଙ୍କୁ ସତର୍କ କରାଯାଇଛି। ରାସ୍ତାକଡ଼ ବଦଳରେ ବିଏମସି ଦ୍ଵାରା ପ୍ରସ୍ତୁତ [...]

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସବୁକ୍ଷେତ୍ରରେ ୧ ନମ୍ବର

ଭୁବନେଶ୍ୱର: ସୁଖୀ ଓଡ଼ିଶା, ସୁସ୍ଥ ଓଡ଼ିଶା। ୨୩ ବର୍ଷ ଧରି ଦ୍ରୁତ ବିକାଶ ସହିତ ବାସ ଉପଯୋଗୀ ଅନୁକୂଳ ପରିବେଶ ପାଇଁ ଓଡ଼ିଶା ଏବେ ଦେଶରେ ଅଗ୍ରଣୀ ରାଜ୍ୟ। ବିଭିନ୍ନ ସୂଚକାଙ୍କରେ ବାସ ଉପଯୋଗୀ ଅନୁକୂଳ ପରିବେଶ କ୍ଷେତ୍ରରେ ଓଡ଼ିଶା ଦେଶରେ ଟପ୍ ଟେନ୍ ରାଜ୍ୟ ଭିତରେ ସ୍ଥାନ ପାଇଛି। ଏ କ୍ଷେତ୍ରରେ ଓଡ଼ିଶାଠାରୁ ବହୁଗୁଣରେ ଧନୀ ରାଜ୍ୟଗୁଡ଼ିକ ପଛରେ ପଡ଼ିଯାଇଛନ୍ତି। ନଦୀଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବା ହେଉ, କି ଘଞ୍ଚ [...]

କପିଳେଶ୍ୱର ସରକାରଙ୍କର କଣ ସାବତ ପୁଅକୀ?

କପିଳେଶ୍ୱର ମନ୍ଦିରକୁ ଏକାମ୍ର ପ୍ରକଳ୍ପ ରେ ବାଦ୍ ଦେଇଥିବାରୁ ବିଜେପି ଉଦବେଗ ପ୍ରକାଶ କରିଛି। •ଏକାମ୍ର ଐତିହ୍ୟ ପକଳ୍ପ ରେ କାହିଁକି କପିଳେଶ୍ୱର ମନ୍ଦିରକୁ ବାଦ୍ ଦିଆଗଲା ? •କପିଳେଶ୍ୱର ସରକାରଙ୍କର କଣ ସାବତ ପୁଅକୀ? •ତୁରନ୍ତ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ନଚେତ୍ ଆଗାମୀ ଦିନରେ ଏଥିପାଇଁ ଏକ ମହା ଆନ୍ଦୋଳନ କରାଯିବ। ପୁରୁଣାଭୁବନେଶ୍ୱର,ତା.୮/୦୭:କପିଳେଶ୍ୱର ସରକାରଙ୍କର କଣ ସାବତ ପୁଅକୀ? ଏକାମ୍ର କ୍ଷେତ୍ରର ବିକାଶ ପାଇଁ [...]

ଯେଉଁମାନେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଅମୂଳକ କଥା  କହିବେ, ତେବେ ତାଙ୍କୁ କ’ଣ କହିବା? ଧର୍ମେନ୍ଦ୍ର ପ୍ରଧାନ

ପାଇକ ବିଦ୍ରୋହ ପ୍ରସଙ୍ଗ ଉପରେ ବିଜେଡିର ମନ୍ତବ୍ୟ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ଯେଉଁମାନେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଅମୂଳକ କଥା  କହିବେ, ତେବେ ତାଙ୍କୁ କ’ଣ କହିବା? ଧର୍ମେନ୍ଦ୍ର ପ୍ରଧାନ • ମୋଦି ସରକାରରେ ପାଇକ ସଂଗ୍ରାମକୁ ଯଥୋଚିତ ସମ୍ମାନ ଦିଆଯାଇଛି • ଓଡ଼ିଶାର ଭାବାବେଗ ସହ ସମ୍ପର୍କ ନଥିବା ଲୋକମାନେ ପାର୍ଟି ପାଇଁ ଚିଠା ଲେଖୁଛନ୍ତି • ଯାହାଙ୍କ ପାଖରେ ଶାଳିନତା ନାହିଁ, ତାଙ୍କୁ ମହାପ୍ରଭୁ ସଦବୁଦ୍ଧି [...]

ଶହୀଦ ବାଜି ରାଉତଙ୍କ ଉପରେ ନାଟକ ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ କରିବ

ଭୁବନେଶ୍ୱରରେ ମଞ୍ଚସ୍ଥ ଓଡ଼ିଆ ଶିଶୁ ନାଟକ ‘ବିପ୍ଳବୀ ବାଜିଆ’ ଦେଖିଲେ କେନ୍ଦ୍ରମନ୍ତ୍ରୀ ଶହୀଦ ବାଜି ରାଉତଙ୍କ ଉପରେ ନାଟକ ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ କରିବ – ଧର୍ମେନ୍ଦ୍ର ପ୍ରଧାନ • ଶହୀଦ ବାଜି ରାଉତଙ୍କ ବଂଶଧରଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ • ଏହି ନାଟକକୁ ସବୁ ସ୍କୁଲ ଓ ଜିଲ୍ଲା ସ୍ତରରେ ପହଞ୍ଚାଇବା ପାଇଁ ପରାମର୍ଶ • ଜାତୀୟ ଶିକ୍ଷା ନୀତିରେ ଶିଶୁ ମାନଙ୍କୁ ସଙ୍ଗୀତ, କାହାଣୀ, [...]

ରାଜଧାନୀ ଭୁବନେଶ୍ୱର ଲୁଟେରାଙ୍କ କବଜା ରେ ପୋଲିସ ଫୋନ କଲେ ପୋଲିସ ଧରୁଛି।

ଚୋର ପୋଲିସ ଏବେ ଏକାଠି ପବ୍ଲିକ କାର୍ପେଟର ଫୋନ କଲେ ପିସିଆର ପୋଲିସ ଯାଉଛି। ଭୁବନେଶ୍ୱର:୦୮.୦୭  ଇନଫୋଭ୍ୟାଲି ଥାନା ଯାଆଁଳା ଝୁଲଣସାହିରେ ରହୁଥିବା ଅଜୟ ପ୍ରଧାନଙ୍କ ଘରୁ ବଡଧରଣର ଚୋରି ହୋଇଛି । ଶ୍ରୀ ପ୍ରଧାନ ପରିବାର ସହିତ ଏକ ବିବାହ କାର୍ଯ୍ୟକ୍ରମରେ ଗତ ୨୬ ତାରିଖ ଦିନ ଯୋଗ ଦେବାକୁ ଡେଲାଙ୍ଗ ଯାଇଥିଲେ । ଏହି ସମୟରେ ସୁଯୋଗ ଦେଖି ଦୁର୍ବୃତ୍ତମାନେ ତାଙ୍କ ଘରର ତାଲା ଭାଙ୍ଗି ଭିତରେ [...]