Search for:

ରବିବାର ସନ୍ଧ୍ୟାରୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଚଳଚଞ୍ଚଳ ଲିଙ୍ଗରାଜଙ୍କ ପୀଠ ଭୁବନେଶ୍ୱର : ୧୦.୦୭ ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ରବିବାର ସନ୍ଧ୍ୟାରୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼ ଜମିବାରେ ଲାଗିଛି। ତେଣୁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଛି। ବିଭିନ୍ନ ନଦୀ ଘାଟରୁ ପାଣି ଉଠାଇ କାଉଡ଼ିଆମାନେ ଏକାମ୍ର କ୍ଷେତ୍ରକୁ ଛୁଟି ଆସିଛନ୍ତି।ସମାଜ ସେବୀ ମାନି ପଣ୍ଡା କହିଲେ ଏକାମ୍ର କ୍ଷେତ୍ର ରେ ମହିଳା ଙ୍କୁ [...]

କୃଷିମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଶସ୍ତା ରେ ପରିବା ବିକିଲା ଛାତ୍ର କଂଗ୍ରେସ। 

ଭୁବନେଶ୍ୱର :୧୦.୦୭  ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ କୃଷିମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ସମ୍ମୁଖରେ ପ୍ରଦେଶ ଛାତ୍ର କଂଗ୍ରେସ ସୁଲଭ ମୂଲ୍ୟରେ ପରିବା ବିକି ଆକାଶ ଛୁଆଁ ପରିବା ଓ ସଉଦା ଦର ପ୍ରତିବାଦରେ ବିକ୍ଷୋଭ କରିଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ସେଠାରେ ଟମାଟୋ କିଲୋ ୫୦ ଟଙ୍କା, ବାଇଗଣ କିଲୋ ୩୦ ଟଙ୍କା, ଝୁଡ଼ଙ୍ଗ କିଲୋ [...]

୬ ମାସ ମାସ ଯାଇନି, ପାଣିରେ ଧୋଇବା ଆରମ୍ଭ କଲାଣି ସେହି ସୌନ୍ଦର୍ଯ୍ୟକରଣ ।

ଭୁବନେଶ୍ୱର:କଟକ:୦୯.୦୭ କୋଟି କୋଟି ଖର୍ଚ୍ଚ ହୋଇଥିଲ ୧୫  ଫୁଟ ଧସିଗଲା ହକି ବିଶ୍ୱକପ ବେଳେ ସବୁ ଚକାଚକ ହେଲା । ସବୁଠି କାମ ଜୋରସୋର ଚାଲିଲା । ବିଭିନ୍ନ ରଙ୍ଗରେ ରାସ୍ତାଘାଟ ରଙ୍ଗୀନ ହେଲା । ପାଣି ଭଳି ଟଙ୍କା ଖର୍ଚ୍ଚ ହେଲା । ଆଉ ସହରର ସୌନ୍ଦର୍ଯ୍ୟକରଣ ବି ହେଲା। କିନ୍ତୁ ୬ ମାସ ମାସ ଯାଇନି, ପାଣିରେ ଧୋଇବା ଆରମ୍ଭ କଲାଣି ସେହି ସୌନ୍ଦର୍ଯ୍ୟକରଣ । ସ୍ଥାନୀୟ [...]

ଗ୍ୟାଙ୍ଗ ବାସ୍ତବରେ ୨୧ ମାମଲାରେ ସଂପୃକ୍ତ ଅଛନ୍ତି କି ନାହିଁ, ତାହା କେବଳ ପୋଲିସକୁ ହିଁ ଜଣା ।

ଭୁବନେଶ୍ୱର:ରାଜଧାନୀ ଓ ଉପକଣ୍ଠରୁ ଘନଘନ ଲୁଟ୍‌ପାଟ କରି ଲୁଟେରା ଗ୍ୟାଙ୍ଗ ପୋଲିସର ନିଦ ହଜାଇ ଦେଇଥିଲା । ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପାଇବା ପରେ ପୋଲିସ ହରଡଘଣାରେ ପଡିଯାଇଥିଲା । ପରେ ସ୍ପେଶାଲ ସ୍କ୍ୱାର୍ଡ ଘଟଣାର ତଦନ୍ତ କରି ଗୋଟିଏ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ତେବେ ଏହି ଗୋଟିଏ ଗ୍ୟାଙ୍ଗକୁ ଧରି ପୋଲିସ ବିଭିନ୍ନ ଥାନାରେ ଥିବା ପ୍ରାୟ ୪୦ରୁ ଉଦ୍ଦ୍ୱର୍ ମାମଲାରୁ ୨୧ଟି ଫାଇଲ [...]

ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ରଶ୍ମି ମିଶ୍ରଙ୍କ ଉପନ୍ୟାସ କୁ ଅତିଥି ମାନେ ଲୋକାର୍ପଣ

ଭୁବନେଶ୍ୱର:ଆମେ ସମସ୍ତେ ନିଜ ନିଜ ବାଗରେ ଜିଉଁ, ନିଜ ନିଜ ବାଗରେ ବଞ୍ଚିବାର ବାଟ ବି ବାଛିନେଉ। ଗୋଟିଏ ଜୀବନର ସମାନ୍ତରାଳ ଭାବରେ ଚାଲିଥାଏ ଆଉ ଏକ ଜୀବନ ଯେମିତି ଗୋଟିଏ ଘଟଣାର ସମାନ୍ତରାଳ ଭାବେ ଚାଲିଥାଏ ଆହୁରି କିଛି ଘଟଣା। ଏହିପରି ଏକ କାହାଣୀକୁ ଉପନ୍ୟାସ ର ରୂପ ଦେଇଛନ୍ତି ରଶ୍ମି ମିଶ୍ର, ଯାହା ଅଧ୍ୟାପକ ବିଶ୍ୱରଂଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।ସ୍ଥାନୀୟ ଅର୍ଯ୍ୟ ପ୍ୟାଲେସ [...]

ମନ୍ଦିର ବାହାରୁ ଚପଲ ଚୋରି ଥାନାରେ ମାମଲା

ମନ୍ଦିର ବାହାରୁ ଚପଲ ଚୋରି ହୋଇଯିବାକୁ ନେଇ ଥାନାରେ ମାମଲା ରୁଜୁ କଲେ ଯୁବକ ଭୁବନେଶ୍ୱର:କାନପୁର: ଠାକୁର ଦର୍ଶନ କରିବାକୁ ଯାଇଥିବାବେଳେ ମନ୍ଦିର ବାହାରୁ ଚୋରି ହୋଇଗଲା ଚପଲ । ଥାନାକୁ ଯାଇ ମାମଲା ରୁଜୁ କଲେ ଜଣେ ଯୁବକ । ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର କାନପୁର ସହରରୁ । ଥାନାରେ ଦାୟାର ହୋଇଥିବା ଏଫଆଇଆରରେ ବ୍ୟକ୍ତିଜଣଙ୍କ ଲେଖିଛନ୍ତି ଯେ, ସେ ସଚ୍ଚୋଟ ରୋଜଗାରରୁ [...]

ସାହାଯ୍ୟ ଖୋଜୁଛଥି ବିଜୟ

ଭୁବନେଶ୍ୱର:ଭାଇ ଓ ବଡ ଭାଇମାନେ ଆମର ଫୋରେଷ୍ଟ ପାର୍କ ୟୁଥ ଅସସେସନ ର ପ୍ରତିଷ୍ଠିତ ସବ୍ୟ ଶ୍ରୀ ବିଜୟ କୁମାର ଭର ଗୁରୁତର ଲିଭର ଖରାପ ହେଇ ପ୍ରୟ ୫ ମାସ ହେଲା ଘରେ ପଡ଼ିଛନ୍ତି ତା ପାଖରେ ପଇସା ନାହିଁ ଚିକତ୍ସାରା କରି ତାର ସମ୍ପୂର୍ଣ ପଇସା ସାରି ଯାଇଛି ଏମିତିକି ତାର ଘରେ କହିବାକୁ ପଇସା ନାହିଁ ତାର ଗୋଟିଏ ଝିଅ ଅଛି ଆଉ ତାର ସ୍ତ୍ରୀ [...]

