Search for:
  • Home/
  • Month: September 2023

5 ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନପକ୍ଷରୁ ସମ୍ବର୍ଦ୍ଧନା।

ଭୁବନେଶ୍ୱର:କେନ୍ଦୁଝର :ରାଜ୍ୟ ସରକାର,ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ଅଷ୍ଟ୍ରେଲିଆରେ ଉଚ୍ଚ ଶିକ୍ଷା ପାଇଁ ଯାଉଥିବା ଜିଲ୍ଲାର 5 ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନପକ୍ଷରୁ ସମ୍ବର୍ଦ୍ଧନା। ବହୁ ଛାତ୍ରଛାତ୍ରୀ ଓ ଅବିଭାବକ ଉପସ୍ଥିତ। କିଛିଦିନ ପୂର୍ବରୁ ଉକ୍ତ ଛାତ୍ରଛାତ୍ରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆଶୀର୍ବାଦ ଗ୍ରହଣ କରିବାକୁ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। [...]

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ ଭୁବନେଶ୍ୱର: ନୂଆଦିଲ୍ଲୀ: ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ଶନିବାର ସକାଳୁ ନନ୍ଦୟାଲା ପୋଲିସ ସହାୟତାରେ ସିଆଇଡି ଚନ୍ଦ୍ରବାବୁ ନାଇଡଙ୍କୁ ଗିରଫ କରିଛି । ଆନ୍ଧ୍ରପ୍ରଦେଶ ଦକ୍ଷତାବିକାଶ ନିଗମ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପ୍ରଥମେ ୱାରେଣ୍ଟ ଜାରି କରିଥିଲା ସିଆଇଡି । ଗିରଫ କରାଯିବା ପରେ [...]

ଓଡ଼ିଶାର ଅସ୍ମିତାକୁ ଜି-୨୦ ଶିଖର ସମ୍ମିଳନୀରେ ସମ୍ମାନିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି

ଓଡ଼ିଶାର ଅସ୍ମିତାକୁ ଜି-୨୦ ଶିଖର ସମ୍ମିଳନୀରେ ସମ୍ମାନିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି ଓଡ଼ିଶାର ଐତିହ୍ୟ, ପରମ୍ପରା ସଂସ୍କୃତି, ଭାଷା, ସଙ୍ଗୀତ ଓ ନୃତ୍ୟ ଆଜି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଙ୍କ ଦୃଷ୍ଟି ଆକର୍ଷଣ କରୁଛି: ମନମୋହନ ସାମଲ  ଜି-୨୦ବିଶ୍ୱ ମଂଚରେ ବିଶ୍ୱନେତୃତ୍ୱଙ୍କୁ ମୋଦିଜୀ ସ୍ୱାଗତ ବେଳେ ଓଡ଼ିଆ ସ୍ୱାଭିମାନର ପ୍ରତୀକ କୋଣାର୍କ ଚକ୍ରର ଭବ୍ୟ ଉପସ୍ଥିତିକୁ ବର୍ଣ୍ଣନା କରିଥିଲେ  ମୋଦିଜୀଙ୍କ ଓଡିଶା ପାଇଁ ପ୍ରାଥମିକତା [...]

ଭ୍ରଷ୍ଟାଚାର ଓ ପର୍ସେଂଟେଜ୍‌ର ସରକାର ଚାଲିଛି: ମନମୋହନ ସାମଲ

କେନ୍ଦୁଝର ଜିଲ୍ଲା ଗସ୍ତରେ ରାଜ୍ୟ ସଭାପତି ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ପର୍ସେଂଟେଜ୍‌ର ସରକାର ଚାଲିଛି: ମନମୋହନ ସାମଲ  ମୋଦି ସରକାର ୯ବର୍ଷରେ ଓଡ଼ିଶାକୁ ୧୮ଲକ୍ଷ ୮୩ହଜାର କୋଟି ଟଙ୍କା ଦେବା ସତ୍ୱେ ଓଡିଶା କିମ୍ବା ଓଡିଶାବାସୀଙ୍କ ସ୍ଥିତିରେ କୈାଣସି ପରିବର୍ତନ ଆସିନାହିଁ  କେନ୍ଦୁଝରରେ ଖଣି ଖାଦାନ ଥାଇ ମଧ୍ୟ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି  ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଖଣିଜ ପାଂଠି / ଡିଏମ୍‌ଏଫ୍ ପାଂଠିର [...]

