Search for:
  • Home/
  • ରାଜ୍ୟ/
  • ପଶ୍ଚିମବଙ୍ଗରୁ ଆଳୁ ଆସିବା ବେଳେ ଟିଏମସି ଗୁଣ୍ଡା ହଇରାଣ କରୁଛନ୍ତି’: ମନ୍ତ୍ରୀ

ପଶ୍ଚିମବଙ୍ଗରୁ ଆଳୁ ଆସିବା ବେଳେ ଟିଏମସି ଗୁଣ୍ଡା ହଇରାଣ କରୁଛନ୍ତି’: ମନ୍ତ୍ରୀ

Spread the love

Loading

ପଶ୍ଚିମବଙ୍ଗରୁ_ଆସିବନି_ଆଳୁ- ମନ୍ତ୍ରୀ
ଓଡ଼ିଶାକୁ ଆସିଲା ଉତ୍ତରପ୍ରଦେଶର ଆଳୁ
ୟୁପିରୁ ଆଳୁ ଆସିଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା
ଧୀରେଧୀରେ ପଶ୍ଚିମବଙ୍ଗରୁ ଆଳୁ ଆସିବା କମ୍‌ କରାଯିବ କହିଲେ ମନ୍ତ୍ରୀ
‘ପରେ ପଶ୍ଚିମବଙ୍ଗରୁ ଆଳୁ ଆସିବା ସମ୍ପୂର୍ଣ୍ଣ ବନ୍ଦ କରାଯିବ’
ପଶ୍ଚିମବଙ୍ଗରୁ ଆଳୁ ଆସିବା ବେଳେ ଟିଏମସି ଗୁଣ୍ଡା ହଇରାଣ କରୁଛନ୍ତି’ସୀମାରେ ଗାଡ଼ି ଅଟକାଇ ଜୋର ଜବରଦସ୍ତି ଟଙ୍କା ଆଦାୟ କରୁଛନ୍ତି’

Leave A Comment

All fields marked with an asterisk (*) are required