ଜୟ ଓଡ଼ିଶାର ଶେଷସାଥି ଗାଡ଼ି ଦ୍ଵାରା କେଦାରପଲ୍ଲୀ ରୁ ସତ୍ୟନଗର ସ୍ଥିତ ଖ୍ରୀଷ୍ଟିଆନ ମଶାଣୀ କୁ ସ୍ଥାନାନ୍ତର

ଭୁବନେଶ୍ୱର:ବାପୁଜନଗରସ୍ଥିତ କେଦାରପଲ୍ଲୀ ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଜଣେ ୫୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କା ସଞ୍ଜୁ ଦେଇ ବି ଏମ ସି ରେ ପୂର୍ବରୁ ଝାଡୁଦାର ଭାବେ କାମ କରୁଥିଲେ। ତାଙ୍କ ପୁଅ ପବିତ୍ର ଏକ ମାଛ ଦୋକାନ କରି ପରିବାର ପୋଷଣ କରୁଥିବା ବେଳେ, ଦେଢ଼ ମାସ ପୂର୍ବରୁ ସଞ୍ଜୁ ଙ୍କ ଶରୀରରେ କର୍କଟ ରୋଗ ଚିହ୍ନଟ ହୋଇଥିଲା।ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଏଭଳି ପରିସ୍ଥିତିରେ ପବିତ୍ର [...]

ଜାତୀୟ ଆୟୁର୍ବେଦ ଜଗତର ପ୍ରବାଦ ପୁରୁଷ ବରେଣ୍ୟ ଡାକ୍ତର ସ୍ଵପ୍ନେଶ୍ଵର ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ।

ଜାତୀୟ ଆୟୁର୍ବେଦ ଜଗତର ପ୍ରବାଦ ପୁରୁଷ ବରେଣ୍ୟ ଡାକ୍ତର ସ୍ଵପ୍ନେଶ୍ଵର ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଭୁବନେଶ୍ୱର:୦୯.୦୭ ରବିବାର ସନ୍ଧ୍ୟା 6 ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଜାତୀୟ ଆୟୁର୍ବେଦ ଜଗତର ପ୍ରବାଦ ପୁରୁଷ ବରେଣ୍ୟ ଡାକ୍ତର ସ୍ଵପ୍ନେଶ୍ଵର ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ସଭାରେ ମହାମହିମ ରାଜ୍ୟପାଳ ଆଦରଣୀୟ ପ୍ରଫେସର ଗଣେଶୀ ଲାଲ ଜି, ମାନ୍ୟବର ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ଅମାତ, ପୂର୍ବତନ [...]

ଡିଜାଇନ୍ ଷ୍ଟୁଡିଓ ଯାହା ବହୁ ଚମତ୍କାର, ସମସାମୟିକ କଳା ଅନୁପ୍ରାଣିତ ଏବଂ ହସ୍ତଶିଳ୍ପ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟିଥିବା ପାଇଁ ରାଜ୍ୟରେ ଲୋକପ୍ରିୟ l

ଓଡ଼ିଶାରେ ସମସାମୟିକ କଳା ଏବଂ ହସ୍ତଶିଳ୍ପର ସମୃଦ୍ଧି ଓ କଳାକାରମାନଙ୍କୁ ସଶକ୍ତ କରିବା ପାଇଁ ବେଲଗଡିଆ ପ୍ୟାଲେସ୍ ରେ ଏକ୍ସ ବିଡସ୍ ଆବାସିକ କାର୍ଯ୍ୟକ୍ରମ । ଭୁବନେଶ୍ୱର:୦୯.୦୭ ବେଲଗାଡିଆ ପ୍ୟାଲେସ୍ ଏବଂ ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ୍ ଆର୍ଟ ଏବଂ ଡିଜାଇନ୍ ଷ୍ଟୁଡିଓ (BEADS) ର ଏକ ପ୍ରଦର୍ଶନୀ ୯ ଜୁଲାଇ ୨୦୨୩ ରେ ଭୁବନେଶ୍ୱରସ୍ଥିତ ପ୍ରେସ୍ କ୍ଲବରେ ଆୟୋଜିତ ହୋଇଯାଇଛି l ଏହି ପ୍ରଦର୍ଶନୀ ରେ ମୁଖ୍ୟ ଅତିଥି ଭାବେ ଧରିତ୍ରୀ [...]