୨୩ ବର୍ଷ ପରେ ପାଇକଙ୍କ କଥା ମନେପଡିଲା, ଏହା ଛଳନା ନୁହେଁ କି ?: ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

ମୁଖ୍ୟମନ୍ତ୍ରୀଙ୍କର ୨୩ ବର୍ଷ ପରେ ପାଇକଙ୍କ କଥା ମନେପଡିଲା, ଏହା ଛଳନା ନୁହେଁ କି ?: ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଭୁବନେଶ୍ୱର, ତା.୦୯/୦୯: ଗତକାଲି ରାଜ୍ୟ ସରକାର ପାଇକ ଏକାଡେମି ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କଲେ ବୋଲି ଘୋଷଣା କରିଛନ୍ତି । ଯାହା ହେଉ ୨୩ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କର ଓଡିଶାର ଅସ୍ମିତା ଏବଂ ଗୌରବର ପ୍ରତିକ ପାଇକ ସଂଗ୍ରାମ କଥା ମନେପଡିଲା । ଏହା [...]

ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ।

ଭୁବନେଶ୍ୱର:ସତ୍ୟନଗର ଲେଡ଼ିଜଫୋରମ ଓ ରତ୍ନାକର ବାଗ ଲେଡ଼ିଜ କ୍ଲଵର ମିଳିତ ଆନୁକୂଲ୍ୟରେ ୯ ସେପ୍ଟେମ୍ବର ଦିନ ରତ୍ନାକର ବାଗ ପରିଷଦ ଭବନରେ ମହିଳା ମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇ ଥିଲା l ଉକ୍ତ କାର୍ଯ୍ୟକ୍ରମରେ ଆପୋଲୋ ହସ୍ପିଟାଲ ଓ ଏହାର ସଦସ୍ୟଙ୍କ ସହଯୋଗରେ ମହିଳା ମାନଙ୍କ ହିମୋଗ୍ଲୋବିନ, ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା ଓ ଇ. ସି. ଜି. ପରୀକ୍ଷା କରାଯାଇଥିଲା l [...]

ନବନିର୍ମାଣ ସ୍ବରାଜ ସରକାର ପାଇଁ ମହାସଂଗ୍ରାମ

ଭୁବନେଶ୍ୱର:ନବନିର୍ମାଣ ସ୍ବରାଜ ସରକାର ପାଇଁ ମହାସଂଗ୍ରାମ ହେବ ‘ମୋ ଦଳ’ କଟକ ଜିଲ୍ଲା ‘ମୋ ଦଳ’ ସମ୍ମିଳନୀ ନବନିର୍ମାଣ ସ୍ବରାଜ ସରକାର ପାଇଁ ମହାସଂଗ୍ରାମ କରିବ ‘ମୋ ଦଳ’। ୭୬ ବର୍ଷ ସ୍ବାଧୀନତାର ବିକାଶର ବିସଙ୍ଗତି ଯେଭଳି ଭାବରେ ଚାଷୀ, ମୂଲିଆ, ଯୁବକ, କୃଷକ ସମସ୍ତେ ଉପେକ୍ଷିତ ହୋଇ ନିଷ୍ପେସିତ ହୋଇଛନ୍ତି ଏଭଳି ହେବାକୁ ଆଉ ଦିଆଯିବ ନାହିଁ। ସରକାର ଠିକ୍‌ ଚାଲିବ ଲୋକେ କିନ୍ତୁ ବଢ଼ି ମରୁଡ଼ିରେ ପେଶିହେବା [...]

ଜି-୨୦ ରାଷ୍ଟ୍ର ମୂଖ୍ୟ ମାନଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ବରରେ ନାଗରିକ ପ୍ରତିବାଦ ଓ ପୋଷ୍ଟର ପ୍ରଦର୍ଶନ 

ଜି-୨୦ ରାଷ୍ଟ୍ର ମୂଖ୍ୟ ମାନଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ବରରେ ନାଗରିକ ପ୍ରତିବାଦ ଓ ପୋଷ୍ଟର ପ୍ରଦର୍ଶନ ଭୁବନେଶ୍ୱର, ତା ୦୮/୦୯/୨୩: ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଜି-୨୦ ରାଷ୍ଟ୍ର ମୂଖ୍ଯ ମାନଙ୍କ ସମ୍ମିଳନୀକୁ ବାର୍ତ୍ତା ଦେବା ପାଇଁ ଆଜି ବିଭିନ୍ନ ନାଗରିକ ସଂଗଠନ ଓ ରାଜନୈତିକ ଗଣ ସଂଗଠନ ମାନଙ୍କ ପକ୍ଷରୁ ଏକ ଅଭିନବ ପ୍ରତିବାଦ ଓ ବିଭିନ୍ନ ଦାବି ସମ୍ବଳିତ ପ୍ଲାକାଡ୍ ପ୍ରଦର୍ଶନ କରାଯାଇଛି । ଏହି ପ୍ରତିବାଦ [...]

ଜୟନାରାୟଣ ମିଶ୍ର ଶରତ ଓ ସୌମ୍ୟ ପଟ୍ଟନାୟକ। ମାନସିକ ରୋଗ ଚିକିତ୍ସା କରନ୍ତୁ:ବିଜେଡି

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି। କିଛିଦିନ ତଳେ କିଡନୀ ଓ ମାନସିକ ରୋଗ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ ଜୟନାରାୟଣ। ହେଲେ ମାନସିକ ରୋଗ ଚିକିତ୍ସା ଅଧାରୁ ଛାଡ଼ି ଚାଲିଆସିଛନ୍ତି । ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା। ଏଭଳି ଅବସ୍ଥାରେ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ ଦେବାକୁ ଏବେ ଆଗେଇ ଆସିଛନ୍ତି ଜୟନାରାୟଣ। କିନ୍ତୁ ସୌମ୍ୟ [...]

ବେଆଇନ୍ ଭାବରେ ବେଦାନ୍ତ ଜମି ଅଧିଗ୍ରହଣ ମାମଲାରେ ମୁଖ୍ୟମନ୍ତ୍ରୀ ଶୀଘ୍ର ଇସ୍ତଫା ଦିଅନ୍ତୁ : ଶରତ ପଟ୍ଟନାୟକ

ବେଆଇନ୍ ଭାବରେ ବେଦାନ୍ତ ଜମି ଅଧିଗ୍ରହଣ ମାମଲାରେ ମୁଖ୍ୟମନ୍ତ୍ରୀ ଶୀଘ୍ର ଇସ୍ତଫା ଦିଅନ୍ତୁ : ଶରତ ପଟ୍ଟନାୟକ ଭୁବନେଶ୍ୱର, ତା. ୦୮/୦୯ : ବେଦାନ୍ତ ବିଶ୍ୱ ବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ କରିବା ପାଇଁ ଓଡ଼ିଶା ସରକାର ଜମି ଅଧିଗ୍ରହଣ ଆଇନ ୧୮୯୪ ଏବଂ ନିୟମ ୧୯୬୩ର ସମସ୍ତ ନୀତି, ନିୟମ ଓ ଆଇନ କାନୁନ୍‌କୁ ଖାତିର ନକରି ଜମି ଅଧିଗ୍ରହଣ କରିବା ଅତ୍ୟନ୍ତ ଅତ୍ୟନ୍ତ ଦୁର୍ଭାଗ୍ୟ ବୋଲି ମାନ୍ୟବର [